Back
पारादीप के बेथानी कन्वेंट स्कूल में 15वां वार्षिक खेल महोत्सव का धूमधाम से उद्घाटन
NBNARAYAN BEHERA
Dec 19, 2025 09:39:56
Paradeep, Odisha
ପାରାଦୀପ ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବେଥାନୀ କନଭେଣ୍ଟ ବିଦ୍ୟାଳୟ ତରଫରୁ ୧୫ତମ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ । ଦୁଇଦିନ ଧରି ଆୟୋଜିତ କ୍ରୀଡା ଉତ୍ସବ କୁ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମସାଲ ଜାଳି ଉତ୍ସବ କୁ ଉଦଘାଟନ କରିଥିଲେ । ଏଥିରେ ପାରାଦୀପ ବନ୍ଦର ଅର୍ଥ ପରାମର୍ଶ ଦାତା ଅଶୋକ କୁମାର ସାହୁ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପାଳନର ଉପଯୋଗୀତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋକପାତ କରିଥିଲେ ।ବିଦ୍ୟାଳୟ ପରିଚାଳନା ସମିତି,ଅଭିଭାବକ ଶୁଭେଚ୍ଛୁ ମାନଙ୍କ ଗହଣରେ ଆୟୋଜିତ ସମାରୋହରେ ଛାତ୍ରଛାତ୍ରୀ ଙ୍କ ଦ୍ବାରା ନୃତ୍ୟଗୀତ ପରିବେଷଣ ସାଙ୍ଗକୁ ଆକର୍ଷଣୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲ। ଏହି କ୍ରୀଡା ଆୟୋଜନର ମୂଖ୍ୟ ଉଦ୍ଦେଶ୍ୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଦକ୍ଷତା କୁ ପ୍ରକାଶ କରିବା ଯାହା ଦ୍ୱାରା ପିଲାମାନେ ପାଠପଢା ସହିତ ଖେଳକୁଦରେ ମନ ଦେଇ ପାରିବେ ଏବଂ ସୁସ୍ଥ ସମାଜ ଗଠନରେ ନିଜକୁ ପ୍ରସ୍ତୁତ କରିପାରିବେ ବୋଲି ବିଦ୍ୟାଳୟ ର ମୂଖ୍ୟ ପରିଚାଳକ ଫାଦର୍ ନିହାର ରଞ୍ଜନ ପରିଜା କହିଛନ୍ତି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
HUHITESH UPADHYAY
FollowDec 19, 2025 11:05:470
Report
JGJugal Gandhi
FollowDec 19, 2025 11:05:240
Report
KBKuldeep Babele
FollowDec 19, 2025 11:05:10Jabalpur, Vehicle Fac. Jabalpur, Madhya Pradesh:नगर निगम की अनूठी पहल
0
Report
VSVishnu Sharma
FollowDec 19, 2025 11:04:530
Report
ACAshish Chauhan
FollowDec 19, 2025 11:04:350
Report
RRRakesh Ranjan
FollowDec 19, 2025 11:03:100
Report
0
Report
SSSUNIL SINGH
FollowDec 19, 2025 11:02:46Sambhal, Uttar Pradesh:संभल में मामूली कहासुनी में पीएसी के जवानों ने युवक के साथ जमकर मारपीट की है. पीड़ित की शिकायत पर संभल एसपी ने मामले की जांच आलोक भाटी को सौंपी है.
0
Report
VKVijay1 Kumar
FollowDec 19, 2025 11:02:330
Report
KSKULWANT SINGH
FollowDec 19, 2025 11:02:200
Report
RZRajnish zee
FollowDec 19, 2025 11:01:550
Report
RRRakesh Ranjan
FollowDec 19, 2025 11:01:380
Report
PCPranay Chakraborty
FollowDec 19, 2025 11:01:050
Report
RRRakesh Ranjan
FollowDec 19, 2025 11:00:48Noida, Uttar Pradesh:सपा सांसद आर के चौधरी के बयान पर बोले मंत्री असीम अरूण कहा खास समुदाय को खुश करने के लिए समाजवादी पार्टी सनातन धर्म का کرتی है विरोध
0
Report