Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Kaimur821109

मोहनिया के वकीलों की जान लिए जाने के विरोध में वकीलों ने काला पट्टी बांधकर किया काम

Jun 20, 2024 05:09:37
Bihar

अनुमंडलीय व्यवहार न्यायालय मोहनिया के वकीलों ने छपरा सारण सिविल कोर्ट के वकील राम अयोध्या राय और उनके पुत्र सुनील कुमार की गोली लगने से जान लेने जाने के विरोध में बुधवार को काला पट्टी बांधकर कार्य किया गया था। आपको बता दें कि बिहार स्टेट बार काउंसिल के सेक्रेटरी द्वारा प्रदेश के सभी न्यायालयों को 19 जून 2024 को काला पट्टी बांधकर कार्य करने की सूचना दी गई थी।

0
comment0
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|

Advertisement
SMSanjay Mohapatra
Oct 23, 2025 08:03:35
Puri, Odisha:Two death in electric current ପୁରୀର ପ୍ରସିଦ୍ଧ ବୀରଗୋବିନ୍ଦପୁର ଦକ୍ଷିଣ କାଳୀ ପୀଠରେ ଅଘଟଣ। ସଟ ସର୍କିଟ ଯୋଗୁଁ ଦୁଇଜଣଙ୍କର ମୃତ୍ୟୁ।ଦୁଇ ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି।ଦୁଇ ମୃତକଙ୍କ ପରିଚୟ ମିଳି ପାରି ନାହִଁ। ସତ୍ୟବାଦୀ ପୋଲିସ ଶଵ ଜବତ କରି ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟ ପଠାଇଛନ୍ତି। ଗତକାଲି ରାତିରେ ମା ଦକ୍ଷିଣକାଳୀ ପିଠ କମିଟି ପକ୍ଷରୁ ଚାଲିଥିବା ଭଜନ ସମାରୋହ। ସେହି ସମୟରେ ରାସ୍ତାରେ ଗୋଟିଏ ତାର ଛିଡି ଛଡିଥିଲା। ମୃତ ଯୁବକ ଅଜାଣନ୍ତରେ ତାରକୁ ମାଡִି ଦେବାରୁ ତଳେ ପଡି ଛଟପଟ ହୋଇଥିଲା। ସେଠାରେ ଥିବା ଜଣେ ମହିଳା ତାକୁ ବଞ୍ଚାଇବାକୁ ଯାଇ ସେ ମଧ୍ଯ କରେଣ୍ଟରେ ମୃତ୍ୟୁ ବରଣ କରିଥିଲେ। ସତ୍ୟବାଦୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପୁରୀ ସଦରହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ସହ ଘଟଣାର ଛାନବିନ ଆରମ୍ଭ କରିଛନ୍ତି।
0
comment0
Report
SMSanjay Mohapatra
Oct 23, 2025 08:03:15
Puri, Odisha:ଅଷାଢ ଶୁକ୍ଳ ଦ୍ୱିତୀୟା ଠାରୁ 9 ଦିନ ମଧ୍ୟରେ ଭାରତ ବାହାରେ ରଥଯାତ୍ରା କରିବ ନାହିଁ ବୋଲି ସ୍ପଷ୍ଟ ମନା କରିଛି ଇସ୍କନ। ଏକ ଅକ୍ଟୋବର 19ରେ ଇସ୍କନ ଗଭର୍ଣ୍ଣିଂବଡି କମିଶନ ଅଧକ୍ଷ ସ୍ପଷ୍ଟ ଭାବେ ଚିଠି ଲେଖି ଗଜପତିଙ୍କୁ ଅବଗତ କରାଇଛନ୍ତି। ଇସ୍କନର ଏହାର 5ଟି କାରଣ ଲେଖିଛି ଓ ରଥଯାତ୍ରା ସମ୍ପାଦନା ସମ୍ବନ୍ଧୀୟ କଥା କହାଯାଇଛି। ଭାରତ ବାହାରେ ରଥଯାତ୍ରା ପାଗ ନଥାଏ, ସେହି ପାଇଁ ସରକାର ପ୍ରୋସେସନକୁ ଅନୁମତି ଦେଉନାହାନ୍ତି, ରଥଯାତ୍ରାର ସମୟରେ ଲୋକଙ୍କ ସମାଗମକୁ ସେଠାର ସରକାର ସହଯୋଗ କରିବେ ନାହିଁ ମନା କରାଯାଇଛି। ଭାରତ ବାହାରେ ରଥର ଉପଲବ୍ଧ ନଥିବାରୁ ବିଭିନ୍ନ ରଥଯାତ୍ରା ସମୟରେ ସହର ଠାରୁ ਸହਰ ଯାଇ ବିବିଧ ରଥଯାତ୍ରା ସମ୍ପାଦିତ ହୁଏ। ଏହା ସମ୍ପର୍କରେ ଇସ୍କନ କହିଛି କି, ଏକ ସମୟରେ ରଥଯାତ୍ରା କରିବା ସମ୍ଭବପର ନୁହ୍ଈ। ଗଜପତି ମହାରାଜାଙ୍କ ତରଫରୁ ଏହି ଉତ୍ତର ପ୍ରେସରିଲିଜ୍ ଜାରି ।
0
comment0
Report
SMSanjay Mohapatra
Oct 23, 2025 08:03:02
Puri, Odisha:ଗତକାଲି ସଂଧ୍ୟାରେ ପୁରୀ ଚନ୍ଦନପୁର ରେଳ ଓଭରବ୍ରୀଜରେ ଘଟିଛି ଏକ ବଡ଼ ଦୁର୍ଘଟଣା। ରିଲ୍ସ ପାଇଁ ରେଳ ଧକ୍କାରେ ଯାଇଛି ଜଣେ ନାବାଳକର ଜୀବନ। ତାକୁ ସହଯୋଗ କରୁଥିବା ଜଣେ ନାବାଳକ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି। ଜିଆରପି ପୁଲିସର ସୂଚନା ମୁତାବକ ମୃତ ନାବାଳକ ଚନ୍ଦନପୁର ଟ୍ରେନ ଓଭରବ୍ରୀଜରେ ରିଲ୍ସ କରିବା ପାଇଁ ତାର ଜଣେ ସହଯୋଗି ସହ ଯାଇଥିଲା। ଦୁଇଜଣ ଯାକ ନାବାଳକ। ଓଭରବ୍ରୀଜ ଦେଇ ଟ୍ରେନ ଆସିଲେ ରିଲ୍ସ କରିବେ ବୋଲି ପ୍ରସ୍ତୁତ ହୋଇଥିଲେ। ଟ୍ରେନ ଆସିବା ସମୟରେ ଜଣେ ମୋବାଇଲ ରେକର୍ଡ ଆରମ୍ଭ କରିଥିଲା ଓ ମୃତ୍ୟୁ ବରଣ କରିଥିବା ନାବାଳକ ରିଲ୍ସ କରୁଥିଲା। ସେହି ସମୟରେ ଓଭରବ୍ରୀଜରେ ଟ୍ରେନ ଦ୍ରୃତଗତିରେ ଆସୁଥିଲା। ନିମିಷକେ ଟ୍ରେନ୍ ଧକ୍କାରେ ରିଲ୍ସ କରୁଥିବା ନାବାଳକ ଗୁରୁତର ଅବସ୍ଥାରେ ଛିଟିକି ପଡ଼ିଥିଲା। ସେ ରିକର୍ଡ କରୁଥିବା ନାବାଳକ ଟ୍ରେନ ଲାଇନ ଠାରୁ କିଛି ଦୂରରେ ଥିବାରୁ ସେ ବଞ୍ଚି ଯାଇଥିଲା। ଗୁରୁତର ଆହତ ନାବାଳକକୁ ପୁରୀ ହସପିଟାଲକୁ ନିଆଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଟ୍ରେନ ଲାଇନ୍ ଭିତରକୁ ଯିବା ବେଆଇନ୍। ସେହି ଅଞ୍ଚଳକୁ ପ୍ରବେଶ ୧୪୪ଧାରାକୁ ଉଲଂଘନ କରୁଛି। ଜିଆରପି ଥାନାରେ ୪୦/୨୦୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବାସହ ଶବବ୍ଯବଚ୍ଛେଦ ପାଇଁ ପୂରୀ ସଦରହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଛୋଟପିଲା ମାନଙ୍କୁ ମୋବାଇଲ ଦିଆନ୍ତୁ ନାହିଁ। ଯଦି ଦେଉଛନ୍ତି ସେମାନେ ମୋବାଇଲରେ କଣ କରୁଛନ୍ତି ତାକୁ ୱଚ କରନ୍ତୁ। ଯେଭଳି ଆଉ କାହା ପିଲାଙ୍କ କ୍ଷେତ୍ରରେ ଏଭଳି ନହେଉ ବୋଲି ସଚେତନ କରିଛନ୍ତି ଜିଆରପି ଇନିସ୍ପେକ୍ଟର।
0
comment0
Report
SMSanjay Mohapatra
Oct 23, 2025 08:02:42
