Back
खराब सड़कों के कारण एंबुलेंस नहीं पहुँची, साँप काटने से बच्चे की मौत — संभलपुर
ANAJAY NATH
Nov 09, 2025 09:35:42
Sambalpur, Odisha
ରାସ୍ତା ଖରାପ ଥିବା କାରଣ ରୁ ଯାଇପାରେ ନାହିଁ ଆମ୍ବୁଲାନ୍ସ|ଆମ୍ବୁଲାନ୍ସ ପହଂଚି ପାରୁ ନ ଥିବା କାରଣରୁ କିଛି ଦିନ ପୂର୍ବରୁ ଜଣେ ପିଲା ସର୍ପ ଆଘାତ ରେ ମୃତ୍ୟୁ ବରଣ କରିଥିବା ବେଳେ ପୂର୍ବରୁ ମଧ୍ୟ ବହୁ ପ୍ରସୂତି ଓ ବୃଦ୍ଧ ବୃଦ୍ଧା ଙ୍କର ଜୀବନ ସଂକଟାପନ୍ନ ହୋଇଛି|ରାଜାରାଜୁଡା ଅମଳ ର ଏହିଭଳିମୌଳିକ ସୁବିଧା ରୁ ଅପହଞ୍ଚ ଗାଁ ଟିଏ କୁତବ |ମୁଖ୍ୟ ରାସ୍ତା ରାଶ୍ତା ବଡରମା ଠାରୁ ୧୨ କିଲୋମିଟର ଦୂର ଭିତରକୁ ଉଷା କୋଠି ଅଭୟାରଣ୍ୟ ଭିତରେ ଯିବାକୁ ପଡିଥାଏ ଏହି ଗାଁ କୁ|ଆଖପାଖ ରେ ଅନେକ ଗାଁ ରହିଛି କିନ୍ତୁ ଭଲ ରାସ୍ତା ଟିଏ ନାହିଁ| ବର୍ଷା ମାସ ହେଲେ ତ ପୁରା ରାସ୍ତା ବନ୍ଦ ହୋଇଯାଏ|ପିଲା ମାନେ ସ୍କୁଲ ଯିବାକୁ ଭୟ କରନ୍ତି, ଯେଉଁଠି ରହିଛି ଜଙ୍ଗଲୀ ଜୀବଜନ୍ତୁ ଭୟ| ମୋବାଇଲ ନେଟ ୱାର୍କ ନାହିଁ|BSNL ଟାୱାର ଲାଗିଛି କିନ୍ତୁ ନେଟ ୱାର୍କ ନାହିଁ|ଏହିଭଳି ବହୁବିଧ ସମସ୍ୟା ରେ ଭରପୁର ହୋଇ ରହିଛି ସମ୍ବଲପୁର ଜିଲ୍ଲା ବଡରମା ଉଷାକୋଠି ଅଭୟାରଣ୍ୟ ରେ ଅବସ୍ଥିତ କିଛି ଗାଁ କୁତବ,ସାନବାଦୀ ବାହାଲ, ରେଙ୍ଗୋ ମୁଣ୍ଡା ଓ ଆହୁରି କିଛି ଗାଁ | ଅନେକ ଥର ଜିଲ୍ଲା ପ୍ରଶାସନ ସହ ନେତା ମନ୍ତ୍ରୀ ଙ୍କୁ ତାଙ୍କର ସମସ୍ୟା ବାବଦରେ ଅବଗତ କରାଯାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ର ଅଭିଯୋଗ କରିଛନ୍ତି ଗ୍ରାମବାସୀ|ଏଭଳିକି ତାଙ୍କୁ ଖରା ମାସ ରେ ପାନୀୟ ଜଳ ପାଇଁ ମଧ୍ୟ ୁହୁ ଅସୁବିଧା ସମ୍ମୁଖୀନ ହେବାକୁ ପଡିଥାଏ|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
VPVEDENDRA PRATAP SHARMA
FollowDec 10, 2025 19:00:580
Report
ASASHISH SRIVASTAVA SUL
FollowDec 10, 2025 19:00:360
Report
NTNagendra Tripathi
FollowDec 10, 2025 19:00:240
Report
रायपुर एयरपोर्ट निदेशक ने यात्री की प्रशंसा स्वीकार की, स्टाफ की सराहना पर आभार Raipur Airport Direc
0
Report
DSDanvir Sahu
FollowDec 10, 2025 18:46:460
Report
JPJai Pal
FollowDec 10, 2025 18:46:240
Report
BPBramh Prakash Dubey
FollowDec 10, 2025 18:46:000
Report
SKSumant Kumnar
FollowDec 10, 2025 18:45:310
Report
0
Report
NSNivedita Shukla
FollowDec 10, 2025 18:31:240
Report
NSNivedita Shukla
FollowDec 10, 2025 18:31:10Noida, Uttar Pradesh:A massive fire has broken out in one of the markets in St. Petersburg following an explosion of gas cylinders. The fire's area has reached 300 square meters.
0
Report
DSDanvir Sahu
FollowDec 10, 2025 18:30:560
Report
NSNivedita Shukla
FollowDec 10, 2025 18:30:34Noida, Uttar Pradesh:Russian Army T-80BVM tank crew WHACKS Ukrainian strongholds near KrasnoarmeyskTank protected by low-tech but highly effective anti-drone covering
0
Report
1
Report