Back
केन्दुझर पुलिस ने तीन अंतरराज्यीय चोर गिरफ्तार, चोरी का बड़ा खुलासा
AMABHAYA MOHANTY
Sept 12, 2025 08:16:27
Keonjhar, Odisha
ଆଙ୍କର: କେନ୍ଦୁଝର ପୋଲିସକୁ ମିଳିଲା ସଫଳତା । ଏକ ଚୋରୀ ଘଟଣାର ତଦନ୍ତ କରି ୩ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବା ସହିତ, ସେମାନଙ୍କଠାରୁ ଚୋରୀ ହୋଇଥିବା ସୁନା ଓ ରୁପା ଗହଣା, ଗୋଟିଏ ଏୟାରଗନ୍ ପିଷ୍ଟଲ୍, ୨ଟି ଲକ୍ କାଟିବା ମେସିନ୍, ୨ଟି ଲୋହା ଲୋହାରୀ, ଗୋଟିଏ ଅକ୍ସିଜେନ୍ ସିଲିଣ୍ଡର୍, କଟିଙ୍ଗ୍ ସାମଗ୍ରୀ, DVR ମେସିନ୍, ୩ଟି CCTV କ୍ୟାମେରା ଓ ଅନ୍ୟ ଅପରାଧୀକ ସାମଗ୍ରୀ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ, ବାଲେଶ୍ଵର କାମରଡ଼ା ଥାନାର ବ୍ରଜଗୋପାଳ ଦାସ, ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ର ଶେଖ ରାଜା ଓ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ର ଅଜୟ ଜେନା l ଏହି ମାମଲାରେ ସମ୍ପୃକ୍ତ ସଞ୍ଜୟ ଗିରି ଫେରାର୍ ଅଛି । ଗିରଫ ଅଭିଯୁକ୍ତମାନେ ପୂର୍ବରୁ ବାଲେଶ୍ଵର ଓ କେନ୍ଦୁଝର ଜିଲ୍ଲାର ବହୁ ଅପରାଧରେ ଜଡିତ ଥିଲେ । ଗତ ୪.୯.୨୦୨୫ରେ ଟାଉନ୍ ଥାନା ପୁରୁଣା ବଜାର ଲକ୍ଷ୍ମୀନାରାୟଣପୁର ସାହିର ନିର୍ମଳ କୁମାର ଝରାଙ୍କ ଅଭିଯୋଗ ଅନୁଯାୟୀ, ରାତିରେ ତାଙ୍କ ଘରୁ ସୁନାଗହଣା ଓ ୫୦ହଜାର ଟଙ୍କା ଚୋରୀ ହୋଇଯାଇଥିଲା । ଏହି ମାମଲାର ତଦନ୍ତ କରି ଟାଉନ୍ ଥାନା ପୋଲିସ୍ ୩ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇ ପାରିଛି ।
14
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AMABHAYA MOHANTY
FollowSept 13, 2025 08:35:520
Report
MSManish Sharma
FollowSept 13, 2025 08:35:150
Report
AKAjay Kashyap
FollowSept 13, 2025 08:35:060
Report
VKVINOD KANDPAL
FollowSept 13, 2025 08:34:450
Report
MSManish Sharma
FollowSept 13, 2025 08:34:240
Report
DSDurag singh Rajpurohit
FollowSept 13, 2025 08:34:040
Report
D1Deepak 1
FollowSept 13, 2025 08:33:410
Report
SPSohan Pramanik
FollowSept 13, 2025 08:33:340
Report
0
Report
LSLaxmi Sharma
FollowSept 13, 2025 08:33:180
Report
MDMahendra Dubey
FollowSept 13, 2025 08:33:040
Report
DRDamodar Raigar
FollowSept 13, 2025 08:32:510
Report
AKAjay Kashyap
FollowSept 13, 2025 08:32:430
Report
MMMRITYUNJAI MISHRA
FollowSept 13, 2025 08:32:240
Report
DVDinesh Vishwakarma
FollowSept 13, 2025 08:32:100
Report