Back
संबलपुर के गांधी मंदिर पर प्रशासन की नजर, पर्यटन स्थल बनाने की मांग तेज
ANAJAY NATH
Oct 04, 2025 11:35:31
Sambalpur, Odisha
ବର୍ଷ କୁ ଥରେ ଅଧେ ମନେ ପଡନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ|ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ନେତା ମନ୍ତ୍ରୀ ତଥା ଜିଲ୍ଲା ପ୍ରଶାସନ ପାଦ ପଡେ ଏହି ମନ୍ଦିରେ| ପଚାଶ ବର୍ଷ ରୁ ଅଧିକ ହେବ ସମ୍ବଲପୁର ଭତରା ରେ ଅବସ୍ଥିତ ଭାରତ ର ଏକ ମାତ୍ର ଗାନ୍ଧୀ ମନ୍ଦିର କୁ| ୧୯୭୨ ମସିହାରେ ଏହି ମନ୍ଦିର ର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ୧୯୭୪ ମସିହାରେତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ କରକମଳ ରେ ଏହି ଏକମାତ୍ର ଗାନ୍ଧୀ ମନ୍ଦିର ର ଉଦଘାଟନ ହୋଇଥିଲା| ସମ୍ବଲପୁର ଭତରାଗାଁ ରେ ରହୁଥିବା ରେଢ଼ାଖୋଲ ର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମ୍ଭାର ଯେତେବେଳେ ଯୁବକ ଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସଂସ୍ପର୍ଶ ରେଆସିଥିଲେ|ମହାତ୍ମା ଗାନ୍ଧୀ ଯେତେବେଳେ ସମ୍ବଲପୁର ଆସିଥିଲେ ସେତେବେଳେ ତାଙ୍କ ସହ ଦେଖା ହୋଇଥିଲା|ଯାହାକି ଅଭିମନ୍ୟୁଙ୍କୁ ଗାନ୍ଧୀ ମନ୍ଦିର ତିଆରି କରିବା ପାଇଁ ପ୍ରେରଣା ଦେଇଥିଲା| ତାଙ୍କର ଆଚାର ବ୍ୟବହାର କାର୍ଯ୍ୟକଳାପ ନୀତି ଆଦର୍ଶ ଅହିଂସା ଇତ୍ୟାଦି ଯୁବ ସୁଲଭ ଆଭିମନ୍ୟୁଙ୍କୁ ପ୍ରେରଣା ଯୋଗାଇଥିଲା|ଯେତେବେଳେ ସେ ବଡ଼ ହେଇ ରେଢ଼ାଖୋଲ ର ବିଧାୟକ ହେଲେ ସେ ସମୟରେ ସେ ତାଙ୍କର ଗାଁ ଭତରା ରେ ବାପୁଜୀଙ୍କ ମନ୍ଦିର ନିର୍ମାଣ ପାଇଁ ମନ ବଳାଇଲେ|ପରବର୍ତ୍ତ୍ୟ ସମୟରେ ୧୯୭୨ ମସିହା ମାର୍ଚ୍ଚ ମାସ ୨୦ ତାରିଖରେ ତତ୍କାଳୀନ ଉତ୍ତରାଞ୍ଚଳ ରାଜସ୍ବ କମିଶନର ରବୀନ୍ଦ୍ର ନାଥ ମହାନ୍ତିଙ୍କ କରକମଳ ରେ ସେ ଗାନ୍ଧୀ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କରାଇଥିଲେ ଓ ପରବର୍ତ୍ତୀ ସମୟ ୧୯୭୪ ମସିହା ଅପ୍ରେଲ ୧୧ ତାରିଖ ରେ ମନ୍ଦିର ଉଦଘାଟନ କରାଇଥିଲେ|କିନ୍ତୁ ଆଜକୁ ୫୦ ବର୍ଷ ରୁ ଉର୍ଦ୍ଧ ହେବ ଏହି ମନ୍ଦିର ନା ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ ପାଇଛି ନା ଏହାର ପରିଚାଳନା ଦାୟିତ୍ୱ କିଏ ନେଇଛି|ଗ୍ରାମବାସୀ ମାନେ ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟା ରେ ରାମଧୂନ ସହ ଭଜନ କୀର୍ତନ କରନ୍ତି| କିନ୍ତୁ ସେମାନେ କହିଛନ୍ତି ଯେ ଏହି ବିରଳ ଗାନ୍ଧୀ ମନ୍ଦିର ଉପରେ ଜିଲ୍ଲା ପ୍ରଶାସନ ଏବେ ପର୍ଯ୍ୟଟନ ବିଭାଗ ର ଦୃଷ୍ଟି ପଡ଼ୁ o ଏହା ଏକ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଉ|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SRSANDEEP RATHORE
FollowOct 04, 2025 13:49:533
Report
KKKamal Kumar
FollowOct 04, 2025 13:49:350
Report
ADAnkush Dhobal
FollowOct 04, 2025 13:49:230
Report
SBSharad Bhardwaj
FollowOct 04, 2025 13:49:130
Report
RSRUPENDRA SHRIWASTVA
FollowOct 04, 2025 13:49:030
Report
RSRUPENDRA SHRIWASTVA
FollowOct 04, 2025 13:48:500
Report
DDDHANANJAY DWIVEDI
FollowOct 04, 2025 13:48:330
Report
BSBIRENDRA SINHA
FollowOct 04, 2025 13:48:240
Report
PGPiyush Gaur
FollowOct 04, 2025 13:48:080
Report
SRSANDEEP RATHORE
FollowOct 04, 2025 13:47:560
Report
GBGovindram Bareth
FollowOct 04, 2025 13:47:460
Report
PSPradeep Soni
FollowOct 04, 2025 13:47:320
Report
MDMahendra Dubey
FollowOct 04, 2025 13:47:180
Report
PKPramod Kumar Gour
FollowOct 04, 2025 13:47:00Kushinagar, Uttar Pradesh:Breaking - कुशीनगर
- खेत के बीच पेड़ से लटकती मिली अज्ञात व्यक्ति की लाश
- हत्या और आत्महत्या के बीच गुत्थी उलझी
- पुलिस मौके पर पहुंच जांच में जुटी
- कसया थाना क्षेत्र के तीर्थराज नगर का मामला।
0
Report
PKPramod Kumar Gour
FollowOct 04, 2025 13:46:450
Report