Back
संबलपुर में श्रीराम के चित्रांकन से भक्ति कला जीवंत बनी
ANAJAY NATH
Mar 21, 2026 15:32:14
Sambalpur, Odisha
ସମ୍ବଲପୁର ରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଙ୍କਰ ଚିତ୍ର ଅଙ୍କନ ଓ ପ୍ରଦର୍ଶନ କର୍ମଶାଳା |ଏହି ଚିତ୍ର ଅଙ୍କନ ଓ ପ୍ରଦର୍ଶନ କର୍ମଶାଳା ରେ ପ୍ରଭୁ ଶ୍ରୀରାମ ଙ୍କ ସହ ତାଙ୍କ ସଂସ୍ପର୍ଶ ରେ ଆସିଥିବା ଚରିତ୍ର ଗୁଡିକୁ ମଧ୍ୟ ଜୀବନ୍ତ କରିବାକୁ ପ୍ରଚେଷ୍ଟା କରିଥିଲେ ଚିତ୍ରଶିଳ୍ପୀ |ଯୋଗ ଦେଲେ ଭବାନୀପାଟଣା ସହ ସମ୍ବଲପୁର ର ୨୦ ଜଣ ଚିତ୍ରଶିଳ୍ପୀ | ଆଜି ସକାଳୁ ସମଲେଶ୍ୱରୀ ମନ୍ଦିର ର ମହାନଦୀ ଘାଟ ରେ ଆୟୋଜିତ ଏହି ଚିତ୍ର ଅଙ୍କନ ଓ ପ୍ରଦର୍ଶନ କାର୍ଯ୍ୟକ୍ରମ ରେ ପ୍ରଭୁ ଶ୍ରୀରାମ ଙ୍କର ବିଭିନ୍ନ ସମୟ ର ଚିତ୍ର ଅଙ୍କନ କରିଥିଲେ କଳାକାର |ପ୍ରଭୁ ଶ୍ରୀରାମ ଙ୍କର ଭିନ୍ନ ଭିନ୍ନ ଜୀବନ ଶୈଳୀ ଉପରେ ଆଧାରିତ ଚିତ୍ର ଗୁଡିକ ବେଶ ମନଲୋଭା ହୋଇଥିଲା |କଳାକାର ମାନେ ମଧ୍ୟ ତୁଳୀ ଓ ରଙ୍ଗ ଦେଇ ସମର୍ପିତ ହୋଇ ପ୍ରଭୁ ଙ୍କର ଭିନ୍ନ ଭିନ୍ନ ମୁଦ୍ରା କୁ ତୁଳୀ ଓ ରଙ୍ଗ ସାହାଜ୍ୟ ରେ ଜୀବନ୍ତ କରିବା ପାଇଁ ଚେଷ୍ଟା କରିଥିଲେ |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RKRupesh Kumar
FollowMar 21, 2026 16:33:360
Report
VKVIJAY KUMAR2
FollowMar 21, 2026 16:33:190
Report
RKRakesh Kumar
FollowMar 21, 2026 16:32:310
Report
DKDARSHAN KAIT
FollowMar 21, 2026 16:32:010
Report
KLKANHAIYA LAL SHARMA
FollowMar 21, 2026 16:31:430
Report
DSDurag singh Rajpurohit
FollowMar 21, 2026 16:31:050
Report
MKMANTUN KUMAR ROY
FollowMar 21, 2026 16:30:500
Report
BSBhanu Sharma
FollowMar 21, 2026 16:30:200
Report
DRDamodar Raigar
FollowMar 21, 2026 16:15:34629
Report
PCPranay Chakraborty
FollowMar 21, 2026 16:15:17767
Report
AKAtul Kumar
FollowMar 21, 2026 16:05:29887
Report
KMKuldeep Malwar
FollowMar 21, 2026 16:04:59941
Report
AJAvinash Jagnawat
FollowMar 21, 2026 16:04:301065
Report
CRCHANDAN RAI
FollowMar 21, 2026 16:04:141008
Report
JCJitendra Chaudhary
FollowMar 21, 2026 16:02:46901
Report