Back
Paradip में आदिदेव एंटरटेनमेंट का ग्रांड फाइनल आज शाम
NBNARAYAN BEHERA
Feb 02, 2026 15:15:44
Paradeep, Odisha
ଆସନ୍ତା ଫେବୃୟାରୀ ୪ତାରିଖ ସଂଧ୍ୟା ୭ଟା ସମୟରେ ଆରମ୍ଭ ହେବାକୁ ଯାଉଛି ପାରାଦୀପ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ଆଦିଦେବ ଏଣ୍ଟରଟେନମେଣ୍ଟ' ର ପ୍ରଥମ ବିୟୁଟି କଣ୍ଟେଷ୍ଟ ଗ୍ରାଣ୍ଡ ଫିନାଲି। ଏନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ କର୍ୟାଳୟରେ ପାରାଦୀପ ଜୟଦେବ ସଦନ ସମ୍ମୁଖ ପଡିଆରେ ଆୟୋଜିତ ଏହି କାର୍ୟକ୍ରମରେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା କୁ ନେଇ ଏହି ବିୟୁଟି କଣ୍ଟେଷ୍ଟ ର ଗ୍ରାଣ୍ଡ ଫିନାଲି ରେ ଯୋଗଦେବେ ଓଡ଼ିଶାର ସିନେ କଳାକାର। ଏନେଇ ଗତ ଡିସେମ୍ବର ୨୧ ଓ ଜାନୁଆରୀ ୪ତାରିଖରେ ଆୟୋଜିତ ଅଡିସନ୍ ରେ ୫୦ଜଣ ପ୍ରତିଯୋଗୀ ଚୟନ ହୋଇଥିବା ବେଳେ ବିୟୁଟି କଣ୍ଟେଷ୍ଟ ର ଗ୍ରାଣ୍ଡ ଫିନାଲି କୁ ନେଇ ପାରାଦୀପ ବାସୀ ଉତ୍ସାହିତ ଅଛନ୍ତି ।ଆସନ୍ତା ଫେବୃଆରୀ ୪ତାରିଖ ସଂନ୍ଧ୍ୟା ରେ ବିୟୁଟି କଣ୍ଟେଣ୍ଟ ର ଗ୍ରାଣ୍ଡ ଫିନାଲି ରେ ସମସ୍ତ ପାରାଦୀପ ବାସୀ ଉପଭୋଗ କରିବା ପାଇଁ ଆଦିଦେବ ଏଣ୍ଟରଟେନମେଣ୍ଟ ର ଅଧ୍ୟକ୍ଷା ନିବେଦନ କରିଛନ୍ତି। ଏହି ଗ୍ରାଣ୍ଡ ଫିnalାଲି ବିୟୁଟି କଣ୍ଟେଷ୍ଟ କାର୍ଯ୍ୟକ୍ରମ ରେ ପ୍ରଥମ ଟି ପାରାଦୀପ ପରୀ, ଦିତୀୟ ଟି ଅବିବାହିତ ଝିଅ ଙ୍କ ପାଇଁ ପାରାଦୀପ ରାଜକୁମାରୀ,ତୃତୀୟ ଟି ବିବାହିତା ମହିଳା ଙ୍କ ପାଇଁ ପାରାଦୀପ ଶ୍ରମତୀ। ଏହି ବିୟୁଟି କଣ୍ଟେଷ୍ଟ ଅଡିସନ୍ ରେ ୫୦ରୁ ଉର୍ଦ୍ଧ ପ୍ରତିଯୋଗୀ ଆଦିଦେବ ଏଣ୍ଟରଟେନମେଣ୍ଟ ର ଗ୍ରାଣ୍ଡ ଫିନାଲି ରେ ଭାଗନେବେ। ପାରାଦୀପ ର ଶୀଳ୍ପ ସହରରେ ରହୁଥିବା ବିଭିନ୍ନ ରାଜ୍ୟର ଝିଅ ଓ ମହିଳା ମାନେ ଏଥିରେ ଭାగ ନେଇଥିବା ବେଳେ ବିୟଟି କଣ୍ଟେଷ୍ଟ ଗ୍ରାଣ୍ଡ ଫିନାଲି କୁ ନେଇ ପାରାଦୀପ ବାସୀ ଉତ୍ସାହିତ ଥିବା ବେଳେ ଆଦିଦେବ ଏଣ୍ଟରଟେନମେଣ୍ଟ ର ଅଧ୍ୟକ୍ଷା ଡକ୍ଟର ବନ୍ଦିତା ଶୁଭଦର୍ଶୀନି ପଟ୍ଟନାୟକ ସମସ୍ତ ପାରାଦୀପ ବାସୀ ଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KKKRISNDEV KUMAR
FollowFeb 11, 2026 12:48:250
Report
HBHeeralal Bhati
FollowFeb 11, 2026 12:47:520
Report
DSDevendra Singh
FollowFeb 11, 2026 12:47:230
Report
VSVaibhav Sharma
FollowFeb 11, 2026 12:47:080
Report
KJKunal Jamdade
FollowFeb 11, 2026 12:46:550
Report
0
Report
NSNAVEEN SHARMA
FollowFeb 11, 2026 12:45:560
Report
PSPradeep Soni
FollowFeb 11, 2026 12:45:290
Report
NPNavratan Prajapat
FollowFeb 11, 2026 12:45:160
Report
0
Report
VAVINEET AGARWAL
FollowFeb 11, 2026 12:41:090
Report
ASABHISHEK SHARMA1
FollowFeb 11, 2026 12:40:520
Report
BPBHUPESH PRATAP
FollowFeb 11, 2026 12:37:440
Report
RSRUPENDRA SHRIWASTVA
FollowFeb 11, 2026 12:37:340
Report
AMAnkit Mittal
FollowFeb 11, 2026 12:37:220
Report