Back
चयन समिति की आड में पारादीप विश्वकर्मा पूजा का राज क्या है?
NBNARAYAN BEHERA
Sept 23, 2025 11:45:35
Paradeep, Odisha
Slug - Selection Committee
Dt - 23/09/2025
Place - Paradip
Format -Avb
Anchor - ଚଳିତବର୍ଷ ପାରାଦୀପ ପ୍ରସିଦ୍ଧ ବିଶ୍ବକର୍ମା ପୂଜା ଆଶାତୀତ ଜନଗହଳି, ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍ , ପାରାଦୀପ ବଡପଡିଆ ଠାରୁ ପୂଜା ମଣ୍ଡପ ପର୍ଯ୍ୟନ୍ତ ସଂନ୍ଧ୍ୟା ରେ ଭରପୁର ମଜା ଉଠାଉଛନ୍ତି ଦର୍ଶକ। ବିଚାରକ ମଣ୍ଡଳୀ ଙ୍କ ଦ୍ଵାରା ଆକର୍ଷଣୀୟ ହୋଇଥିବା ପୂଜାମଣ୍ଡପ ଅନୁଷ୍ଠାନ କୁ ଆଜି ମିଳିବ ପୁରସ୍କାର। ଗଣପର୍ବ ପାଲଟିଛି ପାରାଦୀପ ର ବିଶ୍ବକର୍ମା ପୂଜା । ଚଳିତବର୍ଷ ଆଶାତୀତ ଜନଗହଳି । ଦୋଛକି ଠାରୁ ପାରାଦୀପ ପର୍ଯ୍ୟନ୍ତ ଆଶାତୀତ ଜନଗହଳି। ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍, ହେଲେ ଚଳିତବର୍ଷ ପୂଜା ର ସମସ୍ତ ତୋରଣ ଠାରୁ ମୂର୍ତ୍ତି କାରଗରୀ ମାନେ ନିଜନିଜର ନିଖୁଣ କାରୁକାର୍ଯ୍ୟ ଦେଖାଇଛନ୍ତି। ଯାହାକୁ ଦେଖିବା ପାଇଁ ଜନଗହଳି ବୃଦ୍ଧି ପାଇଛି। କେଉଁଠି ଡାକଘର ର ପୂରୁଣା ସ୍ମୃତି କୁ ତୋରଣ ମାଧ୍ୟମରେ ଦର୍ଶା ଯାଇଛି ତ କେଉଁଠି ଅହମଦା ବାଦ୍ ଠାରେ ହୋଇଥିବା ପ୍ଲେନ୍ ସ୍କ୍ରାଚ୍ ର ନିଖୁଣ ଚିତ୍ର ସମସ୍ତ ଦର୍ଶକ ଙ୍କ ମନ କିଣି ନେଇଛି। ଏହାଛଡା ଦୂରଦୂରାନ୍ତରୁ ଆସୁଥିବା ଦର୍ଶକ ଙ୍କ ପାଇଁ ସେବା ଯୋଗାଇ ଦେବାପାଇଁ ମୃଦ୍ୟୁ ପାନୀୟ ଯୋଗାଇ ଦିଆ ଯାଉଥିବା ବେଳେ ବିବିଏମ୍ଏସ୍ ତରଫରୁ ଚରୁ ଅର୍ଣ୍ଣ ପ୍ରସାଦ ପ୍ରତିଦିନ ଦିଆଯାଉଛି। ପ୍ରତି ଅନୁଷ୍ଠାନ ନିଜନିଜର ମଣ୍ଡପ କୁ ନେଇ ଗର୍ବ ଅନୁଭବ କରିବା ପ୍ରତିଦ୍ବନ୍ଦିତା ନୁହେଁ ଦର୍ଶକ ମାନେ ଖୁସି ରହିଲେ ଆମ୍ଭର ତାହା ପୁରସ୍କାର ବୋଲି କହିଛନ୍ତି ପାରାଦୀପ ବନ୍ଦର ମଜଦୁର ସଂଘର କର୍ମକର୍ତ୍ତା। ପ୍ରତିବର୍ଷ ବିଶ୍ବକର୍ମା ପୂଜା ର ସମସ୍ତ ମଣ୍ଡପ ର ସୌନ୍ଦର୍ଯ୍ୟ କୁ ନେଇ ପୂଜା କମିଟି କୁ ସମ୍ମାନ ଜଣାଇବା ସହ ପୁରସ୍କୃତ କରା ଯାଇଥାଏ। ଏନେଇ ସମସ୍ତ ପୂଜା କମିଟି ତରଫରୁ ନିଜନିଜର ସବୁଠାରୁ ଭଲ କରିବା ପାଇଁ ତୋରଣ, ମୂର୍ତ୍ତି, ଭିତର ଓ ବାହାର ସାଜସଜ୍ଜା କୁ ନେଇ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଯାହାକୁ ବିଚାରକ ମଣ୍ଡଳୀ ଭାବେ ପାରାଦୀପ ବନ୍ଦର ଅଧିକାରୀ ଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ଏକ ୬ଜଣିଆ ଟିମ୍ ପରିଦର୍ଶନ କରିବା ସହିତ ମୂଲ୍ୟାଙ୍କନ କରିଛନ୍ତି। ଆଜି ସଂନ୍ଧ୍ୟା ରେ ଅତିଥି ମାନଙ୍କ ଦ୍ବାରା ପ୍ରତି ପୂଜା ମଣ୍ଡପ ର ସୌନ୍ଦର୍ଯ୍ୟ କୁ ନେଇ ପୁରସ୍କୃତ କରାଯିବ ବୋଲି ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ଏନେଇ ସମସ୍ତ ପୂଜା କମିଟି ଉତ୍ସାହିତ ଥିବା ବେଳେ ଆସନ୍ତା ବୁଧବାର ବଡ ଧୁମଧାମରେ ଭଷାଣୀ ଉତ୍ସବ କରାଯିବ। ଆଶାତୀତ ଭିଡକୁ ପୋଲିସ ପ୍ରଶାସନ ନିୟନ୍ତ୍ରଣ ଓ ପ୍ରଶାସନ ସୂଚାରୁରୂପେ ପରିଚାଳନା ପାରାଦୀପ ବିଶ୍ବକର୍ମା ପୂଜା ସମସ୍ତ ଦର୍ଶକ ଙ୍କ ମନ ମୋହିଛି।
ବାଇଟ- ୧ -
ବାଇକ -୨-
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SKSundram Kumar
FollowSept 23, 2025 13:34:330
Report
HBHemang Barua
FollowSept 23, 2025 13:34:250
Report
DKDARSHAN KAIT
FollowSept 23, 2025 13:34:160
Report
RKRAJESH KUMAR
FollowSept 23, 2025 13:34:030
Report
NTNeeraj Tripathi
FollowSept 23, 2025 13:33:56Uska Khurd, Uttar Pradesh:संतकबीरनगर में जमीन विवाद में दो पक्ष आमने सामने आ गए और जमकर मारपीट हुई
CLOSE PTC- पुलिस ने आरोपियों के खिलाफ मामला दर्ज कर लिया है और मामले की जांच में जुट गई है
0
Report
GZGAURAV ZEE
FollowSept 23, 2025 13:33:460
Report
SHSAYED HUSSAIN AKHTAR
FollowSept 23, 2025 13:33:370
Report
SASHAKIL AHMAD
FollowSept 23, 2025 13:33:060
Report
DSDevendra Singh
FollowSept 23, 2025 13:32:290
Report
KSKumar Shashivardhan
FollowSept 23, 2025 13:32:200
Report
DGDeepak Goyal
FollowSept 23, 2025 13:32:090
Report
TSTripurari Sharan
FollowSept 23, 2025 13:31:440
Report
NJNarendra Jaiswal
FollowSept 23, 2025 13:31:320
Report
DCDILIP CHOUDHARY
FollowSept 23, 2025 13:30:390
Report