Back
रत्नभंडार स्थानांतरण शुरू, श्री मन्दिर तक पहुँच पर क्या असर?
SMSanjay Mohapatra
Sept 24, 2025 17:01:30
Puri, Odisha
Ratnabhandar
()ଅସ୍ଥାୟୀ ରତ୍ନଭଣ୍ଡାରରୁ ଶ୍ରୀମନ୍ଦିର ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୯ଟା ୪୫ ମିନିଟରେ ଶ୍ରୀମନ୍ଦିର ଶୋଧ କରି ଭକ୍ତଙ୍କ ଦର୍ଶନ ବନ୍ଦ କରାଗଲା। ସେପଟେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇଥିବା ବେଳେ ସେଥିରେ ଜିଲ୍ଲାପାଳ, ଏସପି,ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଦେଉଳକରଣ, ତଢାଉ କରଣଙ୍କ ସମେତ କମିଟି ସଦଶ୍ୟ ସାମିଲ ହୋଇଥିଲା। ତା ପରେ ସମସ୍ତ ସଦଶ୍ୟ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ.ଆଉ ଠିକ ଦିନ ୧୦ ଟାରୁ ଆରମ୍ଭ ହୋଇଥିଲା ସ୍ଥାନାନ୍ତର ପ୍ରକ୍ରିୟା। ବେହରଣ ଦ୍ୱାର ନିକଟରେ ମେଟାଲ ଡିଟେକ୍ଟର ଲଗାଯାଇ ଥିବା ବେଳେ ସେହିଠାରେ କମିଟି ସଦଶ୍ୟଙ୍କୁ ଯାଞ୍ଚ କରାଯାଇଥିଲା। ତେବେ ମୁଖ୍ୟଭଣ୍ଡାର ଚାବି ଟ୍ରେଜେରିରୁ ନୀତି ପ୍ରଶାସକ ଆଣିଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲା ଯାଇଛି। ଏହି ସମୟରେ ଗଜପତିଙ୍କ ପ୍ରତିନିଧି, ଭଣ୍ଡାର ମେକାପ ଉପସ୍ଥିତ ରହି ଖୋଲା ଯାଇଥିଲା। ସେପଟେ ଓଡ୍ରାଫ ଟିମ ପକ୍ଷରୁ ଭିତର ରତ୍ନଭଣ୍ଡାରରେ ଅସ୍ଥାୟୀ ଆଲୋକୀକରଣ କରାଯାଇଛି। ସେପଟେ ଅସ୍ଥାୟୀ ଭଣ୍ଡାର ଘର ଯଥା ଖଟ ଶେଜ ଓ ଚାଙ୍ଗଡ଼ା ଘର ଖୋଲାଯାଇ ସେଥିରେ ଥିବା ୭ଟି ଗଡ଼ରେଜକୁ ପ୍ରାଥମିକ ସ୍ଥାନାନ୍ତର ପରେ ଚାଙ୍ଗଡ଼ା ଘରେ ଥିବା ବାହାର ଭଣ୍ଡାରର ସିନ୍ଦୁକ ଓ ଟ୍ରଙ୍କ ସ୍ଥାନାନ୍ତର ହେବ।ତେବେ ଏ ନେଇ ମାର୍ଗଦର୍ଶିକା ଆଧାରରେ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଯାଇଛି ମେଟାଲ ଡିଟେକ୍ଟର। ପୋଲିସ ପକ୍ଷରୁ ଶ୍ରୀମନ୍ଦିର ଭିତରକୁ ଗଲା ମେଟାଲ ଡିଟେକ୍ଟର ସହିତ ଅନ୍ୟାନ୍ୟ ଅତ୍ୟାଧୁନିକ ମେସିନ। ସେପଟେ ବେହରଣ ଦ୍ୱାର ନିକଟରେ ଲଗାଗଲା ମେଟାଲ ଡିଟେକ୍ତର. ସେଥିରେ କମିଟି ସଦଶ୍ୟଙ୍କୁ ଯାଞ୍ଚ କରି ଭିତରକୁ ଛଡା ଯାଇଛି। ଏଥିପାଇଁ ପୋଲିସ ପକ୍ଷରୁ ଦୁଇଟି ଧରଣର ପାସ ବ୍ୟବସ୍ଥା ହୋଇଛି। କମିଟି ସଦଶ୍ୟ ଓ ଅଧିକୃତ ପାଳିଆଙ୍କ ପାଇଁ ହୋଇଛି ବ୍ୟବସ୍ଥା। ସେପଟେ ଶ୍ରୀମନ୍ଦିର ଚାରିଦ୍ୱାରେ ସୁରକ୍ଷା ବ୍ୟବସ୍ଥା ମୁତୟନ ହେଲାଣି। ୧୩ସେକ୍ସନ ଫୋର୍ସ ମୁତୟନ ସହ ଠିକ ୧୦ଟାରେ ମନ୍ଦିର ଭିତର ଶୋଧ ହୋଇଥିଲା ।୧୧ ଜଣିଆ କମିଟି ସଦଶ୍ୟ ମାନେ ପରମ୍ପରିକ ବେଶ ମଠା ମକୁଟା ପରିଧାନ କରି ଯାଇଛନ୍ତି। ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ସରିଲେ ପୁନଃ ଦର୍ଶନ ଆରମ୍ଭ ହେବ।
