Back
जगतसिंहपुर में ओड़िया युवक का अपहरण, परिजनों ने बचाव के लिए मदद मांगी
NBNARAYAN BEHERA
Nov 04, 2025 09:29:16
Paradeep, Odisha
Anchor - ସୁଦାନରେ ବିଦ୍ରୋହୀଙ୍କ ଦ୍ୱାରା ଓଡ଼ିଆ ଯୁବକ ଅପହୃତ ।ଉଦ୍ଧାର ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ ।ଗୃହ ଯୁଦ୍ଧ ରେ ସାମିଲ ବିଦ୍ରୋହୀଙ୍କ ଦ୍ୱାରା ଅପହରଣ ହୋଇଛନ୍ତି ।ଅପହୃତ ଯୁବକ ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା କୋଟକଣା ଗାଁର ଆଦର୍ଶ ବେହେରା । ସେ ତିନି ବର୍ଷ ହେଲା ସୁଦାନ ର ଦର୍ଫୁର ଷ୍ଟେଟର ଅଲ ଫାସିର ଠାରେ ଥିବା  ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗୃହ ଯୁଦ୍ଧ କୁ  ନେଇ ଗତ କିଛି କାଳ ହେବ କମ୍ପାନୀ ବନ୍ଦ ରହିଥିବା ବେଳେ ସପ୍ତାହେ ତଳେ କମ୍ପାନୀ ମାଲିକଙ୍କ ଅନୁରୋଧ କ୍ରମେ ସେ କାର୍ଯ୍ୟାଳୟକୁ ଯାଇଥିବା ଥିଲେ । ହେଲେ ସେଠାରେ ବିଦ୍ରୋହୀ ଆତଙ୍କବାଦୀ ମାନେ ତାଙ୍କୁ ଅପହରଣ କରି ନେଇଛନ୍ତି । ଏହି ବାବଦରେ ଅପହରଣକାରୀ ମାନେ ଏକ ଭିଡିଓ ଜାରି କରିଥିବା ସହ ଅପହୃତ ଯୁବକଙ୍କର ମଧ୍ୟ ହିନ୍ଦୀ ରେ ଏକ ଅଡିଓ ତାଙ୍କ ଘରକୁ ପଠାଇଛନ୍ତି । ହେଲେ ତାଙ୍କର ଆଉ କୌଣସି ସନ୍ଧାନ ମିଳି ପାରିନାହିଁ । ଆରପଟେ ପୁଅ ଅପହରଣ ଖବର ପାଇବା ପରେ ବାପା ମାଆ ଭାଙ୍ଗି ପଡିଥିବା ସହ ତାଙ୍କର ସ୍ତ୍ରୀ ଓ ପିଲା ମଧ୍ୟ  ଭୟ ଆଶଙ୍କା  ଭିତରେ ରହିଛନ୍ତି । ପୁଅର ଉଦ୍ଧାର ନିମନ୍ତେ ବାପା ମାଆ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ଆରପଟେ ଏ ବାବଦ ରେ ସେଠାରେ ଥିବା ଭାରତୀୟଆମ୍ବାସୀଙ୍କୁ ମଧ୍ୟ ଅବଗତ କରାଯାଇଛି ବୋଲି ଜଣାପଡିଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
MTMadesh Tiwari
FollowNov 04, 2025 14:01:010
Report
ACAshish Chaturvedi
FollowNov 04, 2025 14:00:330
Report
0
Report
0
Report
Gonda, Uttar Pradesh:नगर पुलिस ने सात टैक्सी कारों को किया सीज,टैक्सी चालकों में मचा हड़कंप,कार मालिक चालकों में मचा हड़कंप
0
Report
0
Report
DSDeepesh shah
FollowNov 04, 2025 13:54:490
Report
SASARWAR ALI
FollowNov 04, 2025 13:54:190
Report
ANAJAY NATH
FollowNov 04, 2025 13:53:130
Report
SKSumit Kumar
FollowNov 04, 2025 13:52:590
Report
BSBHARAT SHARMA
FollowNov 04, 2025 13:52:460
Report
PSPramod Sharma
FollowNov 04, 2025 13:52:350
Report
NJNEENA JAIN
FollowNov 04, 2025 13:52:130
Report
0
Report
VKVIJAY KUMAR2
FollowNov 04, 2025 13:52:010
Report