Puri, Odisha:Amit ji Birthday celebration in Sandanimation ଗୃହମନ୍ତ୍ରୀ ଅମିତ ସାହାଙ୍କୁ ବାଲୁକା ଆନିମେସନ ମାଧ୍ୟୟମରେ ଜନ୍ମଦିନର ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ। ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ ଅମିତ ଶାହାଙ୍କ ୬୧ ତମ ଜନ୍ମଦିନରେ ପ୍ରସିଦ୍ଧ ସ୍ୟାଣ୍ଡ ଆର୍ଟିଷ୍ଟ ମାନସ କୁମାର ସାହୁ ସ୍ୟାଣ୍ඩ ଆନିମେସନ ମାଧ୍ୟମରେ ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଏଥିରେ ସେ ଅମିତ ସାହାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି ଦୁଇ ମିନିଟର ସ୍ୟାଣ୍ଡ ଆନିମେସନକୁ ପ୍ରସ୍ତୁତ କରିବା ପାଇଁ ମାନସ ସାହୁଙ୍କୁ ପ୍ରାୟ ଦୁଇଘଣ୍ଟା ସମୟ ଲାଗିଥିଲା । ସେ ଏହି ସ୍ୟାଣ୍ଡ ଆନିମେସନ ଭିଡ଼ିଓଟିକୁ ପୁରୀରେ ଥିବା ତାଙ୍କ ସ୍ୟାଣ୍ଡ ଆନିମେସନ ସ୍ଟୁଡ଼ିଓ ରେ ପ୍ରସ୍ତୁତ କରିଛନ୍ତି। ଏଥିରେ ସେ wishing happy birthday to visionary leader Amit Shahji r ବାର୍ତ୍ତା ଦେଇଛନ୍ତି ।
0
comment0
Report
SMSanjay Mohapatra
Oct 23, 2025 08:02:15
Puri, Odisha:Amit ji Birthday celebration in Sandanimation ମାନସ ସାହଙ୍କ ଶୁଭେଚ୍ଛା ବାର୍ତ୍ତା ଉପରେ ନିଜ ଟୁଇଟର ହ୍ଯାଣ୍ଡଲରେ ଅମିତ୍ ଶାହା ଧନ୍ୟବାଦ ଜଣାଇଛନ୍ତି,,,, () ଗୃହମନ୍ତ୍ରୀ ଅମିତ ସାହାଙ୍କୁ ବାଲୁକା ଆନିମେସନ ମାଧ୍ୟମରେ ଜନ୍ମଦିନର ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ। ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ ଅମିତ୍ ଶାହଙ୍କ ୬୧ ତମ ଜନ୍ମଦିନରେ ପ୍ରସିଦ୍ଧ ସ୍ୟାଣ୍ଡ ଆର୍ଟିଷ୍ଟ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଏଥିରେ ସେ ଅମିତ ସାହାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି ଦୁଇ ମିନିଟର ସ୍ୟାଣ୍ଡ ଆନିମେସନକୁ ପ୍ରସ୍ତୁତ କରିବା ପାଇଁ ମାନସ ସାହୁଙ୍କୁ ପ୍ରାୟ ଦୁଇଘଣ୍ଟା ସମୟ לাগିଥିଲା । ସେ ଏହି ସ୍ୟାଣ୍ଡ ଆନିମେସନ ଭିଡ଼ିଓଟିକୁ ପୁରୀରେ ଥିବା ତାଙ୍କ ସ୍ୟାଣ୍ଡ ଆନିମେସନ स्ଟୁଡ଼ିଓ ରେ ପ୍ରସ୍ତୁତ କରିଛନ୍ତି। ଏଥିରେ ସେ wishing happy birthday to visionary leader Amit Shahji ର ବାର୍ତ୍ତା ଦେଇଛନ୍ତି । ସେପଟେ ଆନ୍ତର୍ଜାତିକ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ ସାହୁ ଅମିତ ସାହା ଙ୍କୁ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଜନ୍ମଦିନ ର ଶୁଭେଚ୍ଛା ର ବାର୍ତ୍ତା ଜଣାଇଥିଲେ ଏହି ବାର୍ତ୍ତା କୁ ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ସାହା ନିଜ Twitter handle ରେ ପ୍ରଶଂସା କରି ମାਨସ ସାହୁ ଙ୍କୁ ଧନ୍ୟବାଦ ଜଣାଇଛନ୍ତି |
