Back
Kendujhar में 29 हाथियों के उपद्रव; 3 गंभीर घायल
AMABHAYA MOHANTY
Sept 12, 2025 08:00:37
Keonjhar, Odisha
ହାତୀ ଆକ୍ରମଣ ରେ 3 ଗୁରୁତର
କେନ୍ଦୁଝର ସଦର ରେଞ୍ଜରେ ୨୯ ଟିକିଆ ହାତୀପଲଙ୍କ ଉପଦ୍ରବ
ଆଙ୍କର: କେନ୍ଦୁଝର ସଦର ରେଞ୍ଜରେ ୨୯ ଟିକିଆ ହାତୀପଲଙ୍କ ଉପଦ୍ରବ ।ଘର ଭାଙ୍ଗିଲା ହାତୀ, କାନ୍ଥ ପଡ଼ି ୩ ଜଣ ଗୁରୁତର । ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଡାଳିମାପୁର ଗାଁରେ ଘରେ ଶୋଇଥିବା ବେଳେ, ରାତି ଅଧରେ ଗାଁରେ ପଶିଲା ହାତୀ । ଭାଙ୍ଗିଲା ଘର । ଘର ର କାନ୍ଥ ପଡ଼ି ମା, ଝିଅ ଏଵଂ ନାତି ଗୁରୁତର । ଗୁରୁତରମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଥିସହ , ହାତୀପଲ ଗାଁର ମମତା ଗୃହ ପାଚେରୀ ଭାଙ୍ଗିବା ସହ କବାଟ ତାଡି ଚାଉଳ ବସ୍ତା ନେଇ ଯାଇଛନ୍ତି । ହାତୀପଲ ଙ୍କୁ ଘଉଡାଇବାକୁ ଲୋକେ ରାତି ଉଜାଗର ରହୁଛନ୍ତି । ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ।
ବାଇଟ ୧-ଆହତଙ୍କ ସମ୍ପର୍କୀୟ ।
ବାଇଟ ୨-ଆହତଙ୍କ ସମ୍ପର୍କୀୟ ।
14
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
VKVINOD KANDPAL
FollowSept 13, 2025 08:34:450
Report
MSManish Sharma
FollowSept 13, 2025 08:34:240
Report
DSDurag singh Rajpurohit
FollowSept 13, 2025 08:34:040
Report
D1Deepak 1
FollowSept 13, 2025 08:33:410
Report
SPSohan Pramanik
FollowSept 13, 2025 08:33:340
Report
0
Report
LSLaxmi Sharma
FollowSept 13, 2025 08:33:180
Report
MDMahendra Dubey
FollowSept 13, 2025 08:33:040
Report
DRDamodar Raigar
FollowSept 13, 2025 08:32:510
Report
AKAjay Kashyap
FollowSept 13, 2025 08:32:430
Report
MMMRITYUNJAI MISHRA
FollowSept 13, 2025 08:32:240
Report
DVDinesh Vishwakarma
FollowSept 13, 2025 08:32:100
Report
PSParmeshwar Singh
FollowSept 13, 2025 08:31:540
Report
APAbhay Pathak
FollowSept 13, 2025 08:31:070
Report
0
Report