Back
गर्मी में निर्बाध बिजली के लिए TP Western Odisha की प्राक-प्रस्तुति से वितरण क्षमता में बड़ा उन्नयन
ANAJAY NATH
Mar 13, 2026 13:31:40
Sambalpur, Odisha
ଚଳିତ ଗ୍ରୀଷ୍ମ ଋତୁରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଟିପିଡବ୍ଲୁଓଡିଏଲ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି କମ୍ପାନୀର ବିତରଣ କ୍ଷେତ୍ରରେ ରହିଥିବା ସମସ୍ତ ପାଞ୍ଚ ଗୋଟି ବିଦ୍ୟୁତ୍ ମଣ୍ଡଳ ତଥା ପଶ୍ଚିମ ଓଡ଼ିଶାର ନଅ ଗୋଟି ଜିଲ୍ଲାରେ ଏହି ପ୍ରାକ୍ ପ୍ରସ୍ତୁତି ଶେଷ କରାଯାଇଛି ଏହି ପ୍ରାକ୍ ପ୍ରସ୍ତୁତି କରିବା କରିବା ପାଇଁ କମ୍ପାନୀ ନିକଟରେ ଆଇଁଠାପାଲି ସ୍ଥିତ କାର୍ଯ୍ୟାଳୟରେ ଆଜି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ତେବେ ଚଳିତ ଗ୍ରୀଷ୍ମ ଋତୁରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଟିପିଡବ୍ଲୁଓଡିଏଲ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ନେଇ ସାମ୍ୱାଦିକ ସମ୍ମିଳନୀରେ କମ୍ପାନୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରବୀଣ ବର୍ମା ପ୍ରକାଶ କରିଥିଲେ। ଗ୍ରୀଷ୍ମକାଳୀନ ପ୍ରାକ୍ ପ୍ରସ୍ତୁତିର ବିବରଣୀ ବାବଦରେ ସୂଚନା ଦେଇ କୁହାଯାଇଛି ଯେ ଚଳିତ ଗ୍ରୀଷ୍ମ ଋତୁରେ ଟିପିଡବ୍ଲୁଡିଏଲର ସମସ୍ତ ବିତରଣ ଅଞ୍ଚଳରେ ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦା (ପିକ୍ ଡିମାଣ୍ଡ) ୧୯୯୨ ମେଗାୱାଟ୍ ହିବ ବୋଲା ଆକଳନ କରାଯାଇଛି। ଏହି ଆବଶ୍ୟକତାକୁ ପୂରଣ କରିବା କରିବା ପାଇଁ କମ୍ପାନୀ ନିକଟରେ ୪୫୨୪ ମେଗାୱାଟ୍ ବିତରଣ କ୍ଷମତା ରହିଛି। ସେହିପରି ଚଳିତ ଗ୍ରୀଷ୍ମ ଋତୁରେ ୧୪୯୪୫ ମିଲିୟନ୍ ୟୁନିଟ୍ ବିଦ୍ୟୁତ୍ ସଂକ୍ତି ବ୍ୟବହାରର ଆକଳନ କରାଯାଉଛି। ଚଳିତ ଆର୍ଥିକ ବର୍ଷରେ ୩୩ କେ.ଭି. ଲାଇନରେ ୧୦୪ ସିକେଏମ୍ (ସର୍କିଟ୍ କିଲୋମିଟର୍) ଲାଇନର ଉନ୍ନତିକରଣ, ୭୯୮ ସିକେଏମ୍ (ସର୍କିଟ୍ କିଲୋମିଟର୍) ନୂତନ ଲାଇନର ସ୍ଥାପନ ଏବଂ ୯ ଗୋଟି ନୂତନ ପାୱାର ସବଷ୍ଟେସନ୍ (PSS)ର ନିର୍ମାଣ କାର୍ଯ୍ୟକଳାପ ହେଉଛି। ଏହି ଉନ୍ନତିକରଣ ତଥା ନୂତନ ନିର୍ମାଣ ସହ ବର୍ତ୍ତମାନ କମ୍ପାନୀ ନିକଟରେ ମୋଟ୍ ୬୪୩୦ ସିକେଏମ୍ (ସର୍କିଟ୍ କିଲୋମିଟର୍)ର ୩୩ କେ.