Back
दिल्ली बिस्फोट के बाद हिराकुड डैम पर हाई अलर्ट, बम निष्क्रिय दल खोज जारी
ANAJAY NATH
Nov 13, 2025 06:33:06
Sambalpur, Odisha
ହୀରାକୁଦ ନଦୀବନ୍ଧ ରେ ହାଏ ଅଲର୍ଟ, ବୋମା ନିଷ୍କ୍ରିୟକାରୀ ଦଳ ର ତଲାସି ab୍ଯାନ ଜାରି lଦିଲ୍ଲୀରେ ଘଟିଥିବା ବୋମା ବିସ୍ଫୋରଣ ପରେ ସମ୍ପୂର୍ଣ୍ଣ ଦେଶ ମଧ୍ୟରେ ସତର୍କତା ଜାରି ହୋଇଛି । ଏହାର ପ୍ରଭାବ ଏବେ ସମ୍ବଲପୁର ଜିଲ୍ଲା ର ବିଭିନ୍ନ ସମ୍ବେଦନଶୀଳ ଅଂଚଳ ଓ ହୀରାକୁଦ ଡ୍ୟାମ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳୁଛି । ହୀରାକୁଦ ଡ୍ୟାମ ଏବେ ହାଏ ଅଲର୍ଟ ରେ ରହିଛି । ସମ୍ବଲପୁର ପୋଲିସ ହୀରାକୁଦ୍ ଡ୍ୟାମକୁ ନେଇ ବିଶେଷ ସତର୍କତା ଅବଲମ୍ବନ କରିଛି । ପୋଲିସ ଦଳ ଡ୍ୟାମ ଅଞ୍ଚଳରେ ନିୟମିତ ଭାବେ ପଇଂତ୍ରା ମାରୁଛି । ସେଥିପାଇଁ ବୋମା ନିଷ୍କ୍ରିୟକାରୀ ଟିମ ମଧ୍ୟ ଡେମ ର ବିଭିନ୍ନ ଅଂଚଳ ରେ ପହଂଚି ଚେକିଂ ଅଭିଯାନ ଆରମ୍ଭ କରିଛି । ପୋଲିସ ପ୍ରଶାସନ ଦ୍ୱାରା ଡ୍ୟାମ ଓ ତାହା ସମୀପସ୍ଥ ଅଞ୍ଚଳରେ ସନ୍ଧାନି କୁକୁର ଙ୍କ ସହାୟତାରେ ଚାଲିଛି ସମ୍ପୂର୍ଣ୍ଣ ତଲାସି o ସ୍କାନିଂ । ପୂର୍ବରୁ ପୋଲିସ ବିଭିନ୍ନ ହୋଟେଲ, ଚେକପୋଷ୍ଟ ଓ ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ମଧ୍ୟ ଯାଞ୍ଚ କରିଥିଲା । ସମ୍ବଲପୁର ପୋଲିସ ଓ ପ୍ରଶାସନ ଦୁହେଁ ସଜାଗ ରହି ହୀରାକୁଦ ଡ୍ୟାମର ସୁରକ୍ଷାକୁ ସୁନିଶ୍ଚିତ କରିବାରେ ପୂର୍ଣ୍ଣ ପ୍ରୟାସ ଜାରି ରଖିଛନ୍ତି । ଦିଲ୍ଲୀ ବିସ୍ଫୋରଣ ପରେ ଏବେ ହାଏ ଅଲର୍ଟ ରେ ସାରା ଓଡିଷା ଓ ସାରା ଦେଶ ରହିଛି ।
1
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
VSVISHAL SINGH
FollowNov 13, 2025 08:08:170
Report
RSRUPENDRA SHRIWASTVA
FollowNov 13, 2025 08:08:070
Report
ANAbhishek Nirla
FollowNov 13, 2025 08:07:040
Report
SKSundram Kumar
FollowNov 13, 2025 08:06:510
Report
TCTanya chugh
FollowNov 13, 2025 08:06:120
Report
SKSantosh Kumar
FollowNov 13, 2025 08:05:090
Report
PPPraveen Pandey
FollowNov 13, 2025 08:04:56Kanpur, Uttar Pradesh:कानपुर पुलिस कानपुर के उस मकान में पहुंची जहां डॉ आरिफ किराये में रहता था
0
Report
RVRajat Vohra
FollowNov 13, 2025 08:04:430
Report
RVRajat Vohra
FollowNov 13, 2025 08:04:270
Report
ASAkhilesh Sharma
FollowNov 13, 2025 08:04:080
Report
AVArun Vaishnav
FollowNov 13, 2025 08:03:340
Report
AVArun Vaishnav
FollowNov 13, 2025 08:03:180
Report
JRJAIDEEP RATHEE
FollowNov 13, 2025 08:03:020
Report
ASAshok Singh Shekhawat
FollowNov 13, 2025 08:02:380
Report
RCRAJVEER CHAUDHARY
FollowNov 13, 2025 08:02:170
Report