Back
पवित्र महालय्या उत्सव: धवलमुखी भक्तों की अचंभित कर देने वाली तस्वीर
ANAJAY NATH
Sept 21, 2025 12:03:14
Sambalpur, Odisha
(FIRST PTC)
ପଵିତ୍ର ମହାଳୟା ଅବସରରେ ଧବଳମୁଖୀ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି ସିନ୍ଦୁରମୁହିଁ ମା ସମଲେଶ୍ୱରୀ| ବର୍ଷ ତମାମ ଭକ୍ତ ମା ଙ୍କୁ ସିନ୍ଦୁରମୁହିଁ ବେଶ ରେ ଦର୍ଶନ କରୁଥିବା ବେଳେ ପବିତ୍ର ମହାଳୟା ଠାରୁ ଅଢେଇ ଦିନ ପର୍ଯ୍ୟନ୍ତ ଧବଳମୁଖୀ ବେଶ ରେ ଦର୍ଶନ କରିଥାନ୍ତି ଭକ୍ତ ଓ ଶ୍ରଦ୍ଧାଳୁ| ମାନ୍ୟତା ରହିଛି ଏହି ଧବଳମୁଖୀ ବେଶ ରେ ମା ସମଲେଶ୍ୱରୀ ଙ୍କର ଦର୍ଶନ କଲେ ପଵିତ୍ର ଗଙ୍ଗା ଦର୍ଶନ ର ପୁଣ୍ୟ ମିଳେ| ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆଜି ବଡି ଭୋର ରୁ ଆସି ମା ଙ୍କର ଧବଳମୁଖୀ ବେଶ ର ଦର୍ଶନ କରିବା ସହ ଆଶୀର୍ବାଦ ନେଉଛନ୍ତି|ଗତକାଲି ରାତି ଠାରୁ ମା ଙ୍କୁ ଧବଳମୁଖୀ ବେଶ କରାଯାଇଥିବା ବେଳେ ଆଜି ସକାଳୁ ମଙ୍ଗଳ ଆଳତି ପରେ ଭକ୍ତ ମାନେ ମା ଙ୍କର ଦର୍ଶନ ଲାଭ କରି ଆଶୀର୍ବାଦ ନେଇଛନ୍ତି|ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ତରଫରୁ ମଧ୍ୟ ଭକ୍ତ ଙ୍କ ଦର୍ଶନ ପାଈଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି| ଖରା ଓ ଗୁଳୁଗୁଳି କୁ ଦୃଷ୍ଟି ରେ ରଖି ଯଦି କାହାକୁ ଅଂଶୁଘାତ ହୁଏ ତା ହେଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଡାକ୍ତର ଙ୍କ ସହ ଶୀତତାପ ନିୟନ୍ତ୍ରିତ କକ୍ଷ ର ମଧ୍ୟ ବ୍ୟବସ୍ଥା କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି|
Byte - ଚଞ୍ଚିକା ସା,ବରଗଡ଼
Byte - ଯୋଗେଶ୍ୱରୀ ମେହେର, ବୀରମହାରାଜପୁର
Byte - ପଲ୍ଲବୀ ମେହେର,ଭେଡେନ
Byte - ସବିତା ମିଶ୍ର,ସମ୍ବଲପୁର
Byte - ଅମ୍ବିକା ରାଏ,ମୁଖ୍ୟ ପୂଜକ
Byte - ସଞ୍ଜୟ ବାବୁ,ସଭାପତି,ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ,ସମ୍ବଲପୁର
(END PTC)
1
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
APAVINASH PATEL
FollowSept 21, 2025 15:48:001
Report
MVManish Vani
FollowSept 21, 2025 15:47:49Jobat, Madhya Pradesh:पुलिस विभाग को ज्ञापन देते हुए विजुअल भेजा है
3
Report
RMRoshan Mishra
FollowSept 21, 2025 15:47:40Noida, Uttar Pradesh:शारदीय नवरात्रि से लागू होने जा रहे NextGenGST Reforms से युवा, महिला और किसान सहित सभी वर्गों के जीवन में बेहतरी आएगी : मुख्यमंत्री डॉ. मोहन यादव
0
Report
PPPraveen Pandey
FollowSept 21, 2025 15:47:280
Report
NSNITIN SRIVASTAVA
FollowSept 21, 2025 15:46:51Barabanki, Uttar Pradesh:2C के लिए बाराबंकी हैदरगढ़ आसनेश्वर मंदिर स्टोरी।
0
Report
NTNagendra Tripathi
FollowSept 21, 2025 15:46:320
Report
WJWalmik Joshi
FollowSept 21, 2025 15:45:520
Report
ASAMIT SONI
FollowSept 21, 2025 15:45:450
Report

0
Report
0
Report
HBHeeralal Bhati
FollowSept 21, 2025 15:32:580
Report
HBHeeralal Bhati
FollowSept 21, 2025 15:32:460
Report
ASABHISHEK SHARMA1
FollowSept 21, 2025 15:32:330
Report
SPSatya Prakash
FollowSept 21, 2025 15:31:520
Report
AMAsheesh Maheshwari
FollowSept 21, 2025 15:31:420
Report