Back
पारादीप में भक्त चरण दास ने विपक्षी सभा में कांग्रेस नेताओं पर उठा दिए सवाल – धमाकेदार विरोध
NBNARAYAN BEHERA
Jan 29, 2026 15:31:00
Paradeep, Odisha
Slug - Pcc President
Dt - 29/01/2026
Place - Paradip
Format - Avb
Anchor - (ଘଟାକାରୀ ଭାଷା: ପ୍ରସଙ୍ଗଭିତର ନିର୍ବାଚିତ ସମ୍ପାଦକୀୟ ବାକ୍ୟମାଳା)
ପାରାଦୀପ ଜିଲ୍ଲାର ଢ଼ିଙ୍କିଆ ରେ ଅନୁଷ୍ଠିତ ହୋଇଛି ବିରାଟ ପ୍ରତିବାଦ ସଭା। ଏଆଇସିସି ସାଧାରଣ ସମ୍ପାଦକ ଅଜୟ କୁମାର ଲୁଲୁଙ୍କ ସହ ପିସିସି ମୁଖିଆ ଭକ୍ତ ଚରଣ ଦାସ, ପ୍ରମୁଖ ଏହି ପ୍ରତିବାଦ ସଭାରେ ଯୋଗ ଦେଇଥିଲେ। ଜେଏସଡବ୍ଲୁ ପ୍ରକଳ୍ପ କୁ ନେଇ ଢିଙ୍କିଆ ଚାରିଦେଶ ର ତିନୋଟି ପଞ୍ଚାୟତ ଗଡକୁଜଙ୍ଗ, ନୂଆଗାଁ ଓ ଢିଙ୍କିଆ ପଞ୍ଚାୟତର ଅନେକ ଗୁଡିଏ ଗ୍ରାମ ପ୍ରଭାବିତ ହୋଇଛି। ବିନା ଗ୍ରାମସଭା ରେ କମ୍ପାନୀ କୁ ଜଙ୍ଗଲ ଜମି ହସ୍ତାନ୍ତର କରିବା ଏବଂ ଜଙ୍ଗଲ ଆଇନ ଅଧିକାରକୁ ulaଂଘନ କରି ଲକ୍ଷ ଲକ୍ଷ ଗଛ କଟାଯାଇଛି। ଯୋର ଜବରଦସ୍ତ ପ୍ରକଳ୍ପ କୁ ଆଗେଇ ନିଆ ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜୀବନଜୀବୀକା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ପିسିସି ସଭାପତି ଭକ୍ତ ଚରଣ ଦାସ। ଦୀର୍ଘ ବର୍ଷ ଧରି ଚାଷ କରୁଥିବା ଲୋକଙ୍କୁ ପଟ୍ଟା ଦେବା ସହିତ ଲୋକଙ୍କ ଅଧିକାର ଜଳ, ଜଙ୍ଗଲ, ଜମି ଓ ଧାନ, ପାନ,ମୀନ କୁ ପ୍ରଥମେ ମାନିନେବା ପାଇଁ ଗ୍ରାମସଭା ଦ୍ବାରା ପାରିତ କରାଯାଉ ebam ସ୍ଥାନୀୟ ଅଞ୍ଚଳର କିପରି ଉନ୍ନତି ହେବ ସେ ସମ୍ପର୍କରେ ଆଲୋଚନା କରି ପ୍ରକଳ୍ପ କରାଯାଉ। ନଚେତ ଆଗାମୀ ଦିନରେ କଂଗ୍ରେସ ଲଢେ଼ଇ କରିବ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଆୟୋଜିତ ଏହି ପ୍ରତିବାଦ ସଭାରେ ଜିଲ୍ଲାର ଅନେକ କଂଗ୍ରେସ କର୍ମୀ ଯୋଗ ଦେଇଥିବା ବେଳେ କଂଗ୍ରେସ ର ଅନେକ ଛାମୁଆ ନେତାମାନେ ଏହି ପ୍ରତବାଦ ସଭା ରେ ସରକାର ଙ୍କ ଉପରେ ବର୍ଷିଛନ୍ତି। ଏହା ଏକ ରାଜନୈତିକ ସ୍ବାର୍ଥ ସମ୍ବନ୍ଧୀତ କାର୍ଯ୍ୟକ୍ରମ ଓ ଏହି ଅଞ୍ଚଳର ଲୋକେ ଶୀଳ୍ପ ଚାହୁଁଥିବା ବେଳେ ସାଧାରଣ ଲୋକମାନଙ୍କୁ ହାଇରାଣ ନକରିବା ପାଇଁ ଅନୁରୋଧ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ତଥା ଶୀଳ୍ପ ସପକ୍ଷବାଦୀ ତମିଲ୍ କୁମାର ପ୍ରଧାନ।
ବାଇଟ -୧- ଭକ୍ତ ଚରଣ ଦାସ। ( ସଭାପତି, ଓଡିଶା ପ୍ରଦେଶ କଂଗ੍ਰେସ କମିଟି)
ବାଇଟ -୨- ଅଜୟ କୁମାର ଲୁଲୁ। ( ସାଧାରଣ ସଂପାଦକ, ଏଆଇସିସି)
ବାଇଟ -୩- ପିନାକୀ ଦାସ୍।( ଜିଲ୍ଲା ପରିଷଦ ସଭ୍ୟ)
ବାଇଟ -୪- ତମିଲ ପ୍ରଧାନ ( ଶିଳ୍ପ ସପକ୍ଷବାଦୀ, ନୂଆଗାଁ ବାସିନ୍ଦା )
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SKSATISH KUMAR
FollowJan 29, 2026 18:47:310
Report
NTNagendra Tripathi
FollowJan 29, 2026 18:47:140
Report
KAKapil Agarwal
FollowJan 29, 2026 18:46:540
Report
SKSATISH KUMAR
FollowJan 29, 2026 18:46:360
Report
KAKapil Agarwal
FollowJan 29, 2026 18:46:030
Report
KYKaniram yadav
FollowJan 29, 2026 18:45:390
Report
RKRakesh Kumar Bhardwaj
FollowJan 29, 2026 18:30:220
Report
0
Report
SHSAYED HUSSAIN AKHTAR
FollowJan 29, 2026 18:16:48Raebareli, Uttar Pradesh:रायबरेली : शौच के लिए गईं वृद्धा के साथ मारपीट, बलात्कार का भी आरोप, महिला को गंभीर हालत मे ले जाया गया अस्पताल, लालगंज थाना इलाके के एक गांव का मामला, पुलिस मामले की जांच मे जुटी
0
Report
NPNavratan Prajapat
FollowJan 29, 2026 18:16:370
Report
RKRakesh Kumar Bhardwaj
FollowJan 29, 2026 18:16:150
Report
ASABHISHEK SHARMA1
FollowJan 29, 2026 18:16:000
Report
0
Report
RKRakesh Kumar Bhardwaj
FollowJan 29, 2026 18:15:450
Report
RNRajesh Nilshad
FollowJan 29, 2026 18:15:190
Report