Back
संबलपुर के नृसिंह गुरु पार्क में 125वीं जयंती पर मल्यार्पण और भजन-प्रार्थना कार्यक्रम
ANAJAY NATH
Mar 24, 2026 10:51:04
Sambalpur, Odisha
ଆଜି ସମ୍ବଲପୁର ମନ୍ଦଲିଆ ସ୍ଥିତ ନୃସିଂହ ଗୁରୁ ପାର୍କ ରେ ମହାନ ସାମ୍ବାଦିକ ତଥା ସ୍ୱାଧୀନତା ସଂଗ୍ରାମୀ ନୃସିଂହ ଗୁରୁଙ୍କର ୧୨୫ ତମ ଜୟନ୍ତୀ ରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ |ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା ସଭା ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ‘ପଶ୍ଚିମ ଓଡିଶାର ଗାନ୍ଧୀ’ ରୂପେ ପରିଚିତ ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଖ୍ୟାତ ସାମ୍ବାଦିକ ନୃସ୍ଖିଂହ ଗୁରୁଙ୍କ ୧୨୫ ତମ ଜୟନ୍ତୀ úupଲକ୍ଷେ ଦଳମତ ନିର୍ବିଶେଷରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମନ୍ଦଲିଆ ସ୍ଥିତ ନୃସିଂହ ଗୁରୁ ପାର୍କରେ ଥିବା ତାଙ୍କ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରିଥିଲେ । ପ୍ରଫେସର ଆଦିତ୍ୟ ପ୍ରਸାଦ ପାଢୀ, ପ୍ରଫେସର ଶଙ୍କର ପ୍ରସାଦ ପତି, ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା, ପୂର୍ବତନ ନାଗରପାଳ ଗିରିଶ ପଟେଲ, ପ୍ରଫେସର ସେବକ ତ୍ରିପାଠୀ, ପ୍ରଫେସର କାମଦେବ ସାହୁ, ଡ. ଶ୍ୟାମ ସୁନ୍ଦର ଧର, ଶିକ୍ଷାବିତ ଅरବିନ୍ଦ ମହାପାତ୍ର, ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ, କାର୍ତ୍ତିକ ପ୍ରସାଦ ବହିଦାର, ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର, ଲଜପତ ରାୟ ଆଇନ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବିଜୟାନନ୍ଦ ବେହେରା, ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ଡ. ରାଜକୁମାର ଶାଣ୍ଡିଲ୍ୟ, ଲଳିତ ଅଗ୍ରୱାଲ, ରାମଦାସ ପଣ୍ଡା, ରାଜେନ୍ଦ୍ର ସତନାମୀ, ସୁନୀଲ ସାଗର, ସୁଧୀର ବହିଦାର, ରଞ୍ଜିତ ରାଉତ, ସୂର୍ୟ ପାଣିଗ୍ରାହୀ, ରାଜେନ୍ଦ୍ର ପ୍ରସାଦ ନନ୍ଦ, ହରିନାରାୟଣ ପଣ୍ଡା, ଦେବାର୍ଚ୍ଚନ ଠାକୁର, ସରୋଜ କୁମାର ମହାପାତ୍ର, କଳାରତ୍ନ ବଂଶୀଧର କର, ସୁଶୀଳ ଦାସ, ପ୍ରଫୁଲ୍ଲ ମିତ୍ର, ରତ୍ନଭୂଷଣ ପୃଷେଠ, ପ୍ରଦ୍ୟୋତ ମିଶ୍ର, ଜଗବନ୍ଧୁ ବେହେରା, ଜୟକୃଷ୍ଣ ବେହେରା, ଲୋକନାଥ ରାଉତ, ଏମ୍.ଆର୍.କେ ରାଓ, ବିଶ୍ୱରଞ୍ଜନ ଜେନା, ସୁଶୀଳ ବେହେରା, ଦେବାଶିଷ ସାହୁ, ସଚ୍ଚିଦାନାନ୍ଦ ପ୍ରධାନ, ରବିନାରାୟଣ ପଣ୍ଡା, ତେଜରାଜ ପଣ୍ଡା, ତପନ କୁମାର ଖୁଣ୍ଟିଆ, ଶିବପ୍ରିୟା ସାହୁ, ସୁବାଷ ଚନ୍ଦ୍ର ପଟ୍ଟନାୟକ, ଚତୁର୍ଭୁଜ ଗର୍ଡିଆ ପ୍ରମୁଖ ସ୍ୱର୍ଗତ ଗୁରୁଙ୍କ ପ୍ରତିମୂତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହାଛଡା ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କର ଏନ୍ ସି ସି ଓ ସ୍କାଉଟ୍ ର ଶତାଧିକ ଛାତ୍ରଛାତ୍ରୀ ସ୍ୱର୍ଗତ ଗୁରୁଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପାର୍পଣ ପୂର୍ବକ ସମ୍ମାନ ଜଣାଇଥିଲେ। ଏହି ଅବସରରେ ନୃସିଂହ ଗୁରୁ ସ୍ମୃତି ସମିତି ପକ୍ଷରୁ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଓ ଭଜନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ସର୍ବଧର୍ମ ପ୍ରାର୍ଥନା ସଭାରେ_sତ୍ୟନାରାୟଣ ପଟେଲ ଓ ସୀତାରାମ ଅଗ୍ରୱାଲ, ଗାୟତ୍ରୀ ଏବଂ ମହାମୃତ୍ୟଞ୍ଜୟ ମନ୍ତ୍ର, ଫାରୁକ୍ ମହମ୍ମଦ୍ କୋରାନ୍, ପାଷଟର ଇଶାନ୍ ନାଏକ ବାଇବେଲ୍ ଏବଂ ଜ୍ଞାନୀ ଅଜୟ ସିଂହ ଗୁରୁବାଣୀ ପାଠ କରିଥିଲେ। ଭଜନ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ନିତ୍ୟାନନ୍ଦ ସେଠୀ, ରବିନ୍ଦ୍ର ପଣ୍ଡା ଓ ମାନସ ଷଡଙ୍ଗୀ କଣ୍ଠଦାନ କରିଥିବାବେଳେ ଦେବାଶିଷ ପାଢୀ, ଅନୁରାଗ କୁମାର ଓ ଲୋଟସ୍ ନାଇକ ବାଦ୍ୟଯନ୍ତ୍ର ରେ ସହଯୋଗ କରିଥିଲେ。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
MMManoj Mallia
FollowMar 24, 2026 11:49:030
Report
RKRAJESH KUMAR
FollowMar 24, 2026 11:48:470
Report
RKRAJESH KUMAR
FollowMar 24, 2026 11:48:370
Report
VSVIPIN SHARMA
FollowMar 24, 2026 11:47:480
Report
BSBhanu Sharma
FollowMar 24, 2026 11:47:010
Report
VSVishnu Sharma1
FollowMar 24, 2026 11:46:420
Report
OBOrin Basu
FollowMar 24, 2026 11:46:340
Report
ASAshutosh Sharma1
FollowMar 24, 2026 11:46:200
Report
MSManuj Sharma
FollowMar 24, 2026 11:46:070
Report
1
Report
KLKANHAIYA LAL SHARMA
FollowMar 24, 2026 11:45:180
Report
RKRupesh Kumar
FollowMar 24, 2026 11:36:16986
Report