Back
सम्बलपुर के किसानों ने मंत्री के खुले धान-बिक्री बयान पर प्रतिक्रिया दी
ANAJAY NATH
Dec 17, 2025 11:35:21
Sambalpur, Odisha
ଯୋଗାଣ ବିଭାଗ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ କୁ ନେଇ ସମ୍ବଲପୁର ଜିଲ୍ଲା ଚାଷୀ ପ୍ରତିକ୍ରିୟା ଦେଇ ଗତକାଲି ଖୋଲା ରାସ୍ତା ରେ ଧାନ ବିକ୍ରି କଲେ ସମ୍ବଲପୁର ର ଚାଷୀ|ଜଣେ ମନ୍ତ୍ରୀ ଏଭଳି ଖୋଲା ରେ ଧାନ ବିକ୍ରି ପାଇଁ କହିବା ହାସ୍ୟାସ୍ପଦ ବୋଲି ଚାଷୀ| କିନ୍ତୁ ମନ୍ତ୍ରୀ ଙ୍କ ମନ୍ତବ୍ୟ ନେଇ ଚାଷୀ ପ୍ରତିକ୍ରିୟା କୁ ଅନ୍ୟ ପ୍ରକାରର ବୋଲି ସଫେଇ ଦେଇଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର| ଗତ ନଭେମ୍ବର ୨୮ ତାରିଖରୁ ଧାନ ମଣ୍ଡି ଖୋଲା ଯାଇଥିବା ବେଳେ ବହୁ ସମସ୍ୟା ଦେଇ ଗତି କରୁଛି ଚାଷୀ| ଗୋଟିଏ ପଟେ ଟୋକନ,କଟନୀ ଛଟନୀ ପି-ପାସ ଏଭଳି ବହୁ ସମସ୍ୟା ରହିଛି ଏଭଳି କଠିନ ସମୟରେ ମନ୍ତ୍ରୀ ଦେଇଥିବା ମନ୍ତବ୍ୟ କୁ ନିନ୍ଦା କରିଛନ୍ତି ଚାଷୀ ସଂଗଠନ| ଆସନ୍ତା କାଲି ସମ୍ବଲପୁର ରେ ବାଇକ ରାଲି ହେବା ସହ ତା ପରଦିନ ୧୯ ତାରିଖରେ ସମ୍ବଲପୁର ବନ୍ଦ ଡାକରା ଦେଇଛି ସମ୍ବଲପୁର ଚାଷୀ ସଙ୍ଗଠନ Byt- ଜୟ ନାରାୟଣ ମିଶ୍ର,଼ବିଧାୟକ
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
MTMD. TARIQ
FollowDec 17, 2025 13:05:040
Report
ADArvind Dubey
FollowDec 17, 2025 13:04:410
Report
ASABDUL SATTAR
FollowDec 17, 2025 13:04:230
Report
AMAsheesh Maheshwari
FollowDec 17, 2025 13:04:020
Report
RJRahul Joshi
FollowDec 17, 2025 13:03:480
Report
MKMUKESH KUMAR
FollowDec 17, 2025 13:03:220
Report
MMMohd Mubashshir
FollowDec 17, 2025 13:02:550
Report
VKVIKRANT KUMAR
FollowDec 17, 2025 13:02:360
Report
SJSubhash Jha
FollowDec 17, 2025 13:02:200
Report
SSSHAILENDAR SINGH THAKUR
FollowDec 17, 2025 13:00:580
Report
AGAdarsh Gautam
FollowDec 17, 2025 13:00:380
Report
KSKartar Singh Rajput
FollowDec 17, 2025 13:00:100
Report
0
Report
0
Report
ADAbhijeet Dave
FollowDec 17, 2025 12:50:590
Report