Back
Paradip के ब्यूटी कॉन्टेस्ट का ग्रैंड फिनाले: 46 प्रतिभागियों में से विजेता की घोषणा
NBNARAYAN BEHERA
Feb 05, 2026 12:12:12
Paradeep, Odisha
ଏହି ପ୍ରତିଯୋଗୀତାର ଆଙ୍କରିଂ ଭାବେ ସିନେ କଳାକାର ଭୂପିନ୍ଦର ସିଂ JOୟେ ଗୋଲାବଲ୍ଦୟ ଭାବେ ଯୋଗ ଦେଇ ବିୟୁଟି କଣ୍ଟେଷ୍ଟ ର ଶୋଭା ବଢାଇଥିବା ବେଳେ ତିନୋଟି କାଟାଗୋରୀ ରେ ଏହି ବିୟୂଟି କଣ୍ଟେଷ୍ଟ ଆୟୋଜିତ ହୋଇଥିଲା। ଓଡ଼ିଶାର ସଂସ୍କୃତି ଓ ପରମ୍ପରା କୁ ନେଇ ଏହି ବିୟୂଟି କଣ୍ଟେଷ୍ଟ ଗ୍ରାଣ୍ଡ ଫିନାଲି ରେ ପ୍ରତିଯୋଗୀ ମାନେ ସୁନ୍ଦରୀ ର ପ୍ରଦର୍ଶନ କରି କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ପାରାଦୀପ ବନ୍ଦର ସଚିବ କ୍ରୀଶ୍ଣା ବି ରାଜୁ ଙ୍କ ସହିତ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ଯୋଗ ଦେଇ ବିୟୁଟି କଣ୍ଟେଷ୍ଟ ର ପ୍ରତିଯୋଗୀତାରେ ପ୍ରଥମ ହୋଇଥିବା ପାରାଦୀପ ପରୀ ,ପାରାଦୀପ ରାଜକୁମାରୀ ଓ ପାରାଦୀପ ଶ୍ରୀମତୀଙ୍କୁ ଟ୍ରଫି ପ୍ରଦାନ କରିବା ସହ ତାଜ ପିନ୍ଧାଇଥିଲେ। ଓଡ଼ିଶାର ସିନେ କଳାକାରଙ୍କ ସମେତ ଅତିଥି ମାନେ ଆଦିଦେବ ଏଣ୍ଟପ୍ରାଇଜେସ୍ ର ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିବା ବେଳେ ଦର୍ଶକ ମାନେ ବିୟୁଟି କଣ୍ଟେଷ୍ଟ କାର୍ଯ୍ୟକ୍ରମ କୁ ବେଶ୍ ଭରପୁର ଉପଭୋଗ କରିଥିଲେ।
ବାଇଟ -୧- ବବି ମିଶ୍ର। ( ସିନେ କଳାକାର)
ବାଇଟ -୨- କ୍ରୀଷ୍ଣା ବି.ରାଜୁ।
ବାଇଟ -୩- ଡକ୍ଟର ବନ୍ଦିତା ଶୁଭଦର୍ଶୀନି ପଟ୍ଟନାୟକ। ( ଅଧ୍ୟକ୍ଷା, ଆଦିଦେବ ଏଣ୍ଟପ୍ରାଇଜେସ୍)
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
NJNaynee Jain
FollowFeb 05, 2026 13:47:500
Report
KCKumar Chandan
FollowFeb 05, 2026 13:47:310
Report
SKSumant Kumnar
FollowFeb 05, 2026 13:47:060
Report
ANAJAY NATH
FollowFeb 05, 2026 13:46:370
Report
0
Report
NJNaynee Jain
FollowFeb 05, 2026 13:40:22Noida, Uttar Pradesh:Shiv Sena (UBT) सांसद Priyanka Chaturvedi Walkout पर स्पीकर की चेतावनी और PM भाषण
0
Report
KSKartar Singh Rajput
FollowFeb 05, 2026 13:39:550
Report
MIMohammad Imran
FollowFeb 05, 2026 13:39:420
Report
DKDeepesh Kumar
FollowFeb 05, 2026 13:39:160
Report
DBDURGESH BISEN
FollowFeb 05, 2026 13:38:340
Report
NJNaynee Jain
FollowFeb 05, 2026 13:38:100
Report
RCRAJVEER CHAUDHARY
FollowFeb 05, 2026 13:37:36Bijnor, Uttar Pradesh:बताया जा रहा है कि दोनों भाइयों के बीच पुराने विवाद को लेकर पहले कहासुनी हुई जो देखते ही देखते मारपीट में तब्दील हो गई
0
Report
RRRikeshwar Rana
FollowFeb 05, 2026 13:37:230
Report
KSKISHORE SHILLEDAR
FollowFeb 05, 2026 13:37:070
Report