Back
पारादीप में बाइक हादसा, युवक की मौत
NBNARAYAN BEHERA
Mar 16, 2026 10:07:59
Paradeep, Odisha
ବାଇକ ଦୁର୍ଘଟଣା ରେ ଯୁବକ ମୃତ। ଗତ କାଲି ବିଳମ୍ବିତ ରାତ୍ରିରେ ଜଗତସିଂହପୁର ଜିଲ୍ଲା ଭୂତମୁଣ୍ଡାଇ ନିକଟସ୍ଥ ପନ୍ଦର ନମ୍ବର ନିକଟରେ ଥିବା ହମ୍ପସ୍ ଧକା ଦେଇ ଯୁବକ ଙ୍କ ର ମୃତ୍ୟୁ । ଯୁବକ ଜଣକ କୁଜଙ୍ଗ ଥାନା ଅଧିନ ବାଗୋଇ ଗ୍ରାମ ର ବିଶ୍ୱଜିତ ବେହେରା ବୋଲି ଜଣାପଡିଛି। କୁଜଙ୍ଗ ପାରାଦ୍ୱୀପ ରୁ ନିଜ ଘର କୁଜଙ୍ଗ ବାଗୋଇ ଗ୍ରାମକୁ ଫେରୁଥିବା ସମୟରେ ୧୫ନଂ ହମ୍ପସ୍ Near near ンダ ଏଭଳି ଦୁର୍ଘଟଣା ଘଟିଛି । ପାରାଦୀପ ଅଞ୍ଚଳ ର ସ୍ବେଚ୍ଛାସେବୀ ଅନୁଷ୍ଠାନ ସଡ଼କ ସୁରକ୍ଷା ବାହିନୀ ର ସଭାପତି ପଙ୍କଜ ତରାଇ ଖବରପାଇ ଘଟଣା ସ୍ଥଳରେ ପହଁଚି ୧୧୨କୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ୧୧୨ପହଁଚି ବିଶ୍ବଜିତ କୁ ର କୁଜଙ୍ଗ ମେଡିକାଲ କୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ତେବେ ଖବରପାଇ କୁଜଙ୍ଗ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କଟକ -ପାରାଦୀପ ରାଜ୍ୟ ରାଜପଥ ରାସ୍ତା ରେ ହମ୍ପସ ଥିବା ସ୍ଥାନ ର ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KJKamran Jalili
FollowMar 16, 2026 11:30:250
Report
SKShivam Kumar1
FollowMar 16, 2026 11:30:15Noida, Uttar Pradesh:Imran Masood On us religious panel report on ban rss
0
Report
RRRakesh Ranjan
FollowMar 16, 2026 11:23:0551
Report
SKShivam Kumar1
FollowMar 16, 2026 11:22:52Noida, Uttar Pradesh:Rakesh Sinha RSS On US religious panel report on ban RSS
53
Report
DBDevender Bhardwaj
FollowMar 16, 2026 11:22:2550
Report
VKVijay1 Kumar
FollowMar 16, 2026 11:22:1348
Report
HKHARI KISHOR SAH
FollowMar 16, 2026 11:22:0232
Report
NPNavratan Prajapat
FollowMar 16, 2026 11:21:3546
Report
SSSUNIL SINGH
FollowMar 16, 2026 11:21:1643
Report
HBHeeralal Bhati
FollowMar 16, 2026 11:21:0626
Report
VSVishnu Sharma1
FollowMar 16, 2026 11:20:5318
Report
PSPrashant Sharma
FollowMar 16, 2026 11:20:438
Report
8
Report
GYGAUKARAN YADU
FollowMar 16, 2026 11:20:330
Report
1
Report