0
comment0
Report
MDMahendra Dubey
Oct 23, 2025 08:01:16
Damoh, Madhya Pradesh:पैर धुलाई कांड के बाद अब लोगों ने मर्जी से धोए ब्राह्मणों के पैर, कहा सामाजिक परंपराओं को तोड़ने का काम कर रहे हैं चंद लोग.. दमोह जिले के सतरिया में एक घटनाक्रम देश भर की सुर्खियों में है, यहां एक ओबीसी वर्ग के युवक ने बतौर सजा एक ब्राह्मण युवक के पैरों को पंचायत के सामने धोए जाने और फिर वही पानी पीने के कथित मामले के बाद जहां देश भर की सुर्खियों में ये मामला है, एमपी हाईकोर्ट ने खुद इसका संज्ञान लिया और आरोपियों पर NSA की कार्यवाही के निर्देश दिए। अब एक नया मामला सामने आया है जब ओबीसी वर्ग के ही लोगों ने ब्राह्मण समाज के लोगों के पैर धोए और कहा है कि सनातनी परंपराओं को टूटने नहीं दिया जाएगा। देखिए यह खास रिपोर्ट। दमोह के सतरिया में हुआ एक घटनाक्रम देश भर की सुर्खियों में है, यहां एक ओबीसी वर्ग के युवा ने बतौर सजा एक ब्राह्मण युवक के पैर धोए और वहीं पानी पिया भी, इस कांड को लेकर दमोह से दिल्ली तक सियासत हुई तो कानूनी तौर पर पुलिस ने ऐसा कराने वालों के खिलाफ आपराधिक मामला दर्ज किया, सिर्फ इतना ही नहीं हुआ बल्कि एमपी हाईकोर्ट ने इस मामले का खुद संज्ञान लिया और दमोह पुलिस को निर्देशित किया कि एक पिछड़ी जाति के युवा से पैर धुलवाने के मामले में जो जो दोषी है उन पर NSA की कार्यवाही की जाए। हाईकोर्ट के आदेश पर पुलिस ने यह काम किया तो दमोह की सड़कों पर प्रदेश भर से आए ओबीसी वर्ग के हजारों लोगों ने जमकर प्रदर्शन किया। यह मामला अभी शांत नहीं हुआ कि इसी दमोह जिले में कुछ अलग तस्वीरें सामने आई हैं जहां ओबीसी वर्ग के तहत आने वाले रैकवार मांझी समाज के लोगों ने खुद अपनी मर्जी से न सिर्फ ब्राह्मणों के पैर धोए बल्कि साफ कहा कि ये सनातन की परंपरा है और इसे तोड़ने के लिए ओबीसी वर्ग का सहारा