ଭି. ଲାଇନ୍ ଏବଂ ମୋଟ୍ ୩୨୬ ଗୋଟି ପାୱାର ସବ-ଷ୍ଟେସନ୍ କାର୍ଯ୍ୟକ୍ଷମ ହେଉଛି। ସେହିପରି ଚଳିତ ଆର୍ଥିକ ବର୍ଷରେ ୧୧ କେ.ଭି. ଲାଇନରେ ୧୪୮ ସିକେଏମ୍ (ସର୍କିଟ୍ କିଲୋମିଟର୍) ଲାଇନର ଉନ୍ନତିକରଣ ସହ ୧୮୬୦ ସିକେଏମ୍ (ସର୍କିଟ୍ କିଲୋମିଟର୍) ନୂତନ ଲାଇନର ସ୍ଥାପନ ସହ ୫୪ ଗୋଟି ଆରଏମୟୁ ସ୍ଥାପନ କାରାଯାଇଛି। ଏହି ଉନ୍ନତିକରଣ ତଥା ନୂତନ ନିର୍ମାଣ ସହ ବର୍ତ୍ତମାନ କମ୍ପାନୀ ନିକଟରେ ମୋଟ୍ ୫୩୫୬୮ ସିକେଏମ୍ (ସର୍କିଟ୍ କିଲୋମିଟର୍)ର ୧୧ କେ.ଭି. ଲାଇନ୍ ଏବଂ ମୋଟ୍ ୭୪୧୧୫ (ସର୍କିଟ୍ କିଲୋମିଟର୍)ର ଏଲଟି (LT) ଲାଇନ୍ କାର୍ଯ୍ୟକ୍ଷମ ହେଉଛି ୨୦୨୦୪. ଚଳିଚ ଆର୍ଥିକ ବର୍ଷରେ 6ଗୋଟି ପିଟିଆର (Power Transformer)ର ଉନ୍ନତିକରଣ ଏବଂ ୧୮ ଗୋଟି ନୂତନ ପିଟିଆରର ସ୍ଥାପନ କରାଯାଇ ସର୍ବମୋଟ୍ ୭୧୪ ଟି ପିଟିଆର୍ କାର୍ଯ୍ୟକ୍ଷମ ହେଉଛି। ୧୦୨ ଗୋଟି ଡିଟିଆର୍ (Distribution Transformer) ର ଉନ୍ନତିକରଣ ଏବଂ ୧୮୬୦ ଗୋଟି ନୂତନ ଡିଟିଆର ସ୍ଥାପନ ସହ ପଶ୍ଚିମ ଓଡ଼ିଶାରେ ସର୍ବମୋଟ୍ ୮୬୦୨୧ ଗୋଟି ଡିଟିଆର୍ କାର୍ଯ୍ୟକ୍ଷମ ହେଉଛି। ୨୪X୭ ଶେତ୍ରା ଓ କୋଠାବାଡ଼ି ନିମନ୍ତେ ୮ ଗୋଟି ଡିଭିଜନକୁ ନିଯୁକ୍ତି କରାଯାଇଛି। ୩୬୬ ଗୋଟି PSS, ୬୪୫୦ ସିକେଏମ୍ ୩୩ କେ.ଭି. ଫିଡର୍ ଏବଂ ୫୩୫୬୮ ସିକେଏମ୍ ୧୧ କେ.ଭି. ଫିଡର୍, ୭୧୪ ଗୋଟି ପିଟିଆର୍, ୮୬୬୨୧ ଗୋଟି ଡିଟିଆର ରକ୍ଷଣାବେକ୍ଷଣ ଜାରି ରହିଛି। ୭୮୬୩ ଜଣ ଲାଇନମେନ୍ ଏବଂ ୧୧ କେ.ଭି. ଲାଇନର ରକ୍ଷଣାବେକ୍ଷଣ କାର୍ଯ୍ୟପାଇଁ ୨୬୧୭ ଜଣ ଏବଂ ୧୦୨୪୦ ୧୧ ୫୨୪୬ ଜଣୁକୁ ନିଯୁକ୍ତି କରାଯାଇଛି। ସେହିପରି ୩୨୬ ଗୋଟି PSS ରକ୍ଷଣାବେକ୍ଷଣ କାର୍ଯ୍ୟପାଇଁ ୪୨୩ ଡ଼ାଇ ୧ଯିଲା। ସହରାଞ୍ଚଳରେ ୩ ଟି ସିପ୍ଟରେ ଏବଂ ଗ୍ରାମଞ୍ଚଳରେ ୨ ଟି ସିପ୍ଟରେ ଲାଇନମେନ୍ ଏବଂ ହେଲ୍ପରଙ୍କୁ ନିଯୁକ୍ତି ଦିଆଯାଇଛି । ବିଦ୍ୟୁତ ବ୍ୟାହତ ସମୟରେ ଯୋଗାଯୋଗକୁ ତ୍ୱରାନ୍ବିତ କରିବା ପାଇଁ କମ୍ପାନୀର ବିତରଣ ଅଞ୍ଚଳରେ ୫୭ ଟି ବିଦ୍ୟୁତ୍ ଉପଖଣ୍ଡ କାର୍ଯ୍ୟାଳୟରେ ମୋଟ ୧୬୬ ଜଣ ଟେଲିଫୋନ୍ ଅପରେଟରଙ୍କୁ ନିଯୁକ୍ତ କାରାଯାଇଛି, ରାତ୍ରୀକାଳୀନ ବିଦ୍ୟୁତ୍ ବ୍ୟାହତ ର ମରାମତି କାର୍ଯ୍ୟ ପାଇଁ ଚାଲିଥିବା ପାଇଁ ସହରାଞ୍ଚଳରେ ପ୍ରତ୍ୟେକ ସବ-ଡିଭିଜନରେ ୨ ଜଣ ଲାଇନମେନ୍ ଏବଂ ୨ ଜଣ ହେଲ୍ପର ଓ ଗ୍ରାମାଞ୍ଚଳରେ ୪ ଜଣ ଲାଇନମେନ୍ ଏବଂ ୨ ଜଣ ହେଲ୍ପରଙ୍କୁ ସ୍ୱତନ୍ତ୍ର ନିଯୁକ୍ତି କରାଯାଇଛି ୧୧ କେ.ଭି ଏବଂ ଏଲ ଟି ଲାଇନର ରକ୍ଷଣାବେକ୍ଷଣ ୨୪ ଜଣ ଲାଇନମେନ୍ ୨୭୩ ୧୫ ୬୫ ୧ ୦୦ ୯ ୧୭ ୨୬ ୨୦ ୨୫ ୩୫ ୧୬ ୦ ୬ ୨ ୯ ୨ ରକ୍ଷଣାବେକ୍ଷଣ କାର୍ଯ୍ୟପାଇଁ ୪୨୩ ଡ଼ାଇ ୧୪ ୩ ୧ ୨ ୭୬ ୭ ୫ ୫ ୭ ୯ ୮ ୨୫ ୨୮ ୯ ୨୫ ୮ ୬ ୫ ୯ ୮ ୨ ୨ ୬ ୫ ୧ ୧ ୨ ୭ ୯ ୧ ୯ ୬ ୪ ୨ ୮ ୬ ୨ ୫ ୧ ୦ ୫ ୦ ୭ ୫ ୭ ୧ ୩ ୨ ୧ ୬ ୭ ୮ ୩ ୬ ୪ ୷ ୨ ୨ ୧ ୦ ୳
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
GPGovind Prasad Pandey
FollowMar 13, 2026 14:20:16Noida, Uttar Pradesh:Woman in Brazil catches a falling dog with a cardboard box
0
Report
DVDinesh Vishwakarma
FollowMar 13, 2026 14:20:040
Report
PKPRINCE KUMAR KUSHWAHA
FollowMar 13, 2026 14:19:5076
Report
KSKartar Singh Rajput
FollowMar 13, 2026 14:19:3738
Report
HSHITESH SHARMA
FollowMar 13, 2026 14:19:1839
Report
RKRishikesh Kumar
FollowMar 13, 2026 14:19:06107
Report
DRDivya Rani
FollowMar 13, 2026 14:18:5191
Report
DRDamodar Raigar
FollowMar 13, 2026 14:18:1941
Report
DGDeepak Goyal
FollowMar 13, 2026 14:18:08103
Report
ACAshish Chaturvedi
FollowMar 13, 2026 14:17:5827
Report
GPGovind Prasad Pandey
FollowMar 13, 2026 14:17:42Noida, Uttar Pradesh:सच्चा प्रेम वही है जो उम्र के आखिरी पड़ाव तक हाथ थामे रखे।
52
Report
ASABHISHEK SHARMA1
FollowMar 13, 2026 14:17:3256
Report
ASANIMESH SINGH
FollowMar 13, 2026 14:17:1887
Report