Back
जगतसिंहपुर में बाइक-ट्रक भिड़ंत: पति की मौत, पत्नी की हालत गंभीर
NBNARAYAN BEHERA
Mar 24, 2026 12:19:39
Paradeep, Odisha
ବାଇକ କୁ ପିଟିଲା ଟ୍ରକ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର । ଜଗତସିଂହପୁର ଜିଲା କଟକ - ମାଛଗାଁ ରାସ୍ତାର フକୀରପଡା ଛକ ନିକଟରେ ବାଇକ କୁ ପିଟିଲା ଟ୍ରକ । ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର । ଗୁରୁତରଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି । ମୃତକ ବନ୍ଦର ଥାନା ବାଲିଜୋରି ଗାଁର ବିଚିତ୍ରାନନ୍ଦ ବେହେରା । ସେ ତାଙ୍କ ସ୍ତ୍ରୀଙ୍କୁ ନେଇ ବାଇକ ଯୋଗେ ଜଗତସିଂହପୁର ଅଭିମୁଖେ ଯାଉଥିବା ବେଳେ ଫକୀର ପଡା ଛକ ନିକଟରେ ଏକ ଟ୍ରକ ତାଙ୍କୁ ଧକା ଦେଇଥିଲା । ଘଟଣା ସ୍ଥଳରେ ବିଚିତ୍ରାନନ୍ଦଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କର ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ପୋଲିସ ଟ୍ରକ ଟିକୁ ଜବତ କରି ତଦନ୍ତ ଚଳାଇଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PJPrashant Jha2
FollowMar 24, 2026 13:51:180
Report
HKHARI KISHOR SAH
FollowMar 24, 2026 13:50:530
Report
KJKamran Jalili
FollowMar 24, 2026 13:50:070
Report
SSSwapnil Sonal
FollowMar 24, 2026 13:49:510
Report
ASArvind Singh
FollowMar 24, 2026 13:49:230
Report
RRRakesh Ranjan
FollowMar 24, 2026 13:48:540
Report
ANAJAY NATH
FollowMar 24, 2026 13:48:440
Report
0
Report
VAVishnupriya Arora
FollowMar 24, 2026 13:48:230
Report
VRVIJAY RANA
FollowMar 24, 2026 13:48:080
Report
RKRANJAN KUMAR
FollowMar 24, 2026 13:47:570
Report
DGDeepak Goyal
FollowMar 24, 2026 13:47:390
Report
MSManish Sharma
FollowMar 24, 2026 13:47:160
Report
VPVEDENDRA PRATAP SHARMA
FollowMar 24, 2026 13:47:010
Report
0
Report