Back
जगतसिंहपुर में सुवध्रा शक्ति मेला महिलाओं के लिए सशक्तिकरण की नई उम्मीद
NBNARAYAN BEHERA
Feb 03, 2026 16:33:00
Paradeep, Odisha
ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଅତିଥି ଭାବେ ଜିଲ୍ଲାପାଳ ଜେ ସୋନାଲ, ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ରାୟ ଓ ନିରଞ୍ଜନ ବେହେରା ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ୪ୋବରା୨ ରୁ ୮ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୩୦ ଜିଲ୍ଲାର ସ୍ୱୟଂ ସହାୟକ ଦଳର ମହିଳା ମାନଙ୍କ ଦ୍ୱାରା ୧୫୦ ଟି ଷ୍ଟଲ ଖୋଲାଯାଇଥିବା ବେଳେ ୨୦ ରୁ ଉର୍ଦ୍ଧ୍ବ ଖାଦ୍ୟ ପ୍ରଦର୍ଶନ ଷ୍ଟଲ ଖୋଲାଯାଇଛି । ଏହି ମେଳା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ସୁଯୋଗ ସୃଷ୍ଟି କରିବା ସହିତ ଏକ ଆତ୍ମନିଭରଶୀଳ ଭାରତ ଗଠନ କରିବାରେ ବେଶ ସହାୟକ ହେବ ବୋଲି ଜିଲ୍ଲାପାଳ ଜେ ସୋନାଲ କହିଛନ୍ତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
DSDurag singh Rajpurohit
FollowFeb 03, 2026 17:46:320
Report
ANAJAY NATH
FollowFeb 03, 2026 17:46:120
Report
ANAJAY NATH
FollowFeb 03, 2026 17:45:510
Report
MSMrinal Sinha
FollowFeb 03, 2026 17:45:250
Report
0
Report
DKDeepesh Kumar
FollowFeb 03, 2026 17:32:230
Report
OSONKAR SINGH
FollowFeb 03, 2026 17:32:030
Report
VSVishnu Sharma1
FollowFeb 03, 2026 17:31:440
Report
ANAbhishek Nirla
FollowFeb 03, 2026 17:31:180
Report
AMAsheesh Maheshwari
FollowFeb 03, 2026 17:30:59Noida, Uttar Pradesh:राजस्थान कांग्रेस के जिला अध्यख्षों की 10 फरवरी को दिल्ली में होगी एक दिन की ट्रेनिंग वर्कशॉप... राहुल गांधी और कांग्रेस अध्यक्ष खरगे देंगे टिप्स...
0
Report
RKRAJESH KUMAR
FollowFeb 03, 2026 17:30:370
Report
VMVimlesh Mishra
FollowFeb 03, 2026 17:30:270
Report
RKRANJEET Kumar OJHA
FollowFeb 03, 2026 17:17:220
Report
PKPankaj Kumar
FollowFeb 03, 2026 17:16:590
Report