लेकर कुछ लोग सामाजिक तानाबाना तोड़ना चाहते हैं। दरअसल दमोह के लोको वार्ड में एक प्रतिष्ठित रैकवार समाज के व्यक्ति की मृत्यु हुई, सनातनी व्यवस्था के तहत तेरह दिन बाद इस परिवार में गंगाजली पूजन और ब्राह्मण भोज का आयोजन था, इस आयोजन में शहर के ब्राह्मणों को आमंत्रित किया गया था और यहां इस परिवार के साथ रैकवार मांझी समाज के लोगों ने बाकायदा ब्राह्मणों के पैर धोए और फिर भोज कराया। इस प्रक्रिया में रैकवार मांझी समाज के युवा प्रकोष्ठ के प्रदेश अध्यक्ष और सकल हिंदू समाज के युवा इकाई के दमोह जिलाध्यक्ष मोंटी रैकवार ने शामिल होकर मृतक के परिवार के साथ खुद ब्राह्मणों के पैर धोए। यह सब तब हुआ जब प्रदेश के साथ देश में इस तरह के एक कांड के बाद गहमागहमी है। मांझी समाज के मोंटी रैकवार के मुताबिक यह प्रक्रिया सदियों से चली आ रही है और उनके पुरखे इसे निभाने चले आ रहे है और वो अपने पुरखो की विरासत को आगे बढ़ा रहे है। वहीं जिस परिवार में ये सब हुआ उस परिवार के सदस्य भी इसे सनातनी परम्परा का हिस्सा बताते हुए कहते है कि जो उनके पुरखे करते आए वो भी वही कर रहे हैं। सार्वजनिक तौर पर हुई पैर धुलाई में पैर धुलवाने वाले ब्राह्मण समाज के लोगों की माने तो कोई भी ब्राह्मण किसी पर ऐसे पैर धोने के लिए दबाव नहीं डालता लोग सदियों से अपनी मर्जी से इस प्रक्रिया को करते हैं और वो लोग भी लोगों को ऐसा करने से मना नहीं करते लेकिन जिस तरह से प्लान्ड तरीके से सतरिया में लोगों ने ब्राह्मणों को मोहरा बनाया वो समाज के लिए ठीक नहीं है। सालों से ऐसे अवसरों पर पैर धोाने वाले पंडित भी कहते है कि उनके लिए ये नई बात नहीं है लेकिन जब युवा पीढ़ी इस प्रक्रिया को करती है तो कहीं न कहीं ये सनातन की संस्कृति की रक्षा जैसा जरूर लगता है। 