Back
प्रभु श्रीजगन्नाथ के आशीर्वाद से चैलेंज रिलीज़—50 स्क्रीन में धूम
SMSanjay Mohapatra
Sept 26, 2025 13:18:03
Puri, Odisha
Film challenge Release
() ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ଶ୍ରୀମନ୍ଦିରରେ ନୂଆ ଚଳଚ୍ଚିତ୍ର "ଚ୍ୟାଲେଞ୍ଜ"ର ଟିମ୍। ୫୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି।ପ୍ରଥମଥର ପାଇଁ ବ୍ରହ୍ଣପୁରରେ ପ୍ରିମିଅର ଶୋ। ବହୁ ପ୍ରତିକ୍ଷୀତ ଚ୍ୟାଲେଞ୍ଜ ମୁକ୍ତିଲାଭ କରିଛି l ସେଥିପାଇଁ ଶ୍ରୀମନ୍ଦିରରେ ଚ୍ୟାଲେଞ୍ଜ ଟିମ୍ ପହଞ୍ଚି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଥିଲେ l ଚଳଚ୍ଚିତ୍ରର ଅଭିନେତା ଅର୍ଦ୍ଧେନ୍ଦୁ ସାହୁ, ନାୟିକା ଏଲିନା ସାମନ୍ତରାୟ, ନିର୍ଦ୍ଦେଶକ ସାଇ କିରଣ ମଙ୍ଗରାଜ, କ୍ୟାମେରା ମ଼୍ୟାନ ପ୍ରତାପ ଚନ୍ଦ୍ର ରାଉତ,ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ, ଭୂପିନ୍ଦର ସିଂହ, ଲିପି ମହାପାତ୍ର,ବିଭାସ, ପ୍ରମୁଖ ଶ୍ରୀମନ୍ଦିରରେ ପହଞ୍ଚି ଆଶିର୍ବାଦ ଭିକ୍ଷା କରିଥିଲେ l ଚ୍ୟାଲେଞ୍ଜ ହେଉଛି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଯାହା ପ୍ରଥମଥର ପାଇଁ କଳା ତଥା ରେଶମ ସହର ବ୍ରହ୍ମପୁରର ରୁକ୍ମଣୀ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଛି ପ୍ରିମିଅର ଶୋ l ସାରା ଓଡ଼ିଶାରେ ୫୦ ଟି ପ୍ରେକ୍ଷାଳୟରେ ଏକାସାଙ୍ଗରେ ୧୫୦ଟି ଶୋ ଚାଲିଛି l ଅର୍ଦ୍ଧେନ୍ଦୁ ସାହୁ ଏବଂ ଅଭିନେତ୍ରୀ ଲିପି ମହାପାତ୍ର ବ୍ରହ୍ମପୁର ସହର ବାସିନ୍ଦା ହୋଇଥିବାରୁ ତାଙ୍କ ଫ୍ୟାନ୍ସ ମାନଙ୍କ ଭିତରେ ବହୁତ ଆଗ୍ରହ ରହିଛି l ବଲିଉଡର ସେଇ ଖ୍ୟାତନାମା କଳାକାର ପୁନିତ ଇଶାର ଓରଫ ଦୁର୍ଯ୍ୟୋଧନଙ୍କୁ ମଧ୍ୟ ଦେଖିବାକୁ ପାଇଛନ୍ତି ଦର୍ଶକ l ସୁପର ଆକ୍ସନ, ଭରପୁର ଫାମିଲି ଡ୍ରାମା ସାଙ୍ଗକୁ ଜବରଦସ୍ତ ଗୀତର ମଜା ନେଇଛନ୍ତି ସିନେପ୍ରେମୀ l ଦଶହରାରେ ଓଡିଆ ଫିଲ୍ମ ଚ୍ୟାଲେଞ୍ଜ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି l
ବାଇଟ୍- ଅଭିନେତ୍ରୀ ଏଲିନା ସାମନ୍ତରାୟ
ବାଇଟ୍,,,ବାଇଟ୍
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AOAjay Ojha
FollowSept 26, 2025 15:16:170
Report
ACAshish Chaturvedi
FollowSept 26, 2025 15:16:070
Report
BSBHUPENDAR SINGH SOLANKI
FollowSept 26, 2025 15:15:570
Report
ACAshish Chaturvedi
FollowSept 26, 2025 15:15:440
Report
PTPreeti Tanwar
FollowSept 26, 2025 15:15:300
Report
0
Report
AYAmit Yadav
FollowSept 26, 2025 15:01:514
Report
CSChandrashekhar Solanki
FollowSept 26, 2025 15:01:370
Report
VMVimlesh Mishra
FollowSept 26, 2025 15:01:180
Report
VKVIJAY KUMAR2
FollowSept 26, 2025 15:01:020
Report
AVArun Vaishnav
FollowSept 26, 2025 15:00:410
Report
RKRaj Kishore
FollowSept 26, 2025 15:00:280
Report
PKPankaj Kumar
FollowSept 26, 2025 15:00:200
Report
2
Report
VKVIKRANT KUMAR
FollowSept 26, 2025 14:48:413
Report