Back
ओडिशा के राज्यस्तरीय नाटक उत्सव का उद्घाटन रंगारंग, आयोजनों का समागम
ANAJAY NATH
Mar 10, 2026 06:45:34
Sambalpur, Odisha
ରାଜ୍ୟସ୍ତରୀୟ ନାଟକ ଉତ୍ସବ ରଙ୍ଗ ସଙ୍ଗମ ର ଉଦଘାଟନୀ ସନ୍ଧ୍ୟା ରେ ମଞ୍ଚସ୍ଥ ହେଲା ନାଟକ ଅନନ୍ୟ | ଓଡିଶା ଭାଷା ସାହିତ୍ୟ oଓ ସଂସ୍କୃତି ପରିଷଦ,ଓଡିଶା ସଂଗୀତ ନାଟକ ଏକାଡେମୀ,ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ର ମିଳିତ ସହଯୋଗ ରେ ଏହି ରାଜ୍ୟସ୍ତରୀୟ ନାଟକ ଉତ୍ସବ ଅନୁଷ୍ଠିତ ହେଉଛି |ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟ ରେ ମାର୍ଚ୍ଚ ନଅ ତାରିଖ ରୁ ଏହି ନାଟକ ଉତ୍ସବ ଆରମ୍ଭ ହୋଇ ୧୩ ତାରିଖ ରେ ସମାପନ ହେବ |ରାଜ୍ୟ ର ବିଭିନ୍ନ ସ୍ଥାନ ର ନାଟ୍ୟ ଦଳ ମାନେ ଆସି ନିଜର ନାଟକ ପରିବେଷଣ କରିବେ |ପ୍ରତ୍ୟେକ ଦିନ ସନ୍ଧ୍ୟା ସାତ ଟା ରେ ନାଟକ ଆରମ୍ଭ ହୋଇ ସାଢେ ଆଠ ଟା ମଧ୍ୟରେ ସମାପ୍ତ ହେବ | ଏହି ନାଟକ ଉତ୍ସବ ଟି ସମ୍ପୂର୍ଣ୍ଣ ଭାବରେ ଦେୟମୁକ୍ତ ଅଟେ |ସେଥିପାଇଁ ସମସ୍ତଙ୍କୁ ନାଟକ ଉପଭୋଗ କରିବା ପାଇଁ ଅନୁରୋଧ କରାଯାଇଛି |ଉଦଘାଟନୀ ସନ୍ଧ୍ୟା ର ନାଟକ 'ଅନନ୍ୟ' ବ୍ରଜେନ୍ଦ୍ର ନାୟକଙ୍କ ଦ୍ୱାରା ରଚିତ ଓ ନିର୍ଦେଷିତ ହୋଇଥିଲା |ଆଦର୍ଶବାଦ ଓ ବାସ୍ତବବାଦ କୁ ନେଇ ଏହି ନାଟକ ବୋଲି କହିଛନ୍ତି ନିର୍ଦେଶକ |ଏହି ଉଦଘାଟନୀ ସନ୍ଧ୍ୟା କୁ ଓଡିଶା ସଂଗୀତ ନାଟକ ଏକାଡେମୀ ର ସେକ୍ରେଟାରୀ ଉଦଘାଟନ କରିଥିଲେ |ସମ୍ବଲପୁର ରେ ନାଟ୍ୟ ଉପଯୋଗୀ ମଞ୍ଚ ନ ଥିବା ବାବଦରେ ସମସ୍ତ ଙ୍କର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା |ଦର୍ଶକ ମାନେ ମଧ୍ୟ ନାଟକ ଟିକୁ ଉପଭୋଗ କରିଥିଲେ |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DKDAVESH KUMAR
FollowMar 10, 2026 08:23:010
Report
RNRajesh Nilshad
FollowMar 10, 2026 08:22:440
Report
RVRaunak Vyas
FollowMar 10, 2026 08:22:320
Report
SSSUNIL SINGH
FollowMar 10, 2026 08:22:230
Report
ANAnil Nagar1
FollowMar 10, 2026 08:21:270
Report
KKKRISNDEV KUMAR
FollowMar 10, 2026 08:21:170
Report
DCDhruv Chaudhary
FollowMar 10, 2026 08:21:040
Report
NSNAVEEN SHARMA
FollowMar 10, 2026 08:20:570
Report
VSVishnu Sharma1
FollowMar 10, 2026 08:20:290
Report
AMAsheesh Maheshwari
FollowMar 10, 2026 08:20:170
Report
VKVijay1 Kumar
FollowMar 10, 2026 08:20:090
Report
ATArun Tripathi
FollowMar 10, 2026 08:20:000
Report
VRVIJAY RANA
FollowMar 10, 2026 08:19:480
Report
ANAnil Nagar1
FollowMar 10, 2026 08:18:300
Report
RKRakesh Kumar Bhardwaj
FollowMar 10, 2026 08:18:210
Report