Back
संबलपुर में सरसतिया दिवस मनाने की धूम, GI टैग की मांग तेज
ANAJAY NATH
Feb 24, 2026 04:51:06
Sambalpur, Odisha
ଦ୍ୱିତୀୟ ବର୍ଷ ସମ୍ବଲପୁର ଠାରେ ପାଳନ ହେଲା ସରସତିଆ ଦିନ| ଗତ ବର୍ଷ ଠାରୁ ସମ୍ବଲପୁର ରେ ଫେବୃଆରୀ ୨୩ ତାରିଖ କୁ ସରସତିଆ ଦିନ ଭାବରେ ପାଳନ କରାଯାଉଛି| ଯେଉଁ ଗଂଜେର ଗଛ ର ଛାଲି ରୁ ଏହି ସରସତିଆ ତିଆରି ହୁଏ ତାହା ଶିବରାତ୍ରୀ ଅବସରରେ ପ୍ରଭୁ ମହାଦେବ ଙ୍କ ପାଦପଦ୍ମ ରେ ଅର୍ପଣ କରି ତିଆରି କରାଯାଏ| ସେଥିପାଇଁ ଶିବାରାତ୍ରି ପାଖାପାଖି ସବୁବର୍ଷ ଫେବୃଆରୀ ୨୩ ତାରିଖ କୁ ସରସତିଆ ଦିନ ଭାବେ ପାଳନ କରାଯାଉଛି| ଦୀର୍ଘ ଶହ ଶହ ବର୍ଷ ର ସ୍ୱାଦିଷ୍ଟ ସରସତିଆ ସମ୍ବଲପୁରିଆ ଙ୍କର ପ୍ରଥମ ପସନ୍ଦ| ସରସତିଆ ଦୀର୍ଘ ବର୍ଷ ପୂର୍ବେ ସମ୍ବଲପୁର ର ପ୍ରଭୁଲାଲ ଗୁପ୍ତା ଙ୍କର ପୂର୍ବ ପୁରୁଷ ତିଆରି କରୁଥିଲେ| ଗଂଜେର ଗଛ ର ଛାଳୀ ଓ ଅରୁଆ ଚାଉଳ ର ମିଶ୍ରଣ ରେ ତିଆରି ହୁଏ ଏହି ସ୍ୱାଦିଷ୍ଟ ଖାଦ୍ୟ ସରସତିଆ| ଏବେ ଏହା ସମ୍ବଲପୁର ସହ ଅନ୍ୟାନ୍ୟ ଅଂଚଳ ରେ ମଧ୍ୟ ମିଳୁଛି|ଏହାକୁ କିଭଳିଆହୁରି ବ୍ୟାପ୍ତ କରି ହେବ ଓ GI ଟେଗ ର ମାନ୍ୟତା ପାଇବ ସେ ନେଇ ବିଭିନ୍ନ ମହଲ ରୁ ଚେଷ୍ଟା କରାଯାଉଛି| ଏହାର ସ୍ୱତନ୍ତ୍ର ପରିଚୟ ପାଇଁ ସବୁ ବର୍ଗ ର ଲୋକେ ଚେଷ୍ଟା କରୁଛନ୍ତି|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ACAshish Chaturvedi
FollowFeb 24, 2026 06:04:500
Report
ACAshish Chaturvedi
FollowFeb 24, 2026 06:04:400
Report
ACAshish Chaturvedi
FollowFeb 24, 2026 06:04:290
Report
AKAshok Kumar1
FollowFeb 24, 2026 06:04:070
Report
KAKapil Agarwal
FollowFeb 24, 2026 06:03:260
Report
AMAnkit Mittal
FollowFeb 24, 2026 06:03:010
Report
VAVINEET AGARWAL
FollowFeb 24, 2026 06:02:520
Report
ASANIMESH SINGH
FollowFeb 24, 2026 06:02:230
Report
KSKartar Singh Rajput
FollowFeb 24, 2026 06:02:080
Report
AOAjay Ojha
FollowFeb 24, 2026 06:01:570
Report
HSHITESH SHARMA
FollowFeb 24, 2026 06:01:360
Report
RKRampravesh Kumar
FollowFeb 24, 2026 06:01:190
Report
KSKartar Singh Rajput
FollowFeb 24, 2026 06:01:100
Report
SKSantosh Kumar
FollowFeb 24, 2026 06:00:410
Report
85
Report