Back
सत्यबादी में घातक हमला, एक परिवार समेत कई घायल
SMSanjay Mohapatra
Mar 05, 2026 15:31:43
Puri, Odisha
() ସତ୍ୟବାଦୀରେ ଗୋଟିଏ ପରିବାର ର ତିନି ସଦସ୍ୟ ଓ ଦୁଇ କୋମଳମତି ଶିଶୁକନ୍ୟାଙ୍କୁ ସଂଘବଦ୍ଧ ଆକ୍ରମଣ। ୧୦୦ ୧ୁରୁ ଅଧିକ ଗ୍ରାମବାසୀଙ୍କ ତାଣ୍ଡବ। ୭୦ବର୍ଷୀୟ ବୃଦ୍ଧା ମହିଳା ଗୁରୁତର ଆହତ, ସତ୍ୟବାଦୀ ମେଡ଼ିକାଲରେ ଚିକିତ୍ସାଧୀନ। ଅଢେଇ ବଖରା ଘର ଭାଙ୍ଗି ଚୁରମାର ଓ ତିନୋଟି ଗାଡି ଧ୍ୱଂସ। ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଆନନ୍ଦପୁର ଗ୍ରାମର ମୁଦୁଲି ସାହିରେ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଘଟିଥିବା ଖବର ମିଳିଛି। ବେହେରା ସାହି ଓ ତନ୍ତୀ ସାହିର ପ୍ରାୟ ୩୦ଟି ପରିବାରର ୧୦୦ରୁ ଅଧିକ ଗ୍ରାମବାସୀ ଏକତ୍ରିତ ହୋଇ ମୁଦୁଲି ସାହିର ଏକ ପରିବାର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଆନନ୍ଦପୁର ଗ୍ରାମର ରାମକୃଷ୍ଣ ମୁଦୁଲି (ପିତା–ଭଗବାନ ମୁଦୁଲି), ତାଙ୍କ ଧର୍ମପତ୍ନୀ ସାବିତ୍ରୀ ମୁଦୁଲି ଓ ଦୁଇ ଝିଅ ଦିପ୍ତିମୟୀ ଏବଂ ସୁଭଲକ୍ଷ୍ମୀ ଏହି ଆକ୍ରୋଶର ଶିକାର ହୋଇଛନ୍ତି। ଆକ୍ରମଣର ଶିକାର ହୋଇ ରାମକୃଷ୍ଣ ମା ସୁଭାஷିନୀ ମୁଦୁଲି ଗୁରୁତର ଭାବେ ଆହତ ହୋଇ ସତ୍ୟବାଦୀ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଅନ୍ୟପଟେ ଉତ୍ୟକ୍ତ ଲୋକମାନେ ମୁଦୁଲି ପରିବାରର ଦୁଇଟି ମୋଟରସାଇକେଲ ଓ ଗୋଟିଏ (ଆଶୋକ ଲେଲାଣ୍ଡ)ମାଲବୁହା ଗାଡ଼ି କୁ ଭାଙ୍ଗି ଦେଇଥିବା ସହ ଘରର ଆଜବେଷ୍ଟସକୁ ମଧ୍ୟ ବାଡ଼େଇ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। এନେଇ ସତ୍ୟବାଦୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସହ ଆନନ୍ଦପୁର ଗ୍ରାମକୁ ଯାଇ ସ୍ଥିତି ସମୀକ୍ଷା କରିଛି ବୋଲି କହିଛନ୍ତି ରାମକୃଷ୍ଣ ଙ୍କ ପତ୍ନୀ ସାବିତ୍ରୀ ମୁଦୁଲି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PKPRINCE KUMAR KUSHWAHA
FollowMar 05, 2026 16:48:210
Report
DDDeepak Dwivedi
FollowMar 05, 2026 16:47:380
Report
TSTripurari Sharan
FollowMar 05, 2026 16:47:270
Report
RKRakesh Kumar
FollowMar 05, 2026 16:47:120
Report
RKRaushan Kumar
FollowMar 05, 2026 16:46:400
Report
ABAnnu Babu Chaurasia
FollowMar 05, 2026 16:46:240
Report
RCRAJVEER CHAUDHARY
FollowMar 05, 2026 16:46:020
Report
ASASHISH SRIVASTAVA SUL
FollowMar 05, 2026 16:45:520
Report
SMSanjay Mohapatra
FollowMar 05, 2026 16:45:380
Report
DKDARSHAN KAIT
FollowMar 05, 2026 16:34:060
Report
DIDamodar Inaniya
FollowMar 05, 2026 16:33:300
Report
NPNavratan Prajapat
FollowMar 05, 2026 16:32:480
Report
RKRANJAN KUMAR
FollowMar 05, 2026 16:32:250
Report
MKManitosh Kumar
FollowMar 05, 2026 16:32:140
Report
PKPrashant Kumar
FollowMar 05, 2026 16:32:020
Report