Back
सम्बलपुर में राज्य स्तरीय नाटक उत्सव: महिला सशक्तिकरण पर केंद्रित रंगमंच
ANAJAY NATH
Mar 11, 2026 06:17:23
Sambalpur, Odisha
ସମ୍ବଲପୁର ରେ ନାହିଁ ନାଟକ ଉପଯୋଗୀ ମଞ୍ଚ | ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବର୍ଷ ଟିଏ ମଧ୍ୟରେ ମଞ୍ଚ ଓ ଜାତୀୟ ସ୍ତରର ନାଟକ ଉତ୍ସବ ହେବ ବୋଲି ସୂଚନା ଦେଇଛନ୍ତି ଓଡିଶା ସଂଗୀତ ନାଟକ ଏକାଡେମୀ ର ସମ୍ପାଦକ ଚନ୍ଦ୍ରଶେଖର ହୋତା |ରାଜ୍ୟସ୍ତରୀୟ ନାଟକ ଉତ୍ସବ ରଙ୍ଗ ସଙ୍ଗମ ର ଦ୍ୱିତୀୟ ସନ୍ଧ୍ୟା ରେ ନାରୀ ସଶକ୍ତିକରଣ,ନାରୀ ନିର୍ଯ୍ୟାତନା, ଯୌତୁକ ପ୍ରଥା ଉପରେଆଧାରିତ ନାଟକ 'ସ୍ୱୟଂବର' অনୁଷ୍ଠିତ ହୋଇଥିଲା |ନାଟକ ଟିକୁ ପରିବେଷଣ କରିଥିଲେ 'ଶ୍ରୀକ୍ଷେତ୍ର ନାଟ୍ୟଶାଳା' ପୁରୀ ର କଳାକାର ମାନେ |ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ସଂଗୀତ ନାଟକ ଏକାଡେମୀ,ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ପରିଷଦ ତରଫରୁ ସମ୍ବଲପୁର ରେ ପ୍ରଥମ ଥର ଆୟୋଜିତ ହେଉଛି ରାଜ୍ୟ ସ୍ତରୀୟ ନାଟକ ଉତ୍ସବ |ଏହି ଅବସରରେ ରାଜ୍ୟ ର ବିଭିନ୍ନ ଜିଲ୍ଲା ରୁ କଳାକାର ମାନେ ଆସି ନାଟକ ପରିବେଷଣ କୁରୁଛନ୍ତି | ଏହି ନାଟକ ଉତ୍ସବ ଟି ସମ୍ପୂର୍ଣ୍ଣ ଦେୟମୁକ୍ତ ରହିଥିବା ବେଳେ ଏହା ପ୍ରତ୍ୟେକ ଦିନ ସାଢେ ଛ ଟା ରେ ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ରେ ଆୟୋଜିତ ହେଉଛି |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RJRahul Joshi
FollowMar 11, 2026 09:01:460
Report
ASANIMESH SINGH
FollowMar 11, 2026 09:01:220
Report
JCJitendra Chaudhary
FollowMar 11, 2026 09:01:060
Report
0
Report
MMManoj Mondal
FollowMar 11, 2026 08:50:330
Report
RKRampravesh Kumar
FollowMar 11, 2026 08:50:140
Report
ANAnil Nagar1
FollowMar 11, 2026 08:50:020
Report
KKKRISNDEV KUMAR
FollowMar 11, 2026 08:49:410
Report
JPJai Prakash
FollowMar 11, 2026 08:49:270
Report
KKKRISNDEV KUMAR
FollowMar 11, 2026 08:48:380
Report
CDChampak Dutta
FollowMar 11, 2026 08:48:080
Report
ADAnup Das
FollowMar 11, 2026 08:47:410
Report
DDDeepak Dwivedi
FollowMar 11, 2026 08:46:27Gwalior, Bhopal, Madhya Pradesh:भोपाल
टाकीज के पास पाइप लाइन फूटी
वेसमेंट की दुकानों में भरा पानी
खुदाई के काम के दौरान फूटी पाइपलाइन
जनता में आक्रोश,किया चक्काजाम
0
Report
AMATUL MISHRA
FollowMar 11, 2026 08:46:020
Report
RSRajendra sharma
FollowMar 11, 2026 08:45:510
Report