Back
जगतसिंहपुर पुलिस ने अहम बदमाश को गिरफ्तार कर 60 ग्राम ब्राउन शुगर और 95,000 रुपये जब्त किए
NBNARAYAN BEHERA
Jan 26, 2026 08:36:25
Paradeep, Odisha
Anchor - ଜଗତସିଂହପୁର ପୋଲିସର ଅପରେସନ ହ୍ଵାଇଟ ସାଡୋ । ୬୦ ଗ୍ରାମ ବ୍ରାউନ ସୁଗାର ଜବତ ସହିତ ନଗଦ ୯୫ ହଜାର ଟଙ୍କା ଓ ବ୍ରିଜା କାର ଜବତ। ଜଗତସିଂହପୁର ସଦର ସ୍ଥିତ ଦେଉଳି ଗ୍ରାମେଶ୍ୱର ଗ୍ରାମରୁ ୨ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ । ଗିରଫ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ସୁଜନପୁର ଗ୍ରାମର ବଳିଆ ଓରଫ ଦୀପକ ମଲ୍ଲିକ ହୋଇଥିବା ବେଳେ ଅନ୍ୟ ଜଣେ ସଦର ଥାନା ତରିକୁନ୍ଦ ବେହେରାମପୁରର ଇମ୍ରାନ ଖାଁ । ଗତକାଲି ଦେଉଳି ଗ୍ରାମେଶ୍ବର ଛକ ନିକଟରେ ଦୀପକ ଓ ଇମ୍ରାମ ପହଁଚି ବ୍ରାଉନ ସୁଗାର ଦେବା ପାଇଁ ଅପେକ୍ଷା କରିଥିବା ବେଳେ ସଦର ପୋଲିସ ଵିଶେଷ ସୂତ୍ରରୁ ଖବର ପାଇ ସେଠାରେ ପହଁଚି ରେଡ଼ ହ୍ୟାଣ୍ଡରେ ଉଭୟଙ୍କୁ ମାଡି ବସିଥିଥିଲା । ଉଭୟ ହାଡ଼କୋର କ୍ରିମିନାଲ ହୋଇଥିବା ବେଳେ ଦୀପକ ମଲ୍ଲିକଙ୍କ ନାମରେ ଚୋରି, ଡକାୟତି, ହତ୍ୟା ଉଦ୍ୟମ, ଅପହରଣ ଭଳି ୧୪ ଟି କେସ ରହିଥିବା ବେଳେ ଇମ୍ରାନଙ୍କ ନାମରେ ସମାନ ଦଫାରେ ୪ ଟି କେଶ ରହିଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KYKaniram yadav
FollowJan 26, 2026 10:05:390
Report
RKRupesh Kumar
FollowJan 26, 2026 10:05:110
Report
RKRishikesh Kumar
FollowJan 26, 2026 10:05:000
Report
DMDileep Mishra
FollowJan 26, 2026 10:04:440
Report
NSNAVEEN SHARMA
FollowJan 26, 2026 10:04:260
Report
HSHarish Sharma2
FollowJan 26, 2026 10:04:130
Report
AKAjay Kashyap
FollowJan 26, 2026 10:02:450
Report
DIDamodar Inaniya
FollowJan 26, 2026 10:02:350
Report
AKAshwani Kumar
FollowJan 26, 2026 10:00:440
Report
1
Report
0
Report
JPJitendra Panwar
FollowJan 26, 2026 09:52:070
Report
JGJugal Gandhi
FollowJan 26, 2026 09:51:500
Report
RJRahul Joshi
FollowJan 26, 2026 09:51:340
Report
KAKapil Agarwal
FollowJan 26, 2026 09:51:200
Report