Back
आशा दीदी केंद्र के कर्मियों का वेतन नहीं मिलने पर तीन महीने से आंदोलन
PPPREMANANDA PUJARI
Nov 28, 2025 15:49:49
Tehran, Tehran Province
ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀṇରେ କାର୍ଯ୍ୟ କରୁଥିବା ଆଶା ଦିଦିମାନେ ଦୀର୍ଘ ଦିନ ଧରି ନିଜର ପାରିଶ୍ରମିକ ନ ମିଳିବାରୁ ଏବେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି । ପାହାଡ଼ ପର୍ବତ ଅଞ୍ଚଳରେ ଅବସ୍ଥିତ ସମଗ୍ର ଅଞ୍ଚଳରକୋଣ ଅନୁକୋଣ କୁ ଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଆଶା ଦିଦି ମାନଙ୍କୁ ଜାଣି ଶୁଣି ପାରିଶ୍ରମିକ ଦିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ଆଶା କର୍ମୀମାନେ , ଆଜକୁ ତିନିମାସ ହେଲା ଦରମା ହୋଇନଥିବା ବେଳେ କିଭଳି ଚଳିବୁ ବୋଲି ପ୍ରଶ୍ନ କରିଛନ୍ତି। ଆଶା ଦିଦି ମାନଙ୍କ ଦରମାର କରୁଥିବା ବାଡା କୁ ପଚାରିଲେ ସେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଦରମା ବିଷୟରେ ଜିଲ୍ଲାର ଅନ୍ୟ ବ୍ଲକ୍ରେ କ୍ ସମୟରେ ଦରମା କରାଯାଉଅଛି । ଏ ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ର ଅଧିକାରୀ ଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ଜରିଆରେ ଦାବୀ ପ୍ରଦାନ କରାଯାଇଥିବା କହିଛନ୍ତି ଆଶା ଦିଦି ମାନେ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SLSanjay Lohani
FollowNov 28, 2025 15:50:540
Report
SBSharad Bhardwaj
FollowNov 28, 2025 15:50:100
Report
MJManoj Jain
FollowNov 28, 2025 15:49:350
Report
SKSANTOSH KUMAR
FollowNov 28, 2025 15:49:150
Report
SSSUNIL SINGH
FollowNov 28, 2025 15:49:010
Report
AKAtul Kumar Yadav
FollowNov 28, 2025 15:48:500
Report
HDHARSH DWIVEDI
FollowNov 28, 2025 15:48:190
Report
SKSATISH KUMAR
FollowNov 28, 2025 15:48:020
Report
VAVINEET AGARWAL
FollowNov 28, 2025 15:47:480
Report
SKSATISH KUMAR
FollowNov 28, 2025 15:47:330
Report
PPPraveen Pandey
FollowNov 28, 2025 15:47:150
Report
0
Report
ATALOK TRIPATHI
FollowNov 28, 2025 15:46:580
Report
HSHITESH SHARMA
FollowNov 28, 2025 15:46:310
Report