Back
संबलपुर में लिंग निर्धारण विरोधी कानून 1994 पर शिक्षा सम्मेलन, अल्ट्रासाउंड केंद्रों की समीक्षा
ANAJAY NATH
Mar 19, 2026 14:16:56
Sambalpur, Odisha
ଆଜି ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷ ରେ ସମ୍ବଲପୁର ୨୦୨୫-୨୬ ଆର୍ଥିକ ବର୍ଷ ର ପଞ୍ଚମ ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ ର ଜିଲ୍ଲା ପରାମର୍ଶ ଦାତା o ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି |ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ ର ଜିଲ୍ଲା ପାରାମର୍ଶ ଦାତା ଏବଂ ଟାସ୍କ ଫୋର୍ସ କମିଟି ବୈଠକ ଆଜି ଅପରାହ୍ନ ରେ ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ସମ୍ବଲପୁର ଶ୍ରୀ ସୁଧାଂଶୁ କୁମାର ଭୋଇ (ଓ.ପ୍ର.ସେ), ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଲିଙ୍ଗ ନିରୂପଣ କୁ କିଭଳି କଡ଼ାକଡ଼ି ଭାବରେ ରୋକାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ସମ୍ବଲପୁର ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ୪ଟି ଅଲ୍ଟ୍ରାସାଉଣ୍ଡ କେନ୍ଦ୍ର ଗୁଡ଼ିକର ସମୀକ୍ଷା କରାଯାଇଥିଲା ଏବଂକମିଟି ର ନିର୍ଦ୍ଦେଶ କ୍ରମେ ଏହାର ପଞ୍ଜୀକରଣ ପାଇଁ ଆବେଦନ କରାଯାଇଛି । ସୂଚନା ଜିଲ୍ଲାରେ ରାଜସ୍ୱ ପାଣ୍ଠି ରୁ ପ୍ରଶାସନିକ, ଡାକ୍ତରଖାନା ଏବଂ ବିଭିନ୍ନ ଅଞ୍ଚଳ ରେ ଜନ ସଚେତନ କରାଇବା ପାଇଁ ନିଷ୍ପତି ନିଆଗଲା। ସ୍ବାସ୍ଥ୍ୟ ବିଭାଗ ତରଫରୁ ଅଲଟ୍ରାସାଉଣ୍ଡ କ୍ଲିନିକ୍ गୁଡିକୁ ନିୟମିତ ତନଖି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଶା କର୍ମୀ ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ନେଇ ବ୍ଲକ୍ ସ୍ତରରେ ଲିଙ୍ଗ ନିରୂପଣ ଓ କନ୍ୟା ଭ୍ରୁଣ ହତ୍ୟା ସମ୍ବନ୍ଧିତ ଜନ ସଚେତନତା ସୃଷ୍ଟି କରିବା ପାଇଁ ସ୍ଥିର କରାଗଲା । ସଭା ରେ ଜିଲ୍ଲା ମୁଖ୍ୟ ଚିକତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡଃ ପ୍ରଦୀପ କୁମାର ହୋତା, District Coordinator Action Aid NGO, ଶକ୍ତି ସଦନର ସଦସ୍ଯା, ସରକାରୀ ଓକିଲ,DPM NHM ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ତଥ୍ୟ କୁ ବୁଧ ରଞ୍ଜନ ଭୋଇ, ସହକାରୀ ପରିଚାଳକ(ଆଇନ ବ୍ୟାପାର) ଉପସ୍ଥାପନ କରିଥିଲେ。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
संभल में ईद उल फितर अलविदा जुमे की नमाज की दृष्टिगत कानून एवं शांति व्यवस्था बनाने के लिए निकाला गया
0
Report
SPSanjay Prakash
FollowMar 19, 2026 15:25:470
Report
DDDHANANJAY DWIVEDI
FollowMar 19, 2026 15:25:370
Report
KCKumar Chandan
FollowMar 19, 2026 15:25:240
Report
ASARUN SINGH
FollowMar 19, 2026 15:24:510
Report
KKKRISNDEV KUMAR
FollowMar 19, 2026 15:24:340
Report
ASARUN SINGH
FollowMar 19, 2026 15:24:18Farrukhabad, Uttar Pradesh:फर्रुखाबाद अरुण सिंह वही खाता नंबर 346 में वर्तमान समय में न्यू इंडिया इंश्योरेंस का कार्यालय बना हुआ है जिसकी अनुमानित लागत 51 लाख 50000 है जिसका रखवा लगभग 1113 स्क्वायर फीट है ये तीनों नंबर जुडे हे
0
Report
MGMohd Gufran
FollowMar 19, 2026 15:24:060
Report
KMKuldeep Malwar
FollowMar 19, 2026 15:23:560
Report
SASARIFUDDIN AHMED
FollowMar 19, 2026 15:23:390
Report
RMRAJESH MISHRA
FollowMar 19, 2026 15:22:400
Report
KKKRISNDEV KUMAR
FollowMar 19, 2026 15:22:09Noida, Uttar Pradesh:मथुरा — राष्ट्रपति ने वृंदावन के प्रेम मन्दिर में किए दर्शनः ठाकुरजी की आरती की
0
Report
0
Report
SNSANTOS NAYAK
FollowMar 19, 2026 15:21:520
Report
AMANIL MOHANIA
FollowMar 19, 2026 15:21:380
Report