Back
सम्बलपुर विधायक ने किसानों से बातचीत की मांग की
ANAJAY NATH
Feb 14, 2026 13:34:40
Sambalpur, Odisha
ସୁଭଦ୍ରା ମେଳା ରେ କୃଷି ମେଳା କୁ ଚାଷୀ ବିରୋଧ ପ୍ରଦର୍ଶନ କରିଥିବା ବେଳେ ସମ୍ବଲପୁର ବିଧାୟକ ତାଙ୍କ ସହିତ ଆଲୋଚନା ପାଇଁ କହିଛନ୍ତି |ସେ କହିଛନ୍ତି ଯେ ମୂଁ ସମ୍ବଲପୁର ର ବିଧାୟକ ଜନ ପ୍ରତିନିଧି କଣ ଅସୁବିଧା ଅଛି ମୋ ସହିତ ଆଲୋଚନା କରନ୍ତୁ |ସୂଚନା ଥାଉ କି ଗତକାଲି ସମ୍ବଲପୁର ବିର୍ସା ମୁଣ୍ଡା ପଡିଆ ଠାରେ ଆୟୋଜିତ ସୁଭଦ୍ରା ମେଳା କୁ ଚାଷୀ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲା | ବର୍ତମାନ ପର୍ଯ୍ୟନ୍ତ ଚାଷୀ ଙ୍କର ଧାନ କିଣାବିକା ସୁରୁଖୁରୁରେ ହୋଇ ପାରିନାହିଁ |ଏହା ପରେ ଉପ ମୁଖ୍ୟମନ୍ତ୍ରୀ ଚାଷୀ ଙ୍କୁ ନୌଟଙ୍କି କହିଥିବା ଅଭିଯୋଗ କରିଥିଲା ଚାଷୀ |ସେଥିପାଇଁ ସରକାରଙ୍କର ଚାଷୀ ମାରଣ ନୀତି କୁ ବିରୋଧ କରି ବିର୍ସା ମୁଣ୍ଡା ପଡିଆରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା |ତାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PKPrashant Kumar
FollowFeb 14, 2026 15:16:540
Report
PKPrakash Kumar Sinha
FollowFeb 14, 2026 15:16:140
Report
CRCHANDAN RAI
FollowFeb 14, 2026 15:16:000
Report
RKRishikesh Kumar
FollowFeb 14, 2026 15:15:220
Report
DIDamodar Inaniya
FollowFeb 14, 2026 15:04:030
Report
ASANIMESH SINGH
FollowFeb 14, 2026 15:03:370
Report
HCHEMANT CHAPUDE
FollowFeb 14, 2026 15:03:100
Report
NSNiroj Satapathy
FollowFeb 14, 2026 15:02:480
Report
SRSANDEEP RATHORE
FollowFeb 14, 2026 15:02:350
Report
AMAsheesh Maheshwari
FollowFeb 14, 2026 15:02:070
Report
ATALOK TRIPATHI
FollowFeb 14, 2026 15:01:570
Report
VPVEDENDRA PRATAP SHARMA
FollowFeb 14, 2026 15:01:440
Report
RKRANJEET Kumar OJHA
FollowFeb 14, 2026 15:01:320
Report
1
Report
RKRANJEET Kumar OJHA
FollowFeb 14, 2026 15:01:000
Report