Back
Kendujhar में पहली बार हाथी-मानव सह-अस्तित्व पर नाटक, लोग हैरान
AMABHAYA MOHANTY
Sept 20, 2025 10:36:45
Keonjhar, Odisha
ଆଙ୍କର: ହାତୀ, ମଣିଷ ସହାବସ୍ଥାନ ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରଥମ ଥର ପାଇଁ କେନ୍ଦୁଝରେ ଅଭିନୀତ ହେଲା ନାଟକ ଐରାବତ । ୨୧ ଜଣ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଙ୍କ ଦ୍ଵାରା ପରିବେଶିତ ଏହି ନାଟକ, ହାତୀ ଓ ମଣିଷଙ୍କ ମଧ୍ୟରେ ଲଢ଼େଇ ନୁହେଁ, ବରଂ ହାତୀ ଓ ମଣିଷଙ୍କ ମଧ୍ୟରେ କିପରି ସହାବସ୍ଥାନ ହୋଇପାରିବ, ସେ ଉପରେ ଗୁରୁତ୍ଵ ଦିଆଯାଇଛି । ବନ ବିଭାଗ ଦ୍ଵାରା ନୃତ୍ୟ, ଗୀତ ମଧ୍ୟମରେ ଆୟୋଜିତ ଏହି ନାଟକ ଆଜି କେନ୍ଦୁଝର ଅଡିଟୋରିୟମ୍ ରେ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ଵର ପ୍ରଜ୍ଞା ଖଟୁଆଙ୍କ ଟିମ୍ ଙ୍କ ଦ୍ଵାରା ଅଭିନୀତ ଏହି ନାଟକ ହାତୀର ଉତ୍ପତ୍ତି, ହାତୀର ମହତ୍ୱ, ରାଜା ରାଜୁଡ଼ା ସମୟରେ ହାତୀଙ୍କ ଗୁରୁତ୍ୱ, ହାତୀମାନେ ଏବେ ସମାଜରେ କିଭଳି କ୍ଷୟକ୍ଷତି କରୁଛନ୍ତି, ଲୋକମାନେ ହାତୀଙ୍କ ଦ୍ଵାରା କିଭଳି ପ୍ରଭାବିତ ହେଉଛନ୍ତି, ଲୋକମାନେ ହାତୀଙ୍କ ପ୍ରତି କିପରି ସଠିକ୍ ବ୍ୟବହାର କରୁ ନାହାଁନ୍ତି, ବନ ବିଭାଗର ଦାୟିତ୍ଵ ଆଦି ଉପରେ ନୃତ୍ୟ, ଗୀତ ମାଧ୍ୟମରେ ଦର୍ଶାଇଥିଲେ । ପରବର୍ତ୍ତୀ ସମୟରେ ଏହି ନାଟକକୁ ଜିଲ୍ଲାର ହାତୀ ପ୍ରବଣ ୧୫୦ଟି ଗାଁରେ ଅଭିନୀତ କରାଯିବ ବୋଲି କହିଛନ୍ତି କେନ୍ଦୁଝର DFO. କେନ୍ଦୁଝର DFO ଙ୍କ ଦ୍ଵାରା ଆଗତ ଏହି ପ୍ରସ୍ତାବକୁ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରମାନେ ନାଟକ ମାଧ୍ୟମରେ ଦର୍ଶାଇବାକୁ ଅପ୍ରାଣ ଉଦ୍ୟମ କରିଥିବା କହିଛନ୍ତି ସୁନାମଧନ୍ୟ ସିନେ କଳାକାର ଅଶ୍ରୁମୋଚନ ମହାନ୍ତି ।
ବାଇଟ ୧- ଅଶ୍ରୁମୋଚନ ମହାନ୍ତି, ସିନେ କଳାକାର ।
ବାଇଟ ୨ - ଧନରାଜ ଏଚ.ଡି., DFO, କେନ୍ଦୁଝର ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AMABHAYA MOHANTY
FollowSept 20, 2025 12:21:090
Report
HKHARI KISHOR SAH
FollowSept 20, 2025 12:20:480
Report
DKDARSHAN KAIT
FollowSept 20, 2025 12:20:000
Report
SBSharad Bhardwaj
FollowSept 20, 2025 12:19:291
Report
0
Report
AAANOOP AWASTHI
FollowSept 20, 2025 12:18:370
Report
ATArun Tripathi
FollowSept 20, 2025 12:18:050
Report
PKPrakash Kumar Sinha
FollowSept 20, 2025 12:17:440
Report
YMYadvendra Munnu
FollowSept 20, 2025 12:17:370
Report
MTMadesh Tiwari
FollowSept 20, 2025 12:17:300
Report
PKPrashant Kumar
FollowSept 20, 2025 12:17:210
Report
SRSANJAY RANJAN
FollowSept 20, 2025 12:17:090
Report
NJNEENA JAIN
FollowSept 20, 2025 12:16:550
Report
PCPranay Chakraborty
FollowSept 20, 2025 12:16:450
Report
ASABHISHEK SHARMA1
FollowSept 20, 2025 12:16:190
Report