2 मोंटी रैकवार ( प्रदेश अध्यक्ष युवा मांझी रैकवार समाज एमपी) गोपाल रैकवार ( मृतक के परिजन दमोह) सार्वजनिक तौर पर हुई पैर धुलाई में पैर धुलवाने वाले ब्राह्मण समाज के लोगों की माने तो कोई भी ब्राह्मण किसी पर ऐसे पैर धोने के लिए दबाव नहीं डालता लोग सदियों से अपनी मर्जी से इस प्रक्रिया को करते हैं और वो लोग भी लोगों को ऐसा करने से मना नहीं करते लेकिन जिस तरह से प्लांड तरीके से सतरिया में लोगों ने ब्राह्मणों को मोहरा बनाया वो समाज के लिए ठीक नहीं है। सालों से ऐसे अवसरों पर पैर धोाने वाले पंडित भी कहते है कि उनके लिए ये नई बात नहीं है लेकिन जब युवा पीढ़ी इस प्रक्रिया को करती है तो कहीं न कहीं ये सनातन की संस्कृति की रक्षा जैसा जरूर लगता है और सवाल ये भी है कि क्या आज के आधुनिक युग में भी ऐसी परम्परा निभानी चाहिए। क्या सतरिया में जो हुआ वो सोजी समझी साजिश थी या समाज अब इस तरह के रीति रिवाजों से बाहर निकलना चाहता है।
0
comment0
Report
SMSanjay Mohapatra
Oct 23, 2025 08:00:54
Puri, Odisha:Air quality position ଦୀପାବଳି ପରେ ବିଗିଡିଛି ,ରାଜ୍ୟର ବିଭିନ୍ନ ସହରର ବାୟୁ ଗୁଣବତ୍ତା ସ୍ଥିତି ବା ଏୟାର କ୍ୱାଲିଟି।କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର 22 ତାରିଖ ଅପରାହ୍ନ ବୁଲେଟିନ ଅନୁଯାୟୀ ରାଜ୍ୟରେ ଯାଜପୁର ର ବାୟୁ ଗୁଣବତ୍ତା ସବୁଠାରୁ ఖରାପ ରହିଛି ।ପ୍ରତି 24 ଘଣ୍ଟାରେ ବାୟୁ ସୂଚକାଙ୍କ ମୂଲ୍ୟର ହାରାହାରି କୁ ନେଇ ପ୍ରସ୍ତୁତ ହୋଇଥାଏ ବୁଲେଟିନ ।ଯାଜପୁର ରେ ସୁଚକାଙ୍କ ମୂଲ୍ୟ 247 ରହିଥିବା ବେଳେ ଗୁଣବତ୍ତା poor ଶ୍ରେଣୀ ଭୁକ୍ତ ରହିଛି ।ସେହିପରି ବାଲେଶ୍ବର ର ସୁଚକାଙ୍କ ମୂଲ୍ୟ 150 ରହିଥିବା ବେଳେ ବାୟୁ ଗୁଣବତ୍ତା moderate ବା ମଧ୍ୟମ ଶ୍ରେଣୀ ଭୂକ୍ତ ରହିଛି ।କଟକ ରେ ମଧ୍ୟ ଏୟାର କ୍ୱାଲିଟି ମଧ୍ୟମ ଶ୍ରେଣୀ ଭୁକ୍ତ ହୋଇଥିବା ବେଳେ ସୁଚକାଙ୍କ ମୂଲ୍ୟ 186 ରହିଛି ।ରାଜ୍ୟ ରାଜଧାନୀ ଭୁବନେଶ୍ୱର ରେ ମଧ୍ୟ ମଧ୍ୟମ ଶ୍ରେଣୀ ର ବାୟୁ ଗୁଣବତ୍ତା ରହିଥିବା ବେଳେ ସୁଚକାଙ୍କ 176 ରହିଛି ।ତାଳଚେର ରେ ସୁଚକାଙ୍କ ମୂଲ୍ୟ ରହିଛି 115।କେନ୍ଦ୍ର ପ୍ରଦୂଷଣ ବୋର୍ଡ ବୁଲେଟିନ ମୁତାବକ ନୟାଗଡ଼ ଓ କେନ୍ଦୁଝର ଓ ନୟାଗଡ ର ବାୟୁ ଗୁଣବତ୍ତା satisfactory ବା ସନ୍ତୋଷ ଜନକ ରହିଥିବା ବେଳେ ନୟାଗଡ଼ ରେ ସୁଚକାଙ୍କ ମୂଲ୍ୟ 65 ଓ କେନ୍ଦୁଝରରେ 51 ରହିଛି। তେବେ ରାউରକେଲା ରେ ଗତକାଳି ଅପେକ୍ଷା ବାୟୁ ଗୁଣବତ୍ତା ମାନ ଉନ୍ନତ ହୋଇ 90 ରେ ପହଞ୍ଚିଛି ।
0
comment0
Report
SMSURYA MOHANTY
Oct 23, 2025 08:00:26