ବାଇଟ୍- ଜଷ୍ଟିସ ବିଶ୍ୱନାଥ ରଥ,ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ
ବାଇଟ୍- ସେବାୟତ
ବାଇଟ୍- ସେବାୟତ
(ଭିଓ୨) ସେପଟେ ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କାରର ଗଣତି ମଣତି ହେବ ବୋଲି ନୂଆ ସରକାର ପ୍ରତିଶ୍ରୁତି ଦେଇଥିଲେ। ରତ୍ନଭଣ୍ଡାର ଗତବର୍ଷ ଜୁଲାଇ ୧୪ରେ ଖୋଲାଯାଇ ରତ୍ନଭଣ୍ଡାରୁ ରତ୍ନାଳଙ୍କାର ସିପ୍ଟ କରାଯାଇଥିଲା। ତାପରେ ମରାମତି ସରିଥିଲା। ସରକାର ନିଷ୍ପତ୍ତି ନେଇଥିଲେ ମରାମତି ସରିବା ପରେ ଗଣତିମଣତି କରାଯିବ। ମାତ୍ର ଏବେ ଅଳଙ୍କାର ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ କରାଯାଉଛି। କିନ୍ତୁ ଆଉ ଗଣତି ମଣତି ହେବା କଥା ମାତ୍ର ଏବେ ନା ଶ୍ରୀମନ୍ଦିର ପ୍ରଶାସନ ନା ସରକାର ଏବିଷୟରେ ସ୍ପଷ୍ଟ କରୁଛନ୍ତି। ତେବେ ସରକାର କାହିଁକି ନିଜ ପ୍ରତିଶ୍ରୁତିରୁ ଓହରି ଗଲେ ବୋଲି ଅଭିଯୋଗ ଆଣିଛନ୍ତି ବରିଷ୍ଠ ସେବାୟତ।
ବାଇଟ୍- ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ ବରିଷ୍ଠ ସେବାୟତ
3
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
AAAkshay Anand
FollowSept 24, 2025 23:00:212
Report
AAAkshay Anand
FollowSept 24, 2025 23:00:13Noida, Uttar Pradesh:Bijnor Police
थाना चांदपुर पुलिस द्वारा पुलिस मुठभेड के दौरान गौकशी की घटना कारित करने वाले 02 अभियुक्तगण को पशु वध के उपकरण, अवैध शस्त्र व एक मोटरसाइकिल सहित किया गिरफ्तार।
0
Report
ASAmit Singh
FollowSept 24, 2025 19:01:2114
Report
RSRakesh Singh Thaku
FollowSept 24, 2025 19:01:0614
Report
RRRakesh Ranjan
FollowSept 24, 2025 19:00:5614
Report
BSBALINDER SINGH
FollowSept 24, 2025 19:00:4914
Report
ACAmit Chaudhary
FollowSept 24, 2025 19:00:2814
Report
AKAshok Kumar1
FollowSept 24, 2025 19:00:0813
Report

14
Report
VSVISHAL SINGH
FollowSept 24, 2025 18:47:270
Report
NJNeetu Jha
FollowSept 24, 2025 18:46:170
Report
JDJAYESHBHAI DOSHI
FollowSept 24, 2025 18:46:040
Report
ASArvind Singh
FollowSept 24, 2025 18:45:520
Report
ASAmit Singh
FollowSept 24, 2025 18:45:430
Report