Back
राज्य पुलिस मुख्यालय में 66वें शहीद स्मृति दिवस पर श्रद्धांजलि व शहादत का सम्मान
SMSURYA MOHANTY
Oct 21, 2025 12:36:11
Khordha, Odisha
କଟକ:- ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ 66 ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା o ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ହୋଇଥିବା ବୀର ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l େହାସହ ବୀର ଶହୀଦଙ୍କ ପରିବାରବର୍ଗ ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରିଛନ୍ତି l ଏହି ପରିପ୍ରେକ୍ଷୀରେ ରାଜ୍ୟ ଆରକ୍ଷୀ ବାହିନୀ ତରଫରୁ ବୀର ଶହୀଦମାନଙ୍କ ପ୍ରତି ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।
ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ କିଛି ବର୍ଷ ପୂର୍ବରୁ ପୋଲିସ ସହିଦମାନଙ୍କର ତାଲିକା ସଂଖ୍ୟା ବହୁତ ଲମ୍ବା ରହୁଥିଲା ଏବଂ ତେବେ ବର୍ତ୍ତମାନ ପରିସ୍ଥିତିରେ ଦେଶରେ ସହିଦମାନଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ଘଟିଛି ବୋଲି କହିଥିଲେ । ଦେଶର ସମସ୍ତ ସୁରକ୍ଷା ବାହିନୀ ତଥା ପୋଲିସ କର୍ମଚାରୀଙ୍କର ଅକ୍ଳାନ୍ତ ପରିଶ୍ରମ ଓ ସାହସ ଦ୍ୱାରା ଏହା ସମ୍ଭବ ହୋଇପାରିଛୁ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। ଜମ୍ମୁ-କାଶ୍ମୀର, ପଞ୍ଜାବ, ùତ୍ତର ପୂର୍ବ ରାଜ୍ୟଗୁଡ଼ିକ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳରେ ାମ ପୋଲିସ ଅଧିକାରୀ ଓ ଯବାନମାନେ ବୀରତ୍ୱର ସହିତ ୟୁଦ୍ଧ କରୁଛନ୍ତି। ାମ ରାଜ୍ୟର ସାହସୀ ପୋଲିସ କର୍ମଚାରୀମାନଙ୍କର ବୀରତ୍ବ ଯୋଗୁଁ, ଆମେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ସ୍ଥାପନ କରିପାରିଛୁ ଏବଂ ଆଗାମୀ ଦିନରେ ମଧ୍ୟ ଏହାର ପ୍ରୟାସ ଜାରି ରଖିବୁ ବୋଲି ଡିଜିପି କହିଥିଲେ
ଏହି ଅବସରରେ ସାଧାରଣ ଜନତାଙ୍କୁ ନିରନ୍ତର ସେବା ପ୍ରଦାନ କରୁଥିବା ରାଜ୍ୟର ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଥିଲେ l
ଚଳିତ ବର୍ଷ ଭାରତ ଭାରତରେ ବିଭିନ୍ନ କେନ୍ଦ୍ରୀୟ ପୋଲିସ ବଳ ଓ ରାଜ୍ୟ ପୋଲିସର 191 ଜଣ ଆରକ୍ଷୀ ପ୍ରାଣବଳି ଦେଇ ନିଜ ମାତୃଭୂମିକୁ ଗୌରବାନ୍ଵିତ କରିଛନ୍ତି। େହି ଅବସରରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ଶହୀଦ ହୋଇଥିବା ରାୟଗଡା ଜିଲ୍ଲାର 2nd IR Bn. ର Constable/475 ଲକ୍ଷ୍ମଣ ମାଝୀ, UPD କଟକର OAPF /353 ଲୋକନାଥ ଶବରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ଉଭୟଙ୍କ ପରିବାର ବର୍ଗଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ସ୍ଵତନ୍ତ୍ର ନିମନ୍ତ୍ରଣ କରାଯାଇ ଏହି ପବିତ୍ର ଦିବସରେ ସାମିଲ କରାଯାଇଥିଲା । ଡିଜିପି ଶ୍ରୀ ଖୁରାନିଆ ଶୋକସନ୍ତପ୍ତ ଉଭୟଙ୍କ ପରିବାର ବର୍ଗଙ୍କ ସହିତ ଭାବ ବିନିମୟ କରିବା ସହ ସମବେଦନା ଜ୍ଞାପନ କରିଥିଲେ । ଉଭୟଙ୍କ ତ୍ୟାଗ ଏବଂ ବଳିଦାନ ରାଜ୍ୟ ପୋଲିସ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ଡିଜିପି କହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଆନ୍ଧ୍ରପ୍ରଦେଶର 5 , ଆରୁଣାଚଳ ପ୍ରଦେଶର 1 , ଆସମର 2 , ବିହାରର 8 , ଛତିଶଗଡର 16, ଗୁଜୁରାଟ 3, ଝାଡ଼ଖଣ୍ଡ ର 1, କର୍ଣାଟକର 8, କେରଳର 1, ମଧ୍ୟପ୍ରଦେଶର 11, ମହାରାଷ୍ଟ୍ରର 1, ମଣିପୁର ର 3, ନଗାଲାଣ୍ଡ ର 1, ଓଡିଶାର 2, ପଞ୍ଜାବ ର 3, ରାଜସ୍ଥାନର 7, ତାମିଲନାଡୁର 6, ତେଲେଙ୍ଗାନା ର 5, ତ୍ରିପୁରା ର 2, ଉତ୍ତରପ୍ରଦେଶ ର 3, ଉତ୍ତରାଖଣ୍ଡର 4, ପଶ୍ଚିମବଙ୍ଗର 12, ଚଣ୍ଡୀଗଡ଼ର 2, ଦିଲ୍ଲୀର 8, ଜାମ୍ମୁ ଓ କାଶ୍ମୀର ର 14, ଲଦାଖର 1, ଆସାମ ରାଇଫଲର 2, ବିଏସଏଫ ର 23, ସିଆଇଏସଏଫ ର 6, ସିଆରପିଏଫର 9, ଆଇଟିବିପିର 5, ଏସଏସବିର 6, ଏନଡିଆଏଫର 1 ଏବଂ ଆରପିଏଫର 9 ଜଣ ଶହୀଦ ହୋଇଛନ୍ତି l
