Back
Kandhamal762103blurImage

Kandhamal - ବାଲିଗୁଡ ରେ ଅପେରସନ ସିନ୍ଦୁର ଶୋଭାଯାତ୍ରାରେ ଶତାଧିକ ମହିଳାଙ୍କ ସାମିଲ

Chita Ranjan ZEE NEWS KANDHAMAL
May 22, 2025 04:22:47
Balliguda, Odisha
ଅପେରସନ ସିନ୍ଦୁର ସମର୍ଥନ ବାଲିଗୁଡ ଠାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ , ଶତାଧିକ ମହିଳା ଏକ ହୋଇ ବନ୍ଧ ଛକ ରୁ ବାହାରି ଏହି ଶୋଭାଯାତ୍ରା ରେ ସାମିଲ ହୋଇଛନ୍ତି
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com