Back
CM मोहन चरण माझी Kendujhar दौरे की कर देंगे चौंकाने वाला एलान
AMABHAYA MOHANTY
Sept 13, 2025 08:35:52
Keonjhar, Odisha
ଆଙ୍କର: ଆଜି ଦିନିକିଆ ଗସ୍ତରେ କେନ୍ଦୁଝର ଜିଲ୍ଲାକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସକାଳ ୯ଟା ୫ମିନିଟ୍ ରେ ଭୁବନେଶ୍ଵରରୁ ବାହାରି ୯ଟା ୫୫ ମିନିଟ୍ ରେ କେନ୍ଦୁଝର ଷ୍ଟାଡିୟମ୍ ପଡ଼ିଆରେ ହେଲିକ୍ୟାପ୍ଟର୍ ଯୋଗେ ମୁଖ୍ୟମନ୍ତ୍ରୀ ପହଞ୍ଚିବେ । ସେଠାରୁ Circuit House ଯିବେ ମୁଖ୍ୟମନ୍ତ୍ରୀ । Circuit Houseରୁ ୧୦ଟା ୩୦ ମିନିଟ୍ ରେ ବାହାରି ୧୦ଟା ୪୦ ମିନିଟ୍ ରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବେ । ସେଠାର ୧୦ଟା ୪୫ ମିନିଟ୍ ରେ Zero Accident Day କାର୍ଯ୍ୟକ୍ରମ ଉଦଘାଟନ କରିବେ । ଏହାପରେ ୧୧ଟା ବେଳେ ସେଠାରେ DMF ମିଟିଂରେ ଯୋଗଦେବେ ।ମିଟିଂ ସାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଦିନ ୨ଟା ବେଳେ ବାହାରି Circuit Houseରେ ପହଞ୍ଚିବେ । ଏହାପରେ Circuit Houseରୁ ୪ଟା ୫୦ ମିନିଟ୍ ରେ ବାହାରି କେନ୍ଦୁଝର ହ୍ୟାଣ୍ଡବଲ୍ ଷ୍ଟାଡିୟମ୍ ରେ ୫ଟା ବେଳେ ପହଞ୍ଚି ରାଜ୍ୟ ପୋଲିସ ହ୍ୟାଣ୍ଡବଲ୍ ଚାମ୍ପିଆନସିପ୍ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ସେଠାରୁ ରାତି ସାଢ଼େ ୮ଟାରେ ବାହ଼ାରି ୮ଟା ୪୦ ମିନିଟ୍ ରେ Circuit Houseରେ ପହଞ୍ଚି ରାତ୍ରିଯାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
6
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ADAjay Dubey
FollowSept 13, 2025 10:45:250
Report
DSDeepesh shah
FollowSept 13, 2025 10:45:150
Report
ADArjun Devda
FollowSept 13, 2025 10:40:480
Report
69 वीं राज्यस्तरीय फुटबॉल प्रतियोगिता का आगाज सोमवार से,41 जिलों की 48 टीमों के 864 खिलाड़ी लेंग भाग
0
Report
AKAtul Kumar Yadav
FollowSept 13, 2025 10:40:34Gonda, Uttar Pradesh:ये इनपुट शाम सात बजे के बुलेटिन के लिये है
1209ZUP_GND_CMO_BAYAN_R2
WKT WITH HOSPITAL SEAL SVS HOSPITAL
0
Report
DBDURGESH BISEN
FollowSept 13, 2025 10:39:333
Report
AKAtul Kumar Yadav
FollowSept 13, 2025 10:39:190
Report
RSR.B. Singh
FollowSept 13, 2025 10:39:060
Report
SPSatya Prakash
FollowSept 13, 2025 10:38:540
Report
RKRakesh Kumar Bhardwaj
FollowSept 13, 2025 10:38:300
Report
ASArvind Singh
FollowSept 13, 2025 10:38:200
Report
SPSatya Prakash
FollowSept 13, 2025 10:38:07Raipur, Chhattisgarh:न्यूड पार्टी को लेकर दो पीटीसी भेजी गई है इस स्लग से.....
0
Report
RKRakesh Kumar Bhardwaj
FollowSept 13, 2025 10:37:150
Report
VKVIJAY KUMAR
FollowSept 13, 2025 10:37:090
Report
ACAshish Chauhan
FollowSept 13, 2025 10:36:090
Report