Back
Paradip Port में Dharana: 32 मजदूरों के बर्खास्तगी के खिलाफ जोरदार विरोध
NBNARAYAN BEHERA
Sept 09, 2025 15:46:43
Paradeep, Odisha
Slug - Dharana
Dt - 09/09/2025
Place - Paradip
Format - Avb
Anchor - ପାଞ୍ଚ ଦଫା ଦାବୀ ନେଇ ପିଆଇସିଟି କମ୍ପାନୀ ଫାଟକ ନିକଟରେ ଧାରଣା ରେ ବସିଲେ ପାରାଦୀପ ପୋର୍ଟ ଶ୍ରମିକ କର୍ମଚାରୀ ୟୁନିୟନ୍ ର ଦୁଇଶହ ଶ୍ରମିକ। ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରୀ ରହିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି। ଦୀର୍ଘ ୧୮ମାସ ହେବ ୩୨ଶ୍ରମିକ ଙ୍କୁ ବେଆଇନ ଭାବେ କମ୍ପାନୀ ଛଟେଇ କରିଥିବା ଅଭିଯୋଗ ଆଣିଛି ସଂଘ। ଏନେଇ ବାରମ୍ବାର କମ୍ପାନୀ ସହ ଆଲୋଚନା କରା ଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ବାଧ୍ୟ ହୋଇ ଛଟେଇ ୩୨ ଶ୍ରମିକ ଙ୍କ ସହ ସମସ୍ତ ଦୁଇଶହ ଶ୍ରମିକ କାର୍ଯ୍ୟ ବନ୍ଦ କରି କମ୍ପାନୀ ଫାଟକ ନିକଟରେ ଶାନ୍ତପୂର୍ଣ୍ଣ ଭାବେ ଅନର୍ଦିଷ୍ଟ କାଳ ପାଇଁ ଧାରଣା ରେ ବସି ରହିଛନ୍ତି। ଯେପର୍ଯ୍ୟନ୍ତ ଦାବୀ ପୂରଣ ନହୋଇଛି ସେପର୍ଯ୍ୟନ୍ତ ଏହି ଧାରଣା ଜାରୀ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ବାଇଟ -୧- ସୁଧାକର ମନ୍ତ୍ରୀ। ( ସଂଘ କାର୍ଯ୍ୟକାରୀ ସଭାପତି)
ବାଇଟ -୨- ପ୍ରଦୋସ ମିଶ୍ର। ( ଶ୍ରମିକ ।)
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
14
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AMABHAYA MOHANTY
FollowSept 13, 2025 08:35:520
Report
MSManish Sharma
FollowSept 13, 2025 08:35:150
Report
AKAjay Kashyap
FollowSept 13, 2025 08:35:060
Report
VKVINOD KANDPAL
FollowSept 13, 2025 08:34:450
Report
MSManish Sharma
FollowSept 13, 2025 08:34:240
Report
DSDurag singh Rajpurohit
FollowSept 13, 2025 08:34:040
Report
D1Deepak 1
FollowSept 13, 2025 08:33:410
Report
SPSohan Pramanik
FollowSept 13, 2025 08:33:340
Report
0
Report
LSLaxmi Sharma
FollowSept 13, 2025 08:33:180
Report
MDMahendra Dubey
FollowSept 13, 2025 08:33:040
Report
DRDamodar Raigar
FollowSept 13, 2025 08:32:510
Report
AKAjay Kashyap
FollowSept 13, 2025 08:32:430
Report
MMMRITYUNJAI MISHRA
FollowSept 13, 2025 08:32:240
Report
DVDinesh Vishwakarma
FollowSept 13, 2025 08:32:100
Report