Back
खरीफ धान संग्रह में देरी से किसान संगठनों ने आक्रामक प्रदर्शन; 11 बजे तक हल न हुआ तो राजमार्ग बंद
ANAJAY NATH
Nov 28, 2025 15:45:20
Sambalpur, Odisha
ଖରିଫ ଧାନ ସଂଗ୍ରହ କୁ ନେଇ ଆଜି ସନ୍ଧ୍ୟା ସୁଦ୍ଧା ବିକଳପ ବ୍ୟବସ୍ଥା ଗ୍ରହଣ କର ନଚେତ ଆସନ୍ତା କାଲି ଦିନ ୧୧ ଟାରୁ ରାଜରାସ୍ତା ରେ ଅର୍ଥନୈତିକ ଅବରୋଧ |ଅଲ୍ଟିମେଟମ ଦେଲେ ସମ୍ବଲପୁର ର ଚାଷୀ ସଂଗଠନ| ନିଜେ ଧାର୍ଯ୍ୟ କରିଥିବା ତାରିଖ ସମୟ ରୁ ଓହରି ଗଲା ଜିଲ୍ଲା ପ୍ରଶାସନ|ପ୍ରଥମ କରି ଜିଲ୍ଲା ରେ ହେଇପାରିଲା ନାହିଁ ଠିକ ସମୟରେ ଖରିଫ ଧାନ ସଂଗ୍ରହ| ଗତ କିଛି ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନ ର ଡାକରା ରେ ମିଲର୍ସ ଓ ଚାଷୀ ଙ୍କୁ ନେଇ ଆୟୋଜିତ ହୋଇଥିଲା ଖରିଫ ଧାନ ସଂଗ୍ରହ ପାଇଁ ବୈଠକ|ସେଠାରେ ସମ୍ବଲପୁଲ ଜିଲ୍ଲାର ଧାନ ନଭେମ୍ବର ୨୮ ତାରିଖ ରେ ସଂଗ୍ରହ କରାଯିବା କୁ ନେଇ ସମସ୍ତ ଙ୍କର ସହମତି ହୋଇଥିଲା|କିନ୍ତୁ ଦୁର୍ଭାଗ୍ୟ ର ବିଷୟ ପ୍ରଥମ କରି ଏଥର ଚାଷୀ ଧାନ ଗାଡି ସହ ମଣ୍ଡି ରେ ସକାଳ ଆଠ ଟାରୁ ଜଗି ରହିଥିବା ବେଳେ ଦିନ ତିନିଟା ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ ଧାନ ସଂଗ୍ରହ|ଚାଷୀ ମିଲର ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ରେ ବୈଠକ ହୋଇଥିବା ବେଳେ ବାହାରି ପାରି ନାହିଁ ସମାଧାନ ର ରାସ୍ତା |ଶେଷକୁ ଅର୍ଥନୈତିକ ରାସ୍ତା ଅବରୋଧ କରିବ ବୋଲି ଚାଷୀ ନିଷ୍ପତି ନେଇଥିଲା| କିନ୍ତୁ ଉପଜିଲ୍ଲାପାଳ ଆସି ତାଙ୍କୁ ବୁଝା ସୁଝା କଲା ପରେ ଆଜି ସମାଧାନ ପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ମାଗିଥିଲେ ଉପଜିଲ୍ଲାପାଳ|କିନ୍ତୁ ଆସନ୍ତା କାଲି ଦିନ ୧୧ ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କଲେ ଚାଷୀ | ଯଦି ଏହି ସମୟ ମଧ୍ୟରେ ଧାନ ଉଠିବା ରେ ଅସୁବିଧା ହେବ ତା ହେଲେ ଦିନ ଦଶର ୫୩ ନମ୍ବର ରାଜରାସ୍ତା କୁ ବନ୍ଦ କରାଯିବ ବୋଲି କହିଛି ଚାଷୀ|ସମସ୍ତ ଯାନବାହାନ ଚଳାଚଳ କରିବ କିନ୍ତୁ ବ୍ୟବସାୟିକ ଯାନବାହାନ ଓ ଲାଇନ ଟ୍ରକ ଗୁଡିକୁ ବନ୍ଦ କରାଯିବ ବୋଲି କହିଛି ଚାଷୀ| ଆଜି ଚାଷୀ ମଣ୍ଡି ରେ ଧାନ ଛାଡି ଯାଇଥିବା ବେଳେ ତାହାର ସୁରକ୍ଷା ଜିଲ୍ଲା ପ୍ରଶାସନ ନେଇଥିବା ଜଣାପଡିଛି|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SLSanjay Lohani
FollowNov 28, 2025 15:50:540
Report
SBSharad Bhardwaj
FollowNov 28, 2025 15:50:100
Report
PPPREMANANDA PUJARI
FollowNov 28, 2025 15:49:490
Report
MJManoj Jain
FollowNov 28, 2025 15:49:350
Report
SKSANTOSH KUMAR
FollowNov 28, 2025 15:49:150
Report
SSSUNIL SINGH
FollowNov 28, 2025 15:49:010
Report
AKAtul Kumar Yadav
FollowNov 28, 2025 15:48:500
Report
HDHARSH DWIVEDI
FollowNov 28, 2025 15:48:190
Report
SKSATISH KUMAR
FollowNov 28, 2025 15:48:020
Report
VAVINEET AGARWAL
FollowNov 28, 2025 15:47:480
Report
SKSATISH KUMAR
FollowNov 28, 2025 15:47:330
Report
PPPraveen Pandey
FollowNov 28, 2025 15:47:150
Report
0
Report
ATALOK TRIPATHI
FollowNov 28, 2025 15:46:580
Report
HSHITESH SHARMA
FollowNov 28, 2025 15:46:310
Report