Back
Ganjam760001blurImage

Ganjam - ୧ କୋଟି ୩୭ ଲକ୍ଷ ଟଙ୍କା ହେରଫେର କରିଥିବା ପିଇଓ ଗିରଫ

PREMANANDA PUJARI
May 26, 2025 14:40:59
Brahmapur, Odisha

୧ କୋଟି ୩୭ ଲକ୍ଷ ଟଙ୍କା ହେରଫେର କରିଥିବା ପିଇଓ ଗିରଫ । ସରପଞ୍ଚଙ୍କ ଜାଲ ଦସ୍ତଖତ କରି ଉଠାଇଥିଲେ ଟଙ୍କା... ଅଡିଟ୍ ବେଳେ ଦାଖଲ କରିଥିଲେ ନକଲି ପାସ୍‌ବୁକ୍ ଶେଷରେ ପୋଲିସ ହାତେ ବନ୍ଧାହେଲେ ଓ ଜେଲ ଗଲେ ଗଞ୍ଜାମ ଜିଲ୍ଲା କେଲୁଆପଲ୍ଲୀ ପଞ୍ଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀ । ତଞ୍ଚକତା କରି ୧ କୋଟି ୩୭ ଲକ୍ଷ ଟଙ୍କା ହେରଫେର କରିଥିବା ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ, ଆସିକା ଥାନା ଗଙ୍ଗାପୁର ଗ୍ରାମର ସମୀର କୁମାର ମିଶ୍ର (୨୯)। କେସ୍ ନମ୍ବର ୨୨୨/୨୫ରେ ମାମଲା ରୁଜୁ ସହ ସମୀରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍ ସୂଚନା ଦେଇଛନ୍ତି। ତାଙ୍କ ପାଖରୁ ଦୁଇଟି ଦାମି ମୋବାଇଲ୍ ଫୋନ୍ ଓ

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com