Back
Paradip समुद्र तट पर भारतीय तटरक्षक ने साहसिक समुद्री बचाव अभियान दिखाया
NBNARAYAN BEHERA
Nov 16, 2025 08:22:49
Paradeep, Odisha
Anchor - ମଝି ସମୁଦ୍ରରେ ଭାରତୀୟ ତଟରକ୍ଷୀ ବାହିନୀ କଲା ସର୍ଚ ଆଣ୍ଡ ରେସ୍କିୟୁ କାର୍ଯ୍ୟକ୍ରମ । ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର ବେଳର ଦେଖାଇଲା ଲାଇଭ ଦୃଶ୍ୟ | ପାରାଦୀପ ସମୁଦ୍ର ଉପକୂଳ ଠାରୁ ପ୍ରାୟ ୪୦ ନାଟିକାଳ ମାଇଲ ଦୂରରେ ଭାରତୀୟ ତଟରକ୍ଷୀ ବାହିନୀର ଯବାନ ମାନେ ଦେଖାଇଲେ ସେମାନଙ୍କ କଳା କୌଶଳ। ଦିନ ତମାମ ତଟରକ୍ଷୀ ବାହିନୀର ଛୋଟ ବଡ ପାଞ୍ଚଟି ଜାହାଜ ସହ ୨୦ ରୁ ଉର୍ଦ୍ଧ ଚାଲି ବୋଟ ଓ ବାୟୁସେନାର ଏଆରକ୍ରାପ୍ଟ ମଧ୍ଯ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ | ଏକ ସନ୍ଦିଗ୍ଧ ଜାହାଜକୁ ଦେଖି ପ୍ରଥମେ ସମସ୍ତେ ନାଲି ଧୂଆଁ ଛାଡ଼ି ସତର୍କ କରାଇ ଥିଲେ | ଏହାପରେ ଆରମ୍ଭ ହୋଇଥିଲା ଅସଲ ଖେଳ । ଦୂର ସମୁଦ୍ରର ଅଥଳ ଜଳରାଶିରେ ବୀର ଯବାନ ମାନେ ଅତି ଚତୁରତାର ସହ ସମୁଦ୍ରର ଢେଉ ସହ ଲଢେଇ କରି ଜାହାଜକୁ ଘେରି ଯିବା ପରେ ଜାହାଜ ଉପରକୁ ପ୍ରବେଶ କରି ତନଖି କରିଥିଲେ | ରୋବଟ ଦ୍ଵାରା ଉଦ୍ଧାର,, ଏଆରକ୍ରାଫ୍ଟ ଦ୍ଵାରା ତନଖି ଓ ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର କରିବାର କଳା କୌଶଳ ଦୂର ସମୁଦ୍ର ମଧ୍ୟରେ ଦେଖିବାକୁ ମିଳିଛି | ପ୍ରାକୃତିକ ଦୁର୍ବିପାକ, ବାତ୍ୟା ଭଳି ଅସମୟରେ ସୁଦୃଢ ଥିବା ଭାରତୀୟ ତଟରକ୍ଷୀ ଆଗକୁ ଓଡିଶା ତଟରେ ବେଶ୍ ସମୃଦ୍ଧି ହେବା ସହ ନିଜର କାୟା ବିସ୍ତାର କରିବାକୁ ଯାଉଥିବା କହିଛନ୍ତି କୋଷ୍ଟଗାର୍ଡ ଆଇଜि ଇତୁୱାଲ୍ ଚହ୍ୱାନ |
ବାଇଟ-୧- ଇତୁଆଲ୍ ଚହ୍ବାନ୍।( ଆଇଜି, କୋଷ୍ଟ ଗାର୍ଡ)
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
159
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AMABHAYA MOHANTY
FollowNov 16, 2025 10:06:210
Report
RJRahul Joshi
FollowNov 16, 2025 10:06:090
Report
ASAkhilesh Sharma
FollowNov 16, 2025 10:06:000
Report
BKBRAJESH KUMAR
FollowNov 16, 2025 10:05:370
Report
AMABHAYA MOHANTY
FollowNov 16, 2025 10:05:210
Report
PKPradeep Kumar
FollowNov 16, 2025 10:05:090
Report
0
Report
BKBRAJESH KUMAR
FollowNov 16, 2025 10:03:500
Report
VRVikash Raut
FollowNov 16, 2025 10:03:300
Report
MJManoj Jain
FollowNov 16, 2025 10:03:180
Report
NSNAVEEN SHARMA
FollowNov 16, 2025 10:03:000
Report
DKDAVESH KUMAR
FollowNov 16, 2025 10:01:590
Report
ANAJAY NATH
FollowNov 16, 2025 10:01:51Sambalpur, Odisha:ନିଜେ ଗାଇଥିବା ରସ ଜାମୁଡାଲି ରେ ଗୀତ କୁ ସମ୍ବଲପୁର ମହୋତ୍ସବ ରେ ଗାଇଲେ ସନ୍ଧ୍ୟାରାଣୀ ପାଟ୍ଟଯୋଶୀ...
0
Report
RSRajendra sharma
FollowNov 16, 2025 10:01:430
Report
PSPradeep Soni
FollowNov 16, 2025 10:01:270
Report