Back
चिलिका नौकायात्रा: 221 किमी ने इतिहास बना दिया
SMSURYA MOHANTY
Sept 11, 2025 08:33:16
Khordha, Odisha
ଚିଲିକା ଜଳରାଶିରେ ୨୧୨ କି.ମି. ନୌଯାତ୍ରା କରି ଇତିହାସ ରଚିଲେ ନାଭାଲ୍ ଏନ୍ସିସି କ୍ୟାଡେଟ୍
ଖୋର୍ଦ୍ଧା- ତୃତୀୟ (ଓଡିଶା) ନାଭାଲ୍ ୟୁନିଟ୍ ଏନ୍ସିସି, କଟକ ଦ୍ୱାରା ଆୟୋଜିତ “ଚିଲିକା ସେଲିଂ ଏକ୍ସପିଡିସନ–୨୦୨୫” ର ଉଦଯାପନୀ ସମାରୋହ ଆଇ.ଏନ୍.ଏସ୍. ଚିଲିକାଠାରେ ଅନୁଷ୍ଠିତ ହୋଇଯାଇଛି।୧ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଏହି ନୌଯାତ୍ରାରେ, ସମଗ୍ର ଓଡିଶାରୁ ୬୦ ନାଭାଲ୍ କ୍ୟାଡେଟ୍ ଅଂଶ ଗ୍ରହଣ କରି, ୨୧୨ କିଳୋମିଟର ର ଦୀର୍ଘ ଜଳପଥ ଅତିକ୍ରମ କରିଥିଲେ। ଏହି ସାହସିକ ଯାତ୍ରାରେ ସେମାନେ ବାଲୁଗାଁ, ଉପୁଲିଆଇଲପୁର, କୃଷ୍ଣପ୍ରସାଦ ଓ ପବିତ୍ର କାଳିଜାଇ ଦ୍ୱୀପ ପରି ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରିଥିଲେ। ଏହି ଅଭିଯାନ କ୍ୟାଡେଟ୍ ମାନଙ୍କୁ ନୌକାଚାଳନ ପ୍ରଶିକ୍ଷଣ, ସମୁଦ୍ରକୌଶଳ ଶିକ୍ଷା, ସହନଶୀଳତା ଗଠନ ଓ ସାମାଜିକ ଦାୟିତ୍ୱବୋଧରେ ପୂର୍ଣ୍ଣ ଅନୁଭବ ପାଇଥିଲେ। ପ୍ରତ୍ୟେକ ବିରାମସ୍ଥଳରେ, କ୍ୟାଡେଟ୍ ମାନେ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ସାକ୍ଷାତ କରି, ପରିବେଶ ସୁରକ୍ଷା, ସ୍ୱଚ୍ଛତା ଓ ସମାଜିକ ସଚେତନତା ବିଷୟରେ ଅବଗତ କରିଥିଲେ।ଉଦଯାପନୀ ସମାରୋହରେ, ତୃତୀୟ ଓଡିଶା ନାଭାଲ୍ ୟୁନିଟ୍ ଏନ୍ସିସି, କଟକ ର କମାଣ୍ଡିଂ ଅଫିସର୍ କମାଣ୍ଡର୍ ସୁଶାନ୍ତ କୁମାର ମହାନ୍ତି କ୍ୟାଡେଟ୍ ମାନଙ୍କ ନିମନ୍ତେ ପ୍ରେରଣାଦାୟକ ଓ ଉତ୍ସାହଭରା ଅଭିଭାଷଣ ରଖିଥିଲେ। ସେ କହିଥିଲେ ଯେ, ଏହି ଯାତ୍ରା କ୍ୟାଡେଟ୍ ମାନଙ୍କୁ ନୌକାଚାଳନ କୌଶଳ, ନେତୃତ୍ୱବୋଧ, ଦଳୀୟ ସମନ୍ୱୟ ସହିତ ଜାତୀୟ ଏକତା, ଶିଷ୍ଟାଚାର ଓ ସାହସର ଆଦର୍ଶରେ ଆଗେଇବାକୁ ପ୍ରେରଣା ଦେଇଛି।
ଇଛୁକ କ୍ୟାଡେଟ୍ ମାନେ ଏହି ଅଭିଯାନରେ ହାସଲ କରିଥିବା ନିଜର ଅନୁଭୂତି ସବୁକୁ ଉପସ୍ଥାପନ କରିଥିଲେ। କ୍ୟାଡେଟ୍ ଓ ସହଯୋଗୀ କର୍ମଚାରୀମାନଙ୍କୁ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା ପରିଶେଷରେ କ୍ୟାଡେଟ୍ ମାନେ ଜାତୀୟତାର ସ୍ଵରରେ, “ଏନ୍ସିସି ସଙ୍ଗୀତ” ଗାନ କରିଥିଲେ।“ଚିଲିକା ସେଲିଂ ଏକ୍ସପିଡିସନ୍ – ୨୦୨୫” ନିଶ୍ଚିତ ଭାବରେ ନାଭାଲ୍ ଏନ୍ସିସି ଇତିହାସରେ ଏକ ସ୍ବର୍ଣ୍ଣମୟୀ ଅଧ୍ୟାୟ ହୋଇରହିବ।
13
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
VKVINOD KANDPAL
FollowSept 13, 2025 08:34:450
Report
MSManish Sharma
FollowSept 13, 2025 08:34:240
Report
DSDurag singh Rajpurohit
FollowSept 13, 2025 08:34:040
Report
D1Deepak 1
FollowSept 13, 2025 08:33:410
Report
SPSohan Pramanik
FollowSept 13, 2025 08:33:340
Report
0
Report
LSLaxmi Sharma
FollowSept 13, 2025 08:33:180
Report
MDMahendra Dubey
FollowSept 13, 2025 08:33:040
Report
DRDamodar Raigar
FollowSept 13, 2025 08:32:510
Report
AKAjay Kashyap
FollowSept 13, 2025 08:32:430
Report
MMMRITYUNJAI MISHRA
FollowSept 13, 2025 08:32:240
Report
DVDinesh Vishwakarma
FollowSept 13, 2025 08:32:100
Report
PSParmeshwar Singh
FollowSept 13, 2025 08:31:540
Report
APAbhay Pathak
FollowSept 13, 2025 08:31:070
Report
0
Report