Back
पुरी मंदिर सुरक्षा के लिए भारी पुलिस व्यवस्था: ३० प्लाटून तैनात
SMSanjay Mohapatra
Nov 01, 2025 16:32:24
Puri, Odisha
ପଞ୍ଚୁକ ପାଇଁ ପୁରୀ ପୋଲିସ୍ ର ପ୍ରସ୍ତୁତି ।ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ। ୫ ଅତିରିକ୍ତ ଏସପି,୧୬ ଡି ଏସ ପି ,୩୫ ଇନ୍ସପେକ୍ଟର,୧୩୮ ସବ ଇନସ୍ପେକ୍ଟର ,କିମ୍ବା ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ,୨୪ ହାବିଲଦାର,୧୪୭ କନଷ୍ଟେବଳ ,୩୩୪ ହୋମ ଗାର୍ଡ ଓ ୯୬ ସେକ୍ସନ ଫୋର୍ସ ହେବେ ନିୟୋଜିତ ।୨୪ ଘଣ୍ଟିଆ ପୋଲିସ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବା ସହ କୌଣସି ବି ସହାୟତା ପାଇଁ ୧୧୨ କୁ କଲ କରି ଜଣାଇବା ପୁରୀ ପୋଲିସ ଅନୁରୋଧ କରିଛି ।ବଡ଼ଦାଣ୍ଡ ମାର୍କେଟ ଛକରୁ ହେବ ନୋ ଭେଇକିଲ ଜୋନ।ସେହିପରି ଦିଗବାରିଣୀ ଛକରୁ ଯାତ୍ରୀକା ପାର୍କିଂ ପର୍ଯ୍ୟନ୍ତ ମଧ୍ୟ ନୋ ଭେଇକିଲ ଜୋନ।ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ କଡା ଓ ପର୍ଯ୍ୟାପ୍ତ ପୋଲିସ ସୁରକ୍ଷା ବ୍ୟବସ୍ଥା ରହିବ।ଶ୍ରୀମନ୍ଦିର ଭିତରେ ଗରୁଡ ସ୍ତମ୍ଭ ଠାରୁ ଭିତର କାଠ ପର୍ଯ୍ୟନ୍ତ ଭିଡ ନିୟନ୍ତ୍ରଣ ପାଇଁ କ୍ଲିୟାରନ୍ସ ପାର୍ଟି ମୁତୟନ ରହିବେ ।ସମୁଦାୟ ୩০ ପ୍ଲାଟୁନ ପୋଲିସ ଫୋର୍ସ ସହ ବଛା ବଛା ଅଭିଜ୍ଞ ଓ ବରିଷ୍ଠ ପୋଲିସ ମୁତୟନ ରହିବେ।ଭକ୍ତ ଶ୍ରଦ୍ଧାଳୁ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ଅନ୍ୟ ତିନ୍ୟା ଦ୍ଵାର ଦେଇ ପ୍ରସ୍ଥାନ କରିବେ।ଶ୍ରୀମନ୍ଦିର ଭିତର ଓ ବାହାରେ ଭେଦାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ନଜର ରଖିବ ପୋଲିସ।ବିଶେଷ ରୂପେ ସାତପାହାଚ ଓ ନାଟମଣ୍ଡପ ସ୍ଥାନରେ ହେଇଥିବା ଅତ୍ୟଧିକ ଭିଡକୁ ନିୟନ୍ତ୍ରିତ କରାଯିବା।ଆଜି ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଓ ଏସପି ପ୍ରତୀକ ସିଂହ ଅଧିକାରୀ ଓ ପୋଲିସ ଫୋର୍ସ କୁ ବ୍ରିଫ୍ କରିଛନ୍ତି।
ବାଇଟ୍- ସତ୍ୟଜିତ ନାୟକ, ଡିଆଜି
ବାଇଟ୍- ପ୍ରତୀକ ସିଂ,ଏସପି
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
0
Report
0
Report
NTNagendra Tripathi
FollowNov 01, 2025 19:03:090
Report
KSKartar Singh Rajput
FollowNov 01, 2025 19:02:580
Report
AGAbhishek Gour
FollowNov 01, 2025 19:02:440
Report
PSPramod Sinha
FollowNov 01, 2025 19:02:330
Report
ABAnnu Babu Chaurasia
FollowNov 01, 2025 19:02:090
Report
ASASHISH SHRIVAS
FollowNov 01, 2025 19:01:580
Report
KMKuldeep Malwar
FollowNov 01, 2025 19:01:410
Report
VPVEDENDRA PRATAP SHARMA
FollowNov 01, 2025 19:01:330
Report
ASASHISH SHRIVAS
FollowNov 01, 2025 19:01:230
Report
KSKartar Singh Rajput
FollowNov 01, 2025 19:01:080
Report
PKPrakash Kumar Sinha
FollowNov 01, 2025 19:00:530
Report