Back
दुर्गापुर में द्वितीय वर्ष की ओड़िया छात्रा के साथ गैंगरेप जैसी घटना, जांच जारी
AMABHAYA MOHANTY
Oct 12, 2025 08:21:34
Keonjhar, Odisha
ପଶ୍ଚିମ ବଙ୍ଗ ରାଜ୍ୟର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସ୍ଥିତ ଶିଳ୍ପାଞ୍ଚଳ ଦୁର୍ଗାପୁରରେ ବେସରକାରି ମେଡିକାଲ କଲେଜର ଦ୍ବିତୀୟ ବର୍ଷର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର ଅଭିଯୋଗକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ । ଅଭିଯୋଗରୁ ପ୍ରକାଶ ଯେ ପଶ୍චିମବଙ୍ଗ ଶୋଭାପୁର ନିକଟରେ ଅବସ୍ଥିତ ଇକ୍ଯୁ City ବେସରକାରି ମେଡିକାଲ କଲେଜରେ ପଢ଼ୁଥିବା ଓଡ଼ିଶା ଜଳେଶ୍ଵର ର ଜଣେ ଦ୍ଵିତୀୟ ବର୍ଷର ଛାତ୍ରୀ ଗତ କାଲି ରାତି ସାଢେ ଆଠଟାରୁ ୯ଟା ମଧ୍ୟରେ ନିଜ ପୁରୁଷ ବନ୍ଧୁଙ୍କ ସହିତ ଗୁପ୍ ଚୁପ୍ ଖାଇବା ପାଇଁ ବାହା ଥିଲେ ହଟାତ୍ କିଛି ଯୁବକ ଅପହରଣ କରି ନିକଟସ୍ଥ ଜଙ୍ଗଲକୁ ନେଇ ନିର୍ମମ ଭାବରେ ବଳାତ୍କାର କରିଥିଲେ। ଜାଣିବାକୁ ମିଳିଛି ଯେ ଯୁବତୀ ଜଣକ ଓଡ଼ିଶାର ଜଳେଶ୍ୱରର ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀ। ଶୁକ୍ରବାର ରାତିରେ সେ ଜଣେ ସହପାଠୀଙ୍କ ସହିତ କଲେଜ କ୍ୟାମ୍ପସ ବାହାରକୁ ଖାଦ୍ୟ ପାଇଁ ଯାଇଥିଲେ। ସେହି ସମୟରେ ହଠାତ୍ ପାଞ୍ଚ ଜଣ ଯୁବକ ଆସି ସେମାନଙ୍କ ରାସ୍ତା ଅବରୋଧ କରିଥିଲେ। ସେମାନେ ଯୁବତୀଙ୍କୁ ରାସ୍ତାରୁ ଜୋରଜବରଦସ୍ତ ଉଠାଇ କଲେଜ ସଂଲଗ୍ନ ଏକ ନିର୍ଜନ ଜଙ୍ଗଲକୁ ନେଇ ଗଣବଳାତ୍କାର କରିଥିଲେ। ଘଟଣାର ଖବର ପାଇବା ପରେ, ଦୁର୍ଗାପୁର ଥାନାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଫରେନସିକ୍ ଦଳ ଘଟଣାସ୍ଥଳ ପରିଦର୍ଶନ କରିସାରିଛି ଏବଂ ଅଞ୍ଚଳରେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଏକାଧିକ ପୁଲିସ দল ଖୋଜାଖୋଜି ଆରମ୍ଭ କରିଛନ୍ତି। ଘଟଣାକୁ ନେଇ ଦୁର୍ଗାପୁର ଶିଳ୍ପାଞ୍ଚଳରେ ତୀବ୍ର ഉତ୍ତେଜନା ପ୍ରକାଶ ପାଇଛି। କଲେଜ ପରିସରରେ ଏକ ବିଶାଳ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥାନୀୟ ବାସିଦାମାନେ ଦୋଷୀଙ୍କୁ ଶୀଘ୍ର ଗିରଫ ଏବଂ କଠୋର ଦଣ୍ଡ ଦାବି କରିଛନ୍ତି। ହସ୍ପିଟାଲ ବାହାରେ ବାମ ଦଳ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଅନ୍ୟ ପଟେ ବେସରକାରି ମେଡିକାଲ କଲେଜ ର ଛାତ୍ର ମାନେ ସଠିକ୍ ନ୍ୟାୟ ଓ ତଦନ୍ତ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି, ଘଟଣା ଜାଣିବା ପରେ ଜଳେଶ୍ୱର ରୁ ଛାତ୍ରୀଙ୍କ ପରିବାର ଲୋକେ ଦୁର୍ଗାପୁର ରେ ପହଞ୍ଚିଛନ୍ତି, ମାତ୍ର ଏହି ଘଟଣାରେ ସେମାନଙ୍କୁ ସହଯୋଗ ମିଳୁନଥିବା କହିଛନ୍ତି -
3
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AMAnkit Mittal
FollowNov 11, 2025 17:39:270
Report
DSDM Seshagiri
FollowNov 11, 2025 17:39:140
Report
KHKHALID HUSSAIN
FollowNov 11, 2025 17:39:000
Report
NJNEENA JAIN
FollowNov 11, 2025 17:38:450
Report
KHKHALID HUSSAIN
FollowNov 11, 2025 17:38:200
Report
DGDeepak Goyal
FollowNov 11, 2025 17:37:450
Report
RMRAHUL MISHRA
FollowNov 11, 2025 17:37:32Noida, Uttar Pradesh:in this slug visuals of damaged cars being removed
0
Report
NJNitish Jha
FollowNov 11, 2025 17:37:250
Report
RKRakesh Kumar
FollowNov 11, 2025 17:37:100
Report
SBSharad Bhardwaj
FollowNov 11, 2025 17:36:320
Report
PKPushpender Kumar
FollowNov 11, 2025 17:36:210
Report
HKHARI KISHOR SAH
FollowNov 11, 2025 17:36:000
Report
AKAshwani Kumar
FollowNov 11, 2025 17:35:340
Report
ANAbhishek Nirla
FollowNov 11, 2025 17:35:190
Report
RSRandhir Singh
FollowNov 11, 2025 17:35:000
Report