Back
ଫେସବୁକ ପରିଚୟରୁ ନା ବାଳିକାଙ୍କର ବାଲ୍ୟ ବିବାହ: ପୁଲିସ ଅଭିଯୋଗ ଉପରେ ମାନସିକ ନିର୍ଯାତନା!
NBNARAYAN BEHERA
Aug 08, 2025 13:20:09
Paradeep, Odisha
Slug - Police
Dt - 08/08/2025
Place - Jagatsinghpur
Format - Avb
Anchor - ଫେସବୁକ ପରିଚୟରୁ ପ୍ରେମ କରିବା ସହ ଦଶମ ଶ୍ରେଣୀରେ ପଡୁଥିବା ନା ବାଳିକା କୁ ଝିଅର ପରିବାର ଲୋକଙ୍କ ଅଗୋଚରରେ ବାଲ୍ୟ ବିବାହ କରିଥିଲେ ପୁଲିସ ଏସ ଆଇ ବାବୁ । ବିବାହର କିଛ ମାସ ପରେ ସ୍ବାମୀ,ଶାଶୁ ଓ ଶଶୁର ନା ବାଳିକା ବୋହୂକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାଡ଼ ମାରି ଘରୁ ତଡି ଦେବାର ସଙ୍ଗିନ ଅଭିଯୋଗ ହୋଇଛି ଜଗତସିଂହପୁର ସଦର ଥାନାରେ । ଗତ ୪ ମାସ ହେଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷପ ନେଇ ନଥିବା ଓ କୋର୍ଟ କୁ ଚାରସିଟ ପଠାଉ ନଥିବାର ପିଡିତା ଓ ତାଙ୍କର ମାଆ ଅଭିଯୋଗ କରିଛନ୍ତି । ଆରପଟେ ଅଭିଯୋଗ ପାଇବା ପରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଅଭିଯୁକ୍ତ ସବ ଇନ୍ସପେକ୍ଟର ଙ୍କୁ ଚାକିରୀ ରୁ ନିଲମ୍ବନ କରିଥିବା ବେଳେ ସେ ଫେରାର ହୋଇ ଯାଇଥିବାର ଜଗତସିଂହପୁର ଏସ୍ପି ସୂଚନା ଦେଇଛନ୍ତି । ବାଲେଶ୍ଵର ଜିଲା ବାଲିଆପାଳ ଥାନା ରତେଇ ଗାଁ ର ଅମିତ ପାଢ଼ୀ ଙ୍କ ନାଁରେ ଆସିଛି ଏପରି ସଙ୍ଗିନ ଅଭିଯୋଗ । ଅମିତ ପୁରୀରେ ସବ ଇନ୍ସପେକ୍ଟର ଭାବରେ ଚାକିରୀ କରିଥିବା ସହ ଜଗତସିଂହପୁର ସଦର ଥାନା ଅଞ୍ଚଳର ଜନୈକା ନା ବାଳିକା କୁ ଫେସବୁକ ରୁ ପ୍ରେମ କରି ପରେ ଝିଅର ପରିବାର ଲୋକଙ୍କ ଅଗୋଚରରେ ଝିଅକୁ ଘରୁ ଡାକିନେଇ ପ୍ରଥମେ ଏକ ମନ୍ଦିରରେ ଓ ପରେ ଏକ ହୋଟେଲରେ ବିବାହ କରିଥିଲେ । ବିବାହ ର ଦୁଇ ମାସ ପରେ ପୁଲିସ ଏସ ଆଇ ବାବୁ ଓ ତାଙ୍କ ବାପା ମାଆ ନା ବାଳିକା ବୋହୂକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଜୀବନରେ ମାରି ଦେବାକୁ ଧମକ ଦେଇ ବାପ ଘରେ ଛାଡ଼ି ଦେଇ ଯାଇଥିବାର ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ଫେରାର ଥିବାର ଦର୍ଶାଇ କୋର୍ଟ କୁ ଚାରସିଟ ପଠାଇବା ରେ ବିଳମ୍ବ କରୁଥିବାରୁ ପିଡିତା ନ୍ୟାୟ ପାଇବାରୁ ବଞ୍ଚିତ ହେଉ ଥିବାର ସୂଚନା ଦେଇଛନ୍ତି।
ପାରାଦୀପ ରୁ ନାରାୟଣ ବେହେରା( ଜୀ ମିଡିଆ )
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DKDebojyoti Kahali
FollowDec 10, 2025 14:52:250
Report
0
Report
TCTanya chugh
FollowDec 10, 2025 14:48:420
Report
NZNaveen Zee
FollowDec 10, 2025 14:48:200
Report
TCTanya chugh
FollowDec 10, 2025 14:47:260
Report
DCDILIP CHOUDHARY
FollowDec 10, 2025 14:47:120
Report
PPPraveen Pandey
FollowDec 10, 2025 14:46:450
Report
SSSUNIL SINGH
FollowDec 10, 2025 14:46:230
Report
KJKunal Jamdade
FollowDec 10, 2025 14:46:040
Report
MPMAHESH PARIHAR1
FollowDec 10, 2025 14:45:330
Report
Masauli, Uttar Pradesh:बाराबंकी । सुबेहा थाना क्षेत्र के अंतर्गत पूर्वांचल एक्सप्रेसवे पर हुई सड़क दुर्घटना हादसे पर बाराबंकी जिलाधिकारी शशांक त्रिपाठी जी की बाइट
0
Report
0
Report
0
Report
0
Report
AMAnkit Mittal
FollowDec 10, 2025 14:34:04Muzaffarnagar, Uttar Pradesh:2 दिन से सांप कुए में है...वन विभाग के कर्मी सांप को कुएं से निकालने की कोशिश में जुटे हैं...लेकिन अभी तक कामयाबी नहीं मिली है
0
Report