Back
कुचिंडा नगर पंचायत में भाजपा के प्रशिक्षण शिविर का आयोजन, 120 प्रतिभागी शामिल
ANAJAY NATH
Mar 22, 2026 16:17:42
Sambalpur, Odisha
ଆଜି ଅପରାହ୍ନ ପ୍ରାୟ ସାଢ଼େ ଚାରି ଟା ସମୟରେ ଭାରତୀୟ ଜନତା ପାର୍ଟିର କୁଚିଣ୍ଡା ନଗର ମଣ୍ଡଳ ତରଫରୁ ପଣ୍ଡିତ ଦିନଦୟାଲ ଉପଧ୍ୟାୟ ପ୍ରଶିକ୍ଷଣ ଶିବିର ରାଇଓଜନ କରାଯାଇଛି |ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ସଫଳତା ବିକଶିତ ଓଡ଼ିଶା ଓ ବିକଶିତ ଭାରାତ ର ସ୍ୱପ୍ନ କୁ ସାକାର କରିବା ତଥା ଦଳର ସୁଦୂର ପ୍ରସାରୀ ଲକ୍ଷ ଆଦି ବିଷୟରେ ପ୍ରଶିକ୍ଷିତ କରାଯାଇଛି |ଆଜି ଏହାର ଉଦ୍ଘାଟନୀ ସମାରୋହରେ ମାନ୍ୟବର ଗ୍ରାମ ଉନ୍ନୟନ ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ପୂର୍ବତନ ବିଧାୟକ ନାଉରୀ ନାୟକ ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କୁମାର କର କାର୍ଯ୍ୟକ୍ରମ ପ୍ରଭାରୀ ଉତ୍ତମ ବିଶ୍ୱାଳଙ୍କ ଯୋଗଦାନ କରି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ପୂର୍ବ ନିର୍ଦ୍ଧାରିତ କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୨୦ ଜଣ ଚୟନିତ ପୁରୁଷ ଓ ମହିଳାଙ୍କ ଯୋଗଦାନ ରହିଥିଲା େହି ବର୍ଗ ୨୪ ଘଣ୍ଟା ଧରି ଚାଲିବ ରାତ୍ର ରହଣୀ ସହ ସକାଳେ ଯୋଗ ପ୍ରାଣାୟାମ ପ୍ରାର୍ଥନା ଆଦି କାର୍ଯ୍ୟକ୍ରମ ମଧ୍ୟ ରହିଛି ପ୍ରାୟ ଆସନ୍ତା କାଲି ଅପରାହ୍ନ ପର୍ଯ୍ୟନ୍ତ ଏହି ବର୍ଗ ଚାଲିବ ବୋଲି ସୂଚନା ପ୍ରଦାନ କରାଯାଇଛି |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
MTMD. TARIQ
FollowMar 22, 2026 17:19:150
Report
NPNavratan Prajapat
FollowMar 22, 2026 17:19:000
Report
JPJitendra Panwar
FollowMar 22, 2026 17:17:060
Report
MKManoj Kumar Chaturvedi
FollowMar 22, 2026 17:16:490
Report
AAASHISH AMBADE
FollowMar 22, 2026 17:16:290
Report
DKDeepesh Kumar
FollowMar 22, 2026 17:15:520
Report
NJNarendra Jaiswal
FollowMar 22, 2026 17:15:360
Report
SKSumit Kumar
FollowMar 22, 2026 17:15:150
Report
KNKumar Nitesh
FollowMar 22, 2026 17:01:54715
Report
ACAshish Chaturvedi
FollowMar 22, 2026 17:01:34786
Report
PCPranay Chakraborty
FollowMar 22, 2026 17:01:24781
Report
JPJai Pal
FollowMar 22, 2026 17:01:09798
Report
AMAbhishek Mathur
FollowMar 22, 2026 17:01:02773
Report
NSNAVEEN SHARMA
FollowMar 22, 2026 17:00:19843
Report
KBKuldeep Babele
FollowMar 22, 2026 16:49:30935
Report