Khordha, Odisha:ଖୋର୍ଦ୍ଧା: ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ଅକ୍ଟୋବର ୧୦ ତାରିଖରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ୬୦ ଦିବସ ବ୍ୟାପୀ ଜିଲ୍ଲାରେ ସଚେତନତା ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ ମିତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀନିବାସ ମହାନ୍ତି ଯୋଗଦେଇ କହିଲେ ଯେ ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମାଜରେ ମୁଣ୍ଡ ବ୍ୟଥାର କାରଣ ହୋଇଛି l ଯୁବକ ମାନେ କୁସଂଗରେ ପଡ଼ି ପଥ ଭ୍ରଷ୍ଟ ହୋଇ ନିଜର, ପରିବାରର, ସମାଜର ଓ ରାଷ୍ଟ୍ରର ହିତ ସାଧନରେ ପ୍ରତିବନ୍ଧକ ହେଉଛନ୍ତି l ତମାଖୁ ସେବନ ଦ୍ଵାରା କର୍କଟ ରୋଗରେ ଆକ୍ରାନ୍ତ ହୋଇ ପ୍ରତିବର୍ଷ ସାରା ବିଶ୍ବରେ ୮୦ ଲକ୍ଷରୁ ଅଧିକ ବ୍ୟକ୍ତି ମୃତ୍ୟୁ ବରଣ କରୁଛନ୍ତି l ତମାଖୁ ର ବେଆଇନ କାରବାର ପାଇଁ ବ୍ୟାପକ ଚଢାଉ ଓ ତମାଖୁ ବ୍ୟବହାରର କ୍ଷତି ସୁଦୂର ପ୍ରଚାର ପ୍ରସାର ହେଲେ ସମାଜରେ ଏଭଳି ଭୟାନକ ରୋଗ ସଂକ୍ରମଣରୁ ସୁରକ୍ଷା ଦିଆଯାଇ ପାରିବ ବୋଲି କହିଥିଲେ l ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ ମିତ୍ର କହିଲେ ଯେ ତମାଖୁ ସେବନ ଦ୍ଵାରା ਭାରତ ବର୍ଷରେ ପ୍ରତିବର୍ଷ କର୍କଟ, ହୃଦରୋଗ, ଶ୍ୱାସ ଜନିତ ରୋଗ, ମଧୁମେହ ମସ୍ତିସ୍କାଘାତ ରୋଗରେ ପଡି ୨୮ ଲକ୍ଷରୁ ଅଧିକ ୟକ୍ତି ମୃତ୍ୟୁ ମୁଖରେ ପଡ଼ିଥାନ୍ତି l ତମାଖୁ ଧୁଆଁରେ ୭୦୦୦ରୁ ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ରହିଛି ସେଥିରୁ ୬୯ ଗୋଟି କର୍କଟ ରୋଗର କାରଣ ଅଟେ l ଧୁମହିନ ତମାଖୁରେ ୩୦୦୦ ରୁ ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ରହିଛି ସେଥିରୁ ୨୮ ଗୋଟି କର୍କଟ ରୋଗର କାରଣ ଅଟେ l ଏହି ପରିପ୍ରେକ୍ଷୀରେ ଡାକ୍ତର ରଞ୍ଜନ ମିତ୍ର କହିଥିଲେ ତମାଖୁ ସେବନ ଅଭ୍ୟାସ ଛାଡ଼ିବା ସମ୍ଭବ l ନିଜର ଦୃଢ଼ ମାନସିକତା ରଖି ନିଶା ଛାଡିବାର ଦିନ, ତାରିଖ ଶୀଘ୍ର ବାଛନ୍ତୁ, ବନ୍ଧୁ ଓ ପରିବାର ଜନକୁ ଜଣାନ୍ତୁ, ଧୁମ ପାନ ମୁକ୍ତ ସ୍ଥାନରେ ରୁହନ୍ତୁ, ଯୋଗ ଓ ଧ୍ୟାନ ଅଭ୍ୟାସ କରନ୍ତୁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ, ଡାକ୍ତରଙ୍କ ପରାମର୍ଶ ନେଇ ନିଜର ଦୃଢ଼ ମାନସିକତା ବଜାୟ ରଖି ନିଶା ଛାଡି ପରିବାର ଓ ସମାଜର ଯୁବକ ମାନେ ଆଦର୍ଶ ହୋଇ ରାଷ୍ଟ୍ର ହିତ ସାଧନାରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଆଗକୁ ଆଗକୁ ବଢ଼ିବାକୁ ଆହ୍ଵାନ ଦେଇଥିଲେ l ଏହି ଅବସରରେ ତମାଖୁମୁକ୍ତ ଯୁବା ଅଭିଯାନ ୩.