Back
Paradip के समुद्र तट पर अंतरराष्ट्रीय साफ-सफाई दिवस की धूम
NBNARAYAN BEHERA
Sept 20, 2025 13:46:47
Paradeep, Odisha
Slug - Beach Clean
Dt - 20/09/2025
Place - Paradip
Format - Avb
Anchor - ଆଜି ଆନ୍ତର୍ଜାତୀୟ ତଟ ସଫେଇ ଦିବସ। ଏହି ପରିପ୍ରେକ୍ଷୀରେ ପାରାଦୀପରେ ସମୁଦ୍ର ବେଳାଭୂମି କୁ ସ୍ବଚ୍ଛ ରଖିବା ପାଇଁ ସମୁଦ୍ର ବେଳାଭୂମି କୁ ସଫେଇ କରିବା ସହ ଏକ ସଭାର ଆୟୋଜନ କରାଯାଇଥିଲା। ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ପାରାଦୀପ ଓ ପାରାଦୀପ ମୁନସିପାଲିଟି ଏବଂ ବନବିଭାଗ ମିଳିତ ସହଯୋଗ ରେ ଏହି ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ସମୁଦ୍ର ବେଳାଭୂମିକୁ କିପରି ସ୍ବଚ୍ଛ ରଖିବା ଏନେଇ ଏକ ସଭାର ଆୟୋଜନ କରା ଯାଇଥିବା ବେଳେ କାର୍ଯ୍ୟକ୍ରମ ରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କ ତତ୍ବାବଧାନରେ ପାରାଦୀପ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, ବନଖଣ୍ଡ ବିଭାଗ ଅଧିକାରୀ ଓ ପାରାଦୀପ ପୌରାଧ୍ୟକ ପ୍ରମୁଖ ଯୋଗଦେଇ ସମୁଦ୍ର ବେଳାଭୂମି କୁ କିପରି ସ୍ବଚ୍ଛ ରଖିବା ଓ ପ୍ଲାଷ୍ଟିକ ବ୍ୟବହାର ନକରିବା ଏନେଇ ଏକ ଶପଥପାଠ ଗ୍ରହଣ କରିଥିଲେ। ଆମ ବେଳାଭୂମି କୁ ସ୍ବଚ୍ଛ ରଖିବା ସହିତ ସମୁଦ୍ର କୁ ଯେପରି କୌଣସି ଆବର୍ଜନା ଯିବନାହିଁ, ଯାହା ଦ୍ୱାରା ଜଳଜୀବ ରକ୍ଷା ପାଇବା ସହିତ ଆମ ସମୁଦ୍ର ଆମ ସମ୍ପଦ ବୋଲି ପାରାଦୀପ ପୌରାଧ୍ୟକ ବସନ୍ତ ବିଶ୍ବାଳ କହିଥିବା ବେଳେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ପୌର କର୍ମଚାରୀ ମାନଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସ୍କୁଲ ଛାତ୍ରଛାତ୍ରୀ ମାନେ ଯୋଗଦେଇ ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ସଂକଳ୍ପ ନେଇଥିଲେ।
ବାଇଟ -୧- ପୁଷ୍କର ବେହେରା। (ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ)
ବାଇଟ -୨- ବସନ୍ତ କୁମାର ବିଶ୍ବାଳ। ( ପୌରାଧ୍ୟକ, ପାରାଦୀପ)
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
4
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement

0
Report
0
Report
KKKARAN KHURANA
FollowSept 20, 2025 15:20:140
Report
MMMohammad Muzammil
FollowSept 20, 2025 15:19:584
Report
PKPramod Kumar Gour
FollowSept 20, 2025 15:19:510
Report
ASAkash Sharma
FollowSept 20, 2025 15:19:400
Report
GPGYANENDRA PRATAP
FollowSept 20, 2025 15:19:160
Report
VSVISHAL SINGH
FollowSept 20, 2025 15:19:040
Report
RSRahul shukla
FollowSept 20, 2025 15:18:520
Report
SASHAKIL AHMAD
FollowSept 20, 2025 15:18:400
Report
NJNEENA JAIN
FollowSept 20, 2025 15:18:270
Report
RCRAJVEER CHAUDHARY
FollowSept 20, 2025 15:18:190
Report
ADASHISH DWIVEDI
FollowSept 20, 2025 15:18:040
Report
VSVISHAL SINGH
FollowSept 20, 2025 15:17:520
Report
SASARIFUDDIN AHMED
FollowSept 20, 2025 15:17:380
Report