Back
गांव में प्रेम संबंध के विवाद के चलते युवक ने लड़की के साथ जबरदस्ती की
PPPREMANANDA PUJARI
Jan 05, 2026 13:50:03
Tehran, Tehran Province
ସ୍ଲଗ - ପ୍ରେମ ସମ୍ପର୍କ କୁ ନେଇ ଯୁବକକୁ ଗୁଳି ମାଡ଼।
ସ୍ଥାନ - ମୋହନା
ତାରିଖ - ୦୫.୦୧.୨୦୨୬
ଆଙ୍କର - ପ୍ରେମ ସମ୍ପର୍କ କୁ ନେଇ ଯୁବକକୁ ଗୁଳି ମାଡ଼। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଢେପାସାହି ଗାଁ ରେ। ଗାଁ ରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ କୁ ନେଇ ବିବାଦ ଲାଗି ରହିଥିଲା। ଯାହା ଫଳରେ ଆଜି ଏକ ବୈଠକ ଗାଁ ରେ ଆୟୋଜନ କରଯାଇଥିଲା। ଗାଁ ର ଲାଜର ପ୍ରଧାନ ନାମକ ଯୁବକ ଏକ ତରଫା ପ୍ରେମ କରି ଅବନି ପାଳ ନାମକ ଏକ ଝିଅ କୁ ଜୋର୍ ଜବରଦସ୍ତି କିଛି ଦିନ ତଳେ ଉଠାଇ ନେଇଥିଲେ। ପରିବାର ଲୋକେ ଖୋଜା ଖୋଜି କରି ଆଣି ଅନ୍ୟତ୍ର ବିବାହ କରାଇଥିଲେ ଝିଅ ଅବନୀ ପାଳ ଙ୍କୁ। କିଛି ଦିନ ପରେ ଯେତେବେଳେ ଝିଅ ନିଜ ଗାଁ କୁ ଆସିଥିଲା ତାହାର ଫାଇଦା ନେବାକୁ ପୁଣି ଚେଷ୍ଟା କରିଥିଲା ଲାଜର। ଲାଜର ପଣି ଝିଅ କୁ ଜୋର୍ ଜବରଦସ୍ତି ଟେକି ନେଇ ଏକ ଘରେ ଲୁଚାଇ ରଖିଥିଲା । ପୁଣି ପରିବାର ଲୋକେ ଝିଅକୁ ଉଦ୍ଧାର କରି ସମାଧାନ ପାଇଁ ଗାଁ ରେ ଏକ ବୈଠକ କରାଯାଇଥିଲା। ହେଲେ ସେହି ସମୟରେ ସନ୍ତୋଷ ପ୍ରଧାନ ନାମକ ଜଣେ ଯୁବକ ପିଛଲି ଗୁଳି କାଣ୍ଡ ଘଟାଇଥିଲା। ଯାହା ଫଳରେ ଅନିଲ କୁମାର କରାଡା ନାମକ ଯୁବକଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ସଙ୍ଗେ ସଙ୍ଗେ ଚନ୍ଦ୍ରଗିରି ମେଡିକାଲ କୁ ଚିକିତ୍ସା ପାଇଁ ଆଣIwଥିଲେ। ଚିକିତ୍ସା ପରେ ଗୋଡ଼ରେ ଗୁଳି ରହିଥିବାହେତୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି।
ବାଇଟ -୧- ଅନିଲ କୁମାର କରାଡ଼ ( ଗୁଳି ବାଜିଥିବା ଯୁବକ)
ବାଇଟ -୨- ବିରେନ୍ଦ୍ର କରାଡ଼ ( ଅନିଲ ଙ୍କ ବାପା)
ବାଇଟ -୩- ରଜନୀ ପାଳ ( ଅନିଲ ଙ୍କ ମା)
ବାଇଟ -୪- ଦେବ ପ୍ରସାଦ ପାତ୍ର ( ଡାକ୍ତର)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
Kosi Kalan, Uttar Pradesh:मथुरा जनपद के कोसीकलां के थाना रोड स्थित कश्मीरी बुलन मार्केट मे अज्ञात 8,10 नकाबपोशों ने लाठी डंडों से लैस होकर दुकानदारों से की मारपीट
0
Report
0
Report
0
Report
23
Report
0
Report
0
Report
0
Report
0
Report
0
Report
Agra, Uttar Pradesh:उत्तर प्रदेश के उच्च शिक्षा मंत्री योगेंद्र उपाध्याय ने PInewZ के संवाददाता अमित शर्मा से कई समसामयिक विषयों पर एक्सक्लूजिव बातचीत की ।
79
Report
0
Report
0
Report
0
Report