Back
Khordha752057blurImage

Khordha: ମା'ଙ୍କୁ ସଶକ୍ତ କରିବା ପାଇଁ ବୃକ୍ଷ ଟିଏ କାର୍ଯ୍ୟକ୍ରମରେ ଖୋରଧା ବିଧାୟକ!

SURYA NARAYAN MOHANTY
May 22, 2025 12:54:07
Khordha, Odisha
ଖୋରଧା ପୌର ପରିଷଦ ଅନ୍ତର୍ଗତ ୱାର୍ଡ଼ ନମ୍ବର ୯ ସ୍ଥିତ ଲୋକେଶ୍ଵର ପୁଷ୍କରିଣୀ ଠାରେ ପୌର ପରିଷଦ ତରଫରୁ ଆୟୋଜିତ "ମା ପାଇଁ ବୃକ୍ଷ ଟିଏ" କାର୍ଯ୍ୟକ୍ରମ ରେ ଯୋଗଦେଇ ମା' ମାନଙ୍କୁ ସଶକ୍ତ ହେବା ପାଇଁ ପରାମର୍ଶ ଦେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com