Back
Paradip में चौथे दिन विश्वकर्मा पूजा: अकल्पनीय भीड़, देखकर दंग रह जाएंगे
NBNARAYAN BEHERA
Sept 21, 2025 12:01:53
Paradeep, Odisha
Slug - 4th day Puja
Dt - 21/09/2025
Place - Paradip
Format - Avb
Anchor - ବିଶ୍ୱକର୍ମା ପୂଜାର ଚତୁର୍ଥ ସଂନ୍ଧ୍ୟାରେ ଅସମ୍ଭାଳ ଭିଡ। ଜମୁଛି ପାରାଦୀପ ର ଗଣପର୍ବ ବିଶ୍ୱକର୍ମା ପୂଜା । ପାଗ ଅନୁକୂଳ ଥିବା ରୁ ପ୍ରତ୍ୟେକ ଦିନ ସଂନ୍ଧ୍ୟା ରେ ଦେଖିବ ଅସମ୍ଭବ ଜନଗହଳି । ବିଭିନ୍ନ ପୂଜାକମିଟି ତରଫରୁ ନିର୍ମାଣ ହୋଇଥିବା ସୁସଜ୍ଜିତ ତୋରଣ ଓ ଆଲୋକମାଳା ରେ ଝଲସୁଛି ବନ୍ଦର ନଗରୀ ପାରାଦୀପ। ରାଜ୍ୟ ତଥା ରାଜ୍ୟ ବାହାର କଳାକାର ମାନଙ୍କ ଦ୍ଵାରା ପରିବେଷଣ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଜା ନେବା ସହିତ ମିନାବଜାର ରୁ ଘରକରଣା ଜିନିଷ କିଣି ଚଟପଟି ଖାଦ୍ୟର ମଜା ନେଉଛନ୍ତି ଦର୍ଶକ । ପାରାଦୀପ ତଥା ଆଖପାଖ ଅଞ୍ଚଳର ଲୋକ ବିଶ୍ବକର୍ମା ପୂଜା ବୁଲିବାକୁ ଆସୁଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡା ଓ କଟକ କାହିଁକି ଓଡିଶାର କୋଣ ଅନୁକୋଣରୁ ଛୁଟି ଆସୁଛନ୍ତି ପାରାଦୀପ ର ବିଶ୍ବକର୍ମା ପୂଜା ଦେଖିବା ପାଇଁ ଦର୍ଶକ। ପାଗ ଯଦି ଏହିପରି ଭଲ ରୁହେ ଆହୁରି ଜନ ସମାଗମ ହେବ ବୋଲି ଅନୁମାନ କରା ଯାଉଛି। ଚଳିତ ବିଶ୍ୱକର୍ମା ପୂଜାର ପ୍ରତ୍ୟେକ ଦିନ ଭିଡ ରହିଥିବା ବେଳେ ଚତୁର୍ଥ ଦିନ ସଂନ୍ଧ୍ୟା ରେ ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ଼,ଲକ୍ଷ ଲକ୍ଷ ଦର୍ଶକଙ୍କ ଆଗମନ ରେ ବନ୍ଦରନଗରୀ ଫାଟି ପଡୁଥିବା ବେଳେ ପାରାଦୀପ ଗଣପର୍ବ ବିଶ୍ୱକର୍ମା ପୂଜାର ମଜା ଲୁଟୁଛନ୍ତି ଦର୍ଶକ । ବିଭିନ୍ନ ପୂଜା କମିଟି ତରଫରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ କାରୁକାର୍ଯ୍ୟ ନିର୍ମିତ ବିଶାଳ ସୁଉଚ୍ଚ ତୋରଣ ପୂଜାର ଶୋଭା ବର୍ଦ୍ଧନ କରୁଛି।ବିଶ୍ବକର୍ମା ପୂଜା ର ଅସମ୍ଭାଳ ଭିଡକୁ ପୋଲିସ ପ୍ରଶାସନ ନିୟନ୍ତ୍ରଣ କରିଥିବା ବେଳେ ପରିମଳ ବ୍ୟବସ୍ଥା କୁ ସଠିକ ଭାବରେ ପରିଚାଳନା କରିଛି ଜିଲ୍ଲା ଓ ପୌର ପ୍ରଶାସନ। ଯାହା ଫଳରେ ଚଳିତବର୍ଷ ବିଶ୍ବକର୍ମା ପୂଜା ରେ ଅସମ୍ଭାଳ ଭିଡ ଥିଲେ ମଧ୍ୟ ଲୋକେ ବିଶ୍ବକର୍ମା ପୂଜା ର ଭରପୁର ମଜା ଉଠାଇଛନ୍ତି ବୋଲି ଦର୍ଶକ ମାନେ କହିଛନ୍ତି।
ବାଇଟ-୧-କଳ୍ପସୁନ୍ଦର ରଣା,( ଦର୍ଶକ )
ବାଇଟ-୨-ଶ୍ବେତାଲିନ୍ ସାହୁ,( ଦର୍ଶକ )
ବାଇକ -୩- ମଣୀ ଶଙ୍କର ପରିଡା। ( ଯୁବ ସମାଜସେବୀ )
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
APAVINASH PATEL
FollowSept 21, 2025 15:48:000
Report
MVManish Vani
FollowSept 21, 2025 15:47:49Jobat, Madhya Pradesh:पुलिस विभाग को ज्ञापन देते हुए विजुअल भेजा है
0
Report
RMRoshan Mishra
FollowSept 21, 2025 15:47:40Noida, Uttar Pradesh:शारदीय नवरात्रि से लागू होने जा रहे NextGenGST Reforms से युवा, महिला और किसान सहित सभी वर्गों के जीवन में बेहतरी आएगी : मुख्यमंत्री डॉ. मोहन यादव
0
Report
PPPraveen Pandey
FollowSept 21, 2025 15:47:280
Report
NSNITIN SRIVASTAVA
FollowSept 21, 2025 15:46:51Barabanki, Uttar Pradesh:2C के लिए बाराबंकी हैदरगढ़ आसनेश्वर मंदिर स्टोरी।
0
Report
NTNagendra Tripathi
FollowSept 21, 2025 15:46:320
Report
WJWalmik Joshi
FollowSept 21, 2025 15:45:520
Report
ASAMIT SONI
FollowSept 21, 2025 15:45:450
Report

0
Report
0
Report
HBHeeralal Bhati
FollowSept 21, 2025 15:32:580
Report
HBHeeralal Bhati
FollowSept 21, 2025 15:32:460
Report
ASABHISHEK SHARMA1
FollowSept 21, 2025 15:32:330
Report
SPSatya Prakash
FollowSept 21, 2025 15:31:520
Report
AMAsheesh Maheshwari
FollowSept 21, 2025 15:31:420
Report