Back
जिले में पोषण माह 2025 का उद्घाटन, पोषण खाद्य प्रदर्शनियों का आयोजन
SMSURYA MOHANTY
Oct 15, 2025 11:41:05
Khordha, Odisha
ଜିଲ୍ଲା ସ୍ତରୀୟ ପୋଷଣ ମାସ -୨୦୨୫ ପାଳିତ ଖୋର୍ଦ୍ଧା:- ସେପ୍ଟେମ୍ବର ୧୭ ତାରିଖରୁ ବିଭିନ୍ନ ବ୍ଲକ, ଅଙ୍ଗନୱାଡ଼ି କେନ୍ଦ୍ର, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ମାନଙ୍କରେ ପାଳନ କରାଯାଇଆସୁଥିବା ପୋଷଣ ମାସ -୨୦୨୫ ଉପଲକ୍ଷେ ଆଜି ଏକ ସାଧାରଣ ସଭା o ବିଭିନ୍ନ ପୁଷ୍ଟିକର o ପୋଷଣ ଖାଦ୍ୟ ପ୍ରଦର୍ଶନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ପୂର୍ବାହ୍ନରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କୁସୁମ କୁମାରୀ ପ୍ରହରାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ବିଭିନ୍ନ ମାହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମିଶନ ଶକ୍ତି ମା, ସୁଭଦ୍ରା ମା ମାନଙ୍କ ଦ୍ୱାରା ପ୍ରସ୍ତୁତ ଉଚ୍ଚ କୋଟୀର ପୋଷଣ o ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ବୁଲି ଦେଖିବାସହ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କାହିଲେଯେ ପୋଷଣ ମାସ କେନ୍ଦ୍ର o ରାଜ୍ୟ ସରକାରଙ୍କ ଏକ ମହତ କାର୍ଯ୍ୟକ୍ରମ o ଯୋଜନା ହୋଇଥିବା ବେଳେ ଜିଲ୍ଲାର ସମସ୍ତ ଶିଶୁ,ମାତ୍ରୁ,ଓ କିଶୋରୀ ମାନଙ୍କ ପୁଷ୍ଟିକର ଖାଦ୍ୟ ଖାଇବାର ଆବଶ୍ୟକତାକୁ ପ୍ରୋତ୍ସାହନ ଦେବା ସହ ପୁଷ୍ଟି ହୀନତା ଦୁରକରିବା o ବ୍ୟାପକ ଜନସଚେତନତା sୃଷ୍ଟି କରିବାରେ ସହାୟକ ହେବା। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଡାକ୍ତର ଇନ୍ଦିରା ରଥ, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ କାର୍ଯ୍ୟକ୍ରମ ପରିଚାଳିକା ସୌଦାମିନୀ ଦାସ, ଅନୁପମା ଭೋଇ,ଦେବକୀ ସାହୁ, ନଳିନୀ ଗିରୀ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ପୋଷଣ ମାସର ସଫଳତା, ଆବଶ୍ୟକତା o ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ o ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ସି ଡି ପି o, ଅଙ୍ଗନୱାଡ଼ି ପରିଚାଳିକା, ଆଶା କର୍ମୀ, ବିଦ୍ୟାଳୟ ଛାତ୍ର ଛାତ୍ରୀ o ଏବଂ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ o ଗଣ ମାଧ୍ୟମ ପ୍ରତିନିଧି bୃନ୍ଦ ଯୋଗଦେଇଥିଲେ।
4
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AYAmit Yadav
FollowOct 15, 2025 13:53:050
Report
ACAshish Chaturvedi
FollowOct 15, 2025 13:52:130
Report
BSBHUPENDAR SINGH SOLANKI
FollowOct 15, 2025 13:51:440
Report
KJKamran Jalili
FollowOct 15, 2025 13:51:330
Report
AKAshok Kumar1
FollowOct 15, 2025 13:51:160
Report
ASAkash Sharma
FollowOct 15, 2025 13:50:530
Report
ATALOK TRIPATHI
FollowOct 15, 2025 13:50:420
Report
AKAjay Kashyap
FollowOct 15, 2025 13:50:220
Report
RMRAJESH MISHRA
FollowOct 15, 2025 13:50:070
Report
KJKamran Jalili
FollowOct 15, 2025 13:49:220
Report
ANAbhishek Nirla
FollowOct 15, 2025 13:49:040
Report
PKPrashant Kumar
FollowOct 15, 2025 13:48:440
Report
PSPrabhanjan Singh
FollowOct 15, 2025 13:48:080
Report
ADAbhijeet Dave
FollowOct 15, 2025 13:47:190
Report
RKRaj Kumar Bhati
FollowOct 15, 2025 13:46:390
Report