Back
जगतसिंहपुर में नशीले पदार्थों के बड़े जाल की धड़ाम, 59 ग्राम हेरोइन सहित गिरफ्तार आरोपी सहित
NBNARAYAN BEHERA
Feb 13, 2026 10:04:52
Paradeep, Odisha
Anchor - ଗିରଫ ହେଲେ ଦୁଇ ନିଶା ବେପାରୀ। ୧୧୪ ଗ୍ରାମର ହେରୋଇନ ଜବତ। ଦିନକୁ ଦିନ ଜଗତସିଂହପୁର ଜିଲ୍ଲାରେ ହେରୋଇନ ବ୍ୟବସାୟ ବଢି ଚାଲିଥିବାବେଳେ ଜଗତସିଂହପୁର ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ସଦର ଥାନା ଅନ୍ତର୍ଗତ ପୁରୋହିତପୁର ଛକରେ ଚଢାଉ କରି ୫୯ ଗ୍ରାମର ହେରୋଇନ ଜବତ କରିବା ସହ ବ୍ୟବସାୟରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଠାକୁରପାଟଣା ଗ୍ରାମର ବାବାଜୀ ଚରଣ ପୃଷ୍ଟିଙ୍କ ପୁଅ ଦେବେନ୍ଦ୍ର କୁମାର ପୃଷ୍ଟି। ଭ୍ରାମ୍ୟମାଣ ସଂସ୍ଥାର ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ବରେ ଏକ ଟିମ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁରୋହିତପୁର ଛକ ଠାରେ ଜଗି ରହିଥିବା ବେଳେ ଅଭିଯୁକ୍ତ ଜଣକ ଗ୍ରାହକଙ୍କୁ ହେରୋଇନ ବିକ୍ରି କରିବାକୁ ଆସିଥିବା ବେଳେ ପୂର୍ବରୁଛଡାଯାଇଥିଲା। ଯାଞ୍ଚ ପରେ ତାଙ୍କ ଠାରୁ ୫୯ ଗ୍ରାମର ହେରୋଇନ ସହ ଏକ ଆଣ୍ଡ୍ରଏଡ ଫୋନ ଜବତ କରାଯାଇଥିଲା। Abhiଯୁକ୍ତଙ୍କୁ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇ ଥିବାବେଳେ ଅଭିଯୁକ୍ତଙ୍ତି ଜାମିନ ନାମଞ୍ଜୁର କରି ତାଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ସେହିପରି ଅନ୍ୟ ଏକ ଘଟଣାକ୍ରମେ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ବରେ ପାରାଦୀପ ଅବକାରୀ ଥାନାର ଆଉ ଏକ ଟିମ ପାରାଦୀପ ଲକ ଥାନା ଅନ୍ତର୍ଗତ উଛ୍ଛବାନନ୍ଦପୁର ଗ୍ରାମରେ ଚଢାଉ କରି ୫୫ ଗ୍ରାମର ହେରୋଇନ ଜବତ କରିବା ସହ ହେରୋଇନ ବ୍ୟବସାୟରେ ଲିପ୍ତ ଥିବା ସେହି ଗ୍ରାମର ନିତ୍ୟାନନ୍ଦ ମହାରଣାଙ୍କ ପୁଅ ବୁଲା ମହାରଣା (୫୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଚଢାଉ ରେ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର ଏ ଏସ୍ ଆଇ ସନ୍ତୋଷ ନାୟକଙ୍କ ସମେତ ପାରାଦୀପ ଅବକାରୀ ଥାନାର ଏ ଏସ୍ ଆଇ ଗୟାଧର ସେଠୀ ଓ କନଷ୍ଟେବଳ ମାନେ ସାମିଲ ଥିଲେ। Abhiଯୁକ୍ତମାନେ କେଉଁଠୁ ହରୋଇନ ଆଣୁଥିଲେ ଏବଂ ଏହି ବ୍ୟବସାୟ ପଛର ମାଷ୍ଟରମାଇଣ୍ଡ କୁ ଧରିବା ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅବକାରୀ ବିଭାଗ ଜେରା କରିବ ବୋଲି ଅବକାରୀ ଅଧିକ୍ଷକ ପ୍ରକାଶ କରିଛନ୍ତି। ବାଇଟ -୧- ପ୍ରଭାସ କୁମାର ଚୈଧୁରୀ।(ଅବକାରୀ ନୀରିକ୍ଷକ ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥା ) ଜଗତସିଂହପୁରୁ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
बाराबंकी में मुख्तार अंसारी के शूटर शोएब किदवई की हत्या के बाद गौस मुहीउद्दीन ने जमानत अर्जी ली वापस
0
Report
BSBHUPENDAR SINGH SOLANKI
FollowFeb 13, 2026 11:50:260
Report
SPSohan Pramanik
FollowFeb 13, 2026 11:50:140
Report
YSYeswent Sinha
FollowFeb 13, 2026 11:49:580
Report
DCDhruv Chaudhary
FollowFeb 13, 2026 11:49:420
Report
ASABDUL SATTAR
FollowFeb 13, 2026 11:48:48Jhansi, Uttar Pradesh:हंगामे का वीडियो किसी ने रिकॉर्ड कर लिया और सोशल मीडिया पर पोस्ट कर दिया...
0
Report
VAVINEET AGARWAL
FollowFeb 13, 2026 11:48:380
Report
MSManish Sharma
FollowFeb 13, 2026 11:48:22Aligarh, Uttar Pradesh:अलीगढ़ से एक बार फिर तंदूर कारीगर की घिनौनी करतूत का वीडियो सामने आया है... हालांकि पुलिस की कार्रवाई के बावजूद इस तरह की हरकतें थमने का नाम नहीं ले रहीं
0
Report
KSKAMARJEET SINGH
FollowFeb 13, 2026 11:47:330
Report
PSPramod Sharma
FollowFeb 13, 2026 11:46:500
Report
PSPramod Sharma
FollowFeb 13, 2026 11:46:190
Report
APAshwini Pandey
FollowFeb 13, 2026 11:46:040
Report
RKRAJESH KATARIA
FollowFeb 13, 2026 11:45:57Firozpur, Punjab:फिरोजपुर के गांव बाजीदपुर में एक युवक ने पत्नी और बच्चे को गोली मारने के बाद खुद को गोली मारी। तीनों की हालत गंभीर निजी अस्पताल में दाखिल करवाया गया
0
Report
ASAkash Sharma
FollowFeb 13, 2026 11:45:340
Report
0
Report