Back
रत्नभंडार कल से स्थायी, मुख्यमंत्री की बड़ी घोषणा
SMSanjay Mohapatra
Sept 22, 2025 09:15:51
Puri, Odisha
RATNABHANDAR_OPEN
() ଆସନ୍ତାକାଲି ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହେବ ସମସ୍ତ ରତ୍ନାଳଙ୍କାର। ଚାଙ୍ଗଡ଼ା ଘରୁ ବାହାର ରତ୍ନଭଣ୍ଡାର ଓ ଖଟସେଜ ଘରୁ ଭିତର ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତରିତ ହେବ। ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଛି ବୈଠକ। ସେପଟେ * *ବିଶେଷ ସୂଚନା*
ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀ ଆସନ୍ତା ୨୩ ସେପ୍ଟେମ୍ବର (ମଙ୍ଗଳବାର) ଦିନ ସ୍ଥାୟୀ ରତ୍ନଭଣ୍ଡାରକୁ, ରାଜ୍ଯ ସରକାରଂକ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ, ସ୍ଥାନାନ୍ତର କରାଯିବ l
ଏଥିପାଇଁ ସେପ୍ଟେମ୍ବର ୨୩ ତାରିଖରେ, ସକାଳ ୧୦ (ଦଶ) ଘଟିକା ଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ ହେବା ସହ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ଶୋଧ କରାଯିବ l ଶ୍ରୀମନ୍ଦିର ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ଭକ୍ତଙ୍କ ପ୍ରବେଶ ବାରଣ ରହିବ l
ତେବେ ମହାପ୍ରସାଦ ପାଇବାକୁ ଇଚ୍ଛୁକ ଭକ୍ତମାନେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ନେଇ ପାରିବେ l ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ୱାଭାବିକ ହେବ l
ମହାପ୍ରଭୁଙ୍କ ସେବାରେ କରାଯାଉଥିବା ଏହି ଦର୍ଶନ କଟକଣା ପାଇଁ ଭକ୍ତମାନେ ସହଯୋଗ କରିବାକୁ ବିନମ୍ର ନିବେଦନ କରାଯାଉଛି ବୋଲି ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
GZGAURAV ZEE
FollowSept 22, 2025 11:06:460
Report
RKRupesh Kumar
FollowSept 22, 2025 11:06:340
Report
SKSATISH KUMAR
FollowSept 22, 2025 11:06:170
Report
RSRajkumar Singh
FollowSept 22, 2025 11:06:070
Report
BDBabulal Dhayal
FollowSept 22, 2025 11:05:300
Report
SSSHARVAN SHARMA
FollowSept 22, 2025 11:05:240
Report
SKSunny Kumar
FollowSept 22, 2025 11:05:100
Report
HKHitesh Kumar
FollowSept 22, 2025 11:04:520
Report
RNRajesh Nilshad
FollowSept 22, 2025 11:04:110
Report
KAKapil Agarwal
FollowSept 22, 2025 11:03:480
Report
ASAshok Singh Shekhawat
FollowSept 22, 2025 11:03:330
Report
RKRakesh Kumar Bhardwaj
FollowSept 22, 2025 11:03:210
Report
0
Report
PKPradeep Kumar
FollowSept 22, 2025 11:03:130
Report
ASAshok Singh Shekhawat
FollowSept 22, 2025 11:03:040
Report