୦ଓଡ଼ିଶା ୧୦ ଅକଟୋବର ୯ ଡିସେମ୍ବର ୨୦୨୫ ପ୍ରଚାର ପତ୍ର ଓ ପ୍ରାଚୀର ପତ୍ର କୁ ଅତିଥିମାନେ ଉନ୍ମୋଚନ କରିଥିଲେ l ଏହି ଅବସରରେ ଡାକ୍ତର ସୁଶାନ୍ତ ବିଶ୍ଵାଳ ଅଭିଯାନର ୬୦ ଦିବସ ବ୍ୟାପୀ ୬ ଗୋଟି ରଣନୀତି ତଥା ଅମାଖୁର କ୍ଷତିକାରକ ପ୍ରଭାବ ଉପରେ ଜନସଚେତନତା ବୃଦ୍ଧି କରିବା,ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଅନୂପାଳନକୁ ବୃଦ୍ଧି କରିବା, ତାମାଖୁମୁକ୍ତ ଗ୍ରାମ ପାଇଁ ପ୍ରୟାସ କରିବା, କୋଟପା COTPA,୨୦୦୩ ଏବଂ PECA,୨୦୧୯ ର ବ୍ରବର୍ତନକୁ ବୃଦ୍ଧି କରିବା, ସାମାଜିକ ଗଣ ମାଧ୍ୟମ ର ପ୍ରସାରକୁ ବୃଦ୍ଧି କରିବା ସହ ଦକ୍ଷତା ବିକାଶ ଏବଂ ସମସ୍ତ କାର୍ଯ୍ୟନ୍ଵୟନ ବିଭାଗ ସମ୍ମିଳିତରେ ଜିଲ୍ଲର ଯୁବକ ମାନଙ୍କୁ କିଭଳି ତମାଖୁ ବର୍ଜନ ନିମନ୍ତେ ସଚେତନତା କରାଯିବ ସେ ସମ୍ବନ୍ଧରେ ବିସ୍ତୃତ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ l ବୈଠକରେ ଅବକାରୀ ଅଧିକ୍ଷକ श୍ରୀମତୀ ସୁମତି ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପରକ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲ, ନିବେଦିତା ଭଟ୍ଟ,ସି ପି ଏମ ଏଲିରା ମହାପାତ୍ର ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ତମାଖୁ ମୁକ୍ତ ଅଭିଯାନ ର ସଫଳତା ଦିଗରେ ଆଲୋକପାତ କରିଥିଲେ l
0
comment0
Report
Oct 23, 2025 07:56:51
2
comment0
Report
VRVIJAY RANA
Oct 23, 2025 07:51:01
Chandigarh, Chandigarh:बिहार विधानसभा चुनाव के प्रचार में हरियाणा से बीजेपी नेताओं ने झौंकी ताकत हरियाणा के कैबिनेट मंत्री एवं प्रदेश महामंत्री कृष्ण बेदी बिहार की मोहिउद्दीनगर सीट पर लगातार चुनाव प्रचार कर रहे है कृष्ण बेदी ने आज मोहिउद्दीनगर से बीजेपी उम्मीदवार राजेश कुमार सिंह के चुनाव कार्यालय उद्धघाटन कार्यक्रम में शिरकत की केंद्रीय कृषि राज्यमंत्री रामनाथ ठाकुर भी कार्यलय उद्धघाटन एवं चुनाव प्रचार में पहुंचे थे कृष्ण बेदी ने चुनाव कार्यलय के उद्घाटन कार्यक्रम में कार्यकर्ताओं को संबोधित करते हुए पार्टी की जीत सुनिश्चित करने लिए प्रचार तेज करने की अपोल की कृष्ण बेदी को समस्तीपुर जिले की मोहिउद्दीनगर और उजियारपुर विधानसभा में प्रभारी बनाया है
0
comment0
Report
Diwali 2025
Advertisement
Back to top