ଉପସଂହାର: Today’s ceremony featured dignitaries paying tributes to martyrs, including INSPECTORS, officers and family members, with formal condolences and ceremonial honors.
ଆଜିର ଏହି କାର୍ୟକ୍ରମରେ ଡିଜିପି (କ୍ରାଇମବ୍ରଞ୍ଚ) ଶ୍ରୀ ବିନୟ ତୋଷ ମିଶ୍ର, ନିର୍ଦ୍ଦେଶକ (ଗୁଇନ୍ଦା) ଶ୍ରୀ ଆର. ପି. କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଣ୍ଟି ନକ୍ସଲ ଅପରେସନ) ଶ୍ରୀ ସଞ୍ଜୀବ ପଣ୍ଡା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନୀକିକରଣ) ଶ୍ରୀ ଏସ. କେ. ପ୍ରିୟଦର୍ଶୀ, ନିର୍ଦ୍ଦେଶକ (ଏସଏଫଏସଏଲ) ଡ଼ ସନ୍ତୋଷ ବାଲା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଅରୁଣ ବୋଥ୍ରାଙ୍କ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଭିଜିଲାନ୍ସ) ଶ୍ରୀ ଅସୀତ କୁମାର ପାଣିଗ୍ରାହୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଟ୍ରାନ୍ସପୋର୍ଟ କମିଶନର ଶ୍ରୀ ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କମ୍ୟୁନିକେସନ) ਸ਼୍ରୀ ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ଶ୍ରୀ ରାଜେଶ କୁମାରଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଶହୀଦ ବୀର ଯବାନ ମାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ଶୋଧାଯାଇଥିଲେ l
2
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
सूरजपुर में जुआ छापे के दौरान कुएं में गिरा युवक, मौत पर ग्रामीणों का उग्र प्रदर्शन; थाने पर तोड़फोड
4
Report
KLKANHAIYA LAL SHARMA
FollowOct 21, 2025 19:15:41Mathura, Uttar Pradesh:कोयले से लदी मालगाड़ी के 13डिब्बे डिरेल, दिल्ली-मथुरा रेल संचालन ठप; सैकड़ों यात्री प्रभावित
7
Report
KLKANHAIYA LAL SHARMA
FollowOct 21, 2025 19:15:28Mathura, Uttar Pradesh:कोयले से लدی मालगाड़ी के 13 डिब्बे डिरेल, दिल्ली-मथुरा रेल संचालन ठप; सैकड़ों यात्री प्रभावित
3
Report
KLKANHAIYA LAL SHARMA
FollowOct 21, 2025 19:15:195
Report
KLKANHAIYA LAL SHARMA
FollowOct 21, 2025 19:02:081
Report
DGDebabrata Ghosh
FollowOct 21, 2025 19:01:532
Report
VKVIJAY KUMAR2
FollowOct 21, 2025 19:01:372
Report
AKAtul Kumar Yadav
FollowOct 21, 2025 19:01:221
Report
VKVIJAY KUMAR2
FollowOct 21, 2025 19:01:041
Report
VKVIJAY KUMAR2
FollowOct 21, 2025 19:00:443
Report
AKAtul Kumar Yadav
FollowOct 21, 2025 19:00:300
Report
HSHITESH SHARMA
FollowOct 21, 2025 19:00:130
Report
पिकनिक स्पॉट में अधेड़ का शव मिला, सनसनी फैली, पुलिस जांच में Middle-aged man's body found at picnic
4
Report
DCDILIP CHOUDHARY
FollowOct 21, 2025 18:47:232
Report
JSJitendra Soni
FollowOct 21, 2025 